ନୀଳଗିରି କଲେଜରେ ସିପିଆଇ ମାଓବାଦୀ ନାଁରେ ପୋଷ୍ଟର, ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ ଚେତାବନୀ
ନୀଳଗିରି(କେନ୍ୟୁଜ୍): ନୀଳଗିରି କଲେଜରେ ସିପିଆଇ ମାଓବାଦୀ ନାଁରେ ପୋଷ୍ଟର । ଏହି ପୋଷ୍ଟରରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ ଚେତାବନୀ ଦିଆଯାଇଛି । କଲେଜରେ ଶିକ୍ଷାର ବାତାବରଣ ଫେରାଇ ଆଣିବା ଓ ଶିକ୍ଷକମାନେ ରାଜନୀତି ଛାଡିବା ପାଇଁ ପୋଷ୍ଟରରେ ଲେଖାଯାଇଛି । ଏହି ପୋଷ୍ଟର…