Browsing Tag

mamita death case

କେଉଁ ପରିସ୍ଥିତିରେ ଜେଲ ଭିତରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ଡମି ନେଇ ସିନ୍‌ ରିକ୍ରିଏସନ୍‌ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗିର():କେମିତି ଓ କେଉଁ ପରିସ୍ଥିତିରେ ଜେଲ ଭିତରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ । କ୍ରାଇମବ୍ରାଞ୍ଚ ଆଇଜି ଅମିଚେନ୍ଦ୍ର ନାଥ ସିହ୍ନା ଓ ୪ ଜଣିଆ ଟିମ୍‌ ଖୋଳତାଡ କରିଛନ୍ତି । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ ।…

କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ତଦନ୍ତ କରିବେ ଜେଲ୍‌ DIG, ସଂଧ୍ୟା ସୁଦ୍ଧା ଦେବେ ରିପୋର୍ଟ

ବଲାଙ୍ଗିର(କେନ୍ୟୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବେ ସମ୍ବଲପୁର ରେଞ୍ଜ ଜେଲ୍‌ DIG ଅନସୂୟା ଜେନା । କଣ୍ଟାବାଞ୍ଜି ଜେଲ ଯାଇ ସେ ତଦନ୍ତ କରିବେ। ଏନେଇ ଜେଲ DIG ଶୁଭକାନ୍ତ…

ମମିତା ମେହେର ହତ୍ୟା ମାମଲା: ଜେଲ୍‌ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର(କେନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ସେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।…

ମମିତା ମେହେର ହତ୍ୟାକାଣ୍ଡ ମାମଲା: ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ

କଟକ(କେନ୍ୟୁଜ୍): ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାର ଜାମିନ ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ। ମମିତା ମେହେର ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗୋବିନ୍ଦ ସାହୁ। ଗତ ଡିସେମ୍ବର ୨୧ ତାରିଖରେ କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ ଗୋବିନ୍ଦ…

ଖୋଲୁଛି ଗୁମର: ମମିତାଙ୍କ ମୃତଦେହକୁ ପୋଡ଼ିବା ପାଇଁ ବ୍ୟବହାର ହୋଇଥିଲା ଟାୟାର

ବ୍ରହ୍ମପୁର(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଟାୟାର ବ୍ୟବହାର ହୋଇଥିଲା। ସେହି ଟାୟାର ମହାଲିଙ୍ଗର ଟାୟାର ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଅଣାଯାଇଥିବା ଜଣାପଡିଛି। ଗତ ୮ ତାରିଖରେ ବିବେକଙ୍କୁ ମୁଖ୍ୟ…

ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା, ଅଭିଯୁକ୍ତକୁ ଫାଶୀ ଦେବାକୁ ପରିବାରର ଦାବି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ଫିଟୁଛି ଗୁମର। କ୍ରାଇମ୍‌ସ୍ପଟ ମହାଲିଙ୍ଗ ନିର୍ମାଣଧୀନ ମିନି ଷ୍ଟାଡିୟମରେ ପହଂଚିଛନ୍ତି ମହିଳା କମିାନ ଅଧ୍ୟକ୍ଷା। ମମିତାଙ୍କ ପରିବାରକୁ ଭେଟିଛନ୍ତି ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ…

ମମିତା ମେହେର ହତ୍ୟା ଘଟଣା: ଆଜି ଭୋରରୁ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅଭିଯୁକ୍ତ । ମମିତାଙ୍କୁ…

ରାଗ ରଖି ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ, ପୂର୍ବରୁ କରିଥିଲା ପ୍ଲାନ୍‌: DIG

କଳାହାଣ୍ଡି(କେନ୍ୟୁଜ୍): ଖୋଲିଲା ମମିତା ମେହେର ମର୍ଡର ମିଷ୍ଟ୍ରି । ମହାଲିଙ୍ଗ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଛି ଗୋବିନ୍ଦ ସାହୁ । ଏଥିପାଇଁ ପୂର୍ବରୁ ପ୍ଲାନ୍‌ କରିଥିଲା ଅଭିଯୁକ୍ତ । ୮ ତାରିଖ ଦିନ କାରରେ ମମିତାଙ୍କୁ ହତ୍ୟା…

ମମିତା ନିଖୋଜ ମିଷ୍ଟ୍ରି: ସତ ଓଗାଳିଲା ମୁଖ୍ୟ ଅଭିଯୁକ୍ତ, ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା, ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାର ଖୁବଶୀଘ୍ର ହେବ ପର୍ଦ୍ଦାଫାସ । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସତ ମାନିଛି ମୁଖ୍ୟ…