Browsing Tag

Matric Evaluation

ଆଜିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ, ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ମୂଲ୍ୟାୟନ କାର୍ଯ୍ୟରେ ସାମିଲ ହେଉଛନ୍ତି । ଏଥିପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ଯୋଗ…

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ମୂଲ୍ୟାୟନ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ। ରାଜ୍ୟର ୫୮ ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷାର୍ଥୀଙ୍କ ଖାତାର ମୂଲ୍ୟାୟନ କରିବେ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଏହି…

ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ ଖାତାଦେଖା ବନ୍ଦ

ଭୁବନେଶ୍ବର : ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ମାଟ୍ରିକ ଖାତା ଦେଖା ବନ୍ଦ ରହିଛି । ତେବେ  ସଟ୍‌ଡାଉନ୍‌ ବେଳେ ଜୁନ୍‌ ମାସର ସବୁ ଶନିବାର ରବିବାର ଦୁଇ ଦିନ ଧରି ଖାତାଦେଖା ବନ୍ଦ ରହିବା ନେଇ ସୂଚନା ମିଳିଛି । ଏହି ଦୁଇ ଦିନ ପରେ ସୋମବାରରୁ ପୁଣି ମୂଲ୍ୟାୟନ ଆରମ୍ଭ ହେବ । ସଟଡାଉନ ସମୟରେ…

କାଲିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ୬୦ଟି ସେଣ୍ଟରରେ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କେନ୍ୟୁଜ: କାଲିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ହେବ । ୬୦ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତିନୋଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଖାତାଦେଖା ହେବ । ସକାଳ ୧୦ରୁ ଦିନ ତିନିଟା ପର୍ଯ୍ୟନ୍ତ ମୂଲ୍ୟାୟନ ହେବ । ସାମାଜିକ ଦୂରତା ସହ ସାନିଟାଇଜର…

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା, ବାତ୍ୟା ପାଇଁ ସ୍ଥଗିତ ହେଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ମାଟ୍ରିକ୍‌ ଖାତା ଦେଖାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଆଗକୁ ବାତ୍ୟା ଆସିବାର ଆଶଙ୍କା ଥିବାରୁ ମାଟ୍ରିକ ଖାତାଦେଖାକୁ ସ୍ଥଗିତ ରଖାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।…

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା, ମୂଲ୍ୟାୟନ ପାଇଁ ନିୟୋଜିତ କରାଯିବ ଅଧିକ ୬ ହଜାର ଶିକ୍ଷକ

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ମୂଲ୍ୟାୟନ ପାଇଁ ଅଧିକ ୬ ହଜାର ଶିକ୍ଷକଙ୍କୁ ନିୟୋଜିତ କରାଯିବ । ଅନ୍ୟ ଜିଲ୍ଲାରେ ଥିବା ଶିକ୍ଷକ ଖାତା ଦେଖିପାରିବେ । ଏଥିପାଇଁ ଅନଲାଇନ୍‌ରେ ଦିଆଯାଇଥିବା ରେଜିଷ୍ଟ୍ରେସନ ଫର୍ମ ପୂରଣ କରି DEOଙ୍କ ନିକଟରେ ଦାଖଲ…

ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା, ଆଜିଠୁ ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ…

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ। ଆଜିଠୁ ନବମ ଓ ଦଶମ ଶ୍ରେଣୀର ବହି ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯିବା ଆରମ୍ଭ ହୋଇଛି। ଲକ୍‌ ଡାଉନ ଉଠିବା ପରେ ପରେ ବହି ବିକ୍ରି ଆରମ୍ଭ ହେବ। କଟକ,…

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ଖାତା ମୂଲ୍ୟାୟନ, ୧୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ଖାତା ମୂଲ୍ୟାୟନ । ୧୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାରେ ନିୟୋଜିତ ହୋଇଛନ୍ତି। କରୋନା ଭୟ ଥିବାରୁ ଖାତା ଦେଖିବା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।…

ଆଜି ରିପୋର୍ଟ କାଲିଠୁ ମାଟ୍ରିକ ଖାତାଦେଖା, COVID-୧୯ ପାଇଁ କେନ୍ଦ୍ରରେ ବ୍ୟାପକ ସତର୍କତା

ଭୁବନେଶ୍ବର: ଆଜି ରିପୋର୍ଟ, କାଲି ଖାତାଦେଖା। ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା। ଆଜି ମୂଲ୍ୟାଙ୍କନ କେନ୍ଦ୍ରରେ ରିପୋର୍ଟ କରିବେ ଶିକ୍ଷକ। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୧୬ ହଜାରରୁ ଅଧିକ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା, କରୋନା ଭୟ ଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ୱତନ୍ତ୍ର…

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା । ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୧୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ । କରୋନା ଭୟ ଥିବାରୁ…