Browsing Tag

mamita meher murder case

କେଉଁ ପରିସ୍ଥିତିରେ ଜେଲ ଭିତରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ଡମି ନେଇ ସିନ୍‌ ରିକ୍ରିଏସନ୍‌ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗିର():କେମିତି ଓ କେଉଁ ପରିସ୍ଥିତିରେ ଜେଲ ଭିତରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ । କ୍ରାଇମବ୍ରାଞ୍ଚ ଆଇଜି ଅମିଚେନ୍ଦ୍ର ନାଥ ସିହ୍ନା ଓ ୪ ଜଣିଆ ଟିମ୍‌ ଖୋଳତାଡ କରିଛନ୍ତି । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ ।…

ମମିତା ମେହେର ହତ୍ୟା ମାମଲା: ଜେଲ୍‌ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର(କେନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ସେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।…

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ବଲାଙ୍ଗିର ପୋଲିସ୍

ବଲାଙ୍ଗିର(କେନ୍ଯୁଜ୍): ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍‌ । ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ବଲାଙ୍ଗିର ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଡ୍ରାଇଭର ରାଧେଶ୍ୟାମ…

ମମିତା ମେହେର ହତ୍ୟା ମାମଲା, ଆଜି ହାଇକୋର୍ଟରେ ଶୁଣାଣି

କଟକ(କେନ୍ଯୁଜ୍):ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଫାଷ୍ଟ ଟ୍ରାକ କୋର୍ଟରେ ମାମଲାର ଶୁଣାଣି ପାଇଁ ହୋଇଥିବା ଆବେଦନର ଆଜି ହାଇକୋର୍ଟରେ ଶୁଣାଣି । ଅପଟୁଡେଟ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତ ୧୮ ତାରିଖରେ ଏହି ମାମଲାର…

ବନ୍ଦ ହେଉ ଚରିତ୍ର ସଂହାର, ତୁରନ୍ତ ଶେଷ ହେଉ ତଦନ୍ତ: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ମମିତାଙ୍କ ପରିବାର

କଟକ(କେନ୍ଯୁଜ୍): ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ମମିତାଙ୍କ ପରିବାର । ତଦନ୍ତ ତୁରନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର । ମମିତାଙ୍କ ହତ୍ୟା ପରେ ତାଙ୍କ ପରିବାର ଅତ୍ୟନ୍ତ ସମ୍ବେଦନଶୀଳ ପରିସ୍ଥିତି ଦେଇ ଗତି କରୁଛନ୍ତି…

ଆଜି ହାଇକୋର୍ଟରେ ମମିତା ମେହେର ମାମଲାର ଶୁଣାଣି

କଟକ(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ମମିତାଙ୍କ ପରିବାର । ଆଜି ଜଷ୍ଟିସ ବିଶ୍‌ଜିତ ମହାନ୍ତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ…

ମମିତା ମେହେର ହତ୍ୟା ଘଟଣା: ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୃତ ମମିତାଙ୍କ ପରିବାର

କଟକ(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୃତ ମମିତାଙ୍କ ପରିବାର । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର । ମାମଲାର ତଦନ୍ତ ଫାଷ୍ଟଟ୍ରାକ୍‌…

ମହାଲିଙ୍ଗ ସନସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟା ମାମଲା: ଜବତ ହେଲା ସ୍କୁଟି ଓ ଜେସିବି

କଣ୍ଟାବାଞ୍ଝି(କେନ୍ଯୁଜ୍): ମହାଲିଙ୍ଗ ସନସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟା ମାମଲାରେ ଜବତ ହେଲା ସ୍କୁଟି ଓ ଜେସିବି। ଏହି ୨ଟି ଗାଡିକୁ ଜବତ କରି ସିନ୍ଧିକେଲା ଥାନାକୁ ଅଣାଯାଇଛି। ମମିତାଙ୍କୁ ହତ୍ୟା କରିବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତଦେହ ପୋତିବାକୁ ଏହି ଜେସିବି…

ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା: ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ…

ଭୁବନେଶ୍ୱର(କେନ୍ଯୁଜ୍): ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଦାବି  କୁ ନେଇ ଚାରିଆଡେ ଚାଲିଛି ପ୍ରତିବାଦ। ଯାହାଫଳରେ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ…