Browsing Tag

mid day meal

କଟକ: ଷଣ୍ଢପୁର ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବାହାରିଲା ବୁଢୀଆଣି ପୋକ, ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ

କଟକ(କେନ୍ୟୁଜ୍):ମଧ୍ୟାହ୍ନ ଭୋଜନରେ ବୁଢୀଆଣି ପୋକ। ଫଳରେ ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ। କଟକ ୩ ନମ୍ବର ଷଣ୍ଢପୁର ୟୁପି ସ୍କୁଲରେ ଏହି ଅଘଟଣ ଘଟିଛି। ପାଖାପାଖି ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସା ପାଇଁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି।…

ସ୍କୁଲ ଅଫିସ ଭିତରେ ମଧ୍ୟାହ୍ନ ଭୋଜନରେ ଭାତ ସହ ସୁସ୍ୱାଦୁ ଖାଦ୍ୟ, ବିବାଦରେ ବଲାଙ୍ଗୀର ଠେଲକୋମୁଣ୍ଡା ପ୍ରାଥମିକ ସ୍କୁଲର…

ବଲାଙ୍ଗୀର: ସେଲଫିକୁ ନେଇ ବିବାଦ । ବିବାଦରେ ଫସିଛନ୍ତି ବଲାଙ୍ଗୀର ଠେଲକୋମୁଣ୍ଡା ପ୍ରାଥମିକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ । ମଧ୍ୟାହ୍ନ ଭୋଜନରେ ଭାତ ସହ ସୁସ୍ୱାଦୁ ଖାଦ୍ୟ ସ୍କୁଲ ଅଫିସ ଭିତରେ ଖାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍କୁଲକୁ ସିଆରସିସି ପରିଦର୍ଶନରେ ଆସିଥିବା…

ଏଣିକି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଡ ଡେ ମିଲ ଦାୟିତ୍ୱରୁ ମିଳିବ ଅବ୍ୟାହତି, ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ନେବେ…

କେନ୍ୟୁଜ୍(ବ୍ୟୁରୋ): ଏଣିକି ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିବେ ସ୍ୱୟଂ ସହାୟକ ଗୋଷ୍ଠୀ । ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଡ ଡେ ମିଲ ଦାୟିତ୍ୱରୁ ଅବ୍ୟାହତି ଦିଆଯିବ । ହେଲେ ଯେଉଁ ସବୁ ସ୍କୁଲରେ ଏସଏଚଜି କିମ୍ବା ସେଣ୍ଟ୍ରାଲ…

ଯାଜପୁର: ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ,  ଖାଦ୍ୟରେ ଝିଟିପିଟି  ପଡିଥିବା ନେଇ ଆସିଲା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ । ଫଳରେ ଏହାକୁ ଖାଇ ୪୦ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟରେ । ଆଜି ଶନିବାର ଥିବାରୁ ସ୍କୁଲର…

ହାତରେ ବେଲା ଧରି ସ୍କୁଲ୍ ବାହାରେ ଠିଆହୋଇଥିବା କୁନି ଝିଅ ଦିବ୍ୟାର ଫଟୋ ଭାଇରାଲ୍, ଏବେ ବଦଳିଗଲା ଭାଗ୍ୟ

ହାଇଦ୍ରାବାଦ: ସହରର ଏକ ସରକାରୀ ସ୍କୁଲ୍ ରେ ପିଲାମାନଙ୍କୁ ପ୍ରତିଦିନ ମିଡ୍-ଡେ ମିଲ୍ ଦିଆଯାଇଥାଏ । ଫଳରେ ଖାଇବା ଆଶାରେ ସେଠାକୁ ଗୋଟେ ଛୁଆ ପ୍ରତିଦିନ ଆସିଥାଏ । ଯେଉଁ ଛୁଆଟିର ଏକ ଫଟୋ ନିକଟରେ ଭାଇରାଲ ହୋଇଥିଲା। ଯାହାପରେ ଉକ୍ତ ଛୁଆଟିକୁ ସ୍କୁଲରେ ଆଡମିସନ୍ ମିଳିଛି । ତେବେ ଛୁଆଟିର…

ବୌଦ୍ଧ: ଲୁକାପଡ଼ା ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଗୁରୁତର

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୁକାପଡ଼ା ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଗୁରୁତର । ସେମାନଙ୍କୁ ମନମୁଣ୍ଡା ଓ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ୟାହ୍ନ ଭୋଜନରେ ସୋୟାବିନ ତରକାରୀ ଖାଇବା ପରେ ହଠାତ ଛାତ୍ରଛାତ୍ରୀ…

ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍: ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ରାଜ୍ୟ ସରକାର 5T କାର୍ଯ୍ୟକ୍ରମ ହାତକୁ ନେବା ପରେ ଏହା ଅଧିକ ଫଳପ୍ରଦ ହୋଇଛି। ଏହାଦ୍ୱାରା ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ବ୍ୟବସ୍ଥା ଯାହା ରହିଛି ତାହା ଅଧିକ ତ୍ୱରାନ୍ଵିତ…

ସୁନ୍ଦରଗଡ଼: ମଧ୍ୟାହ୍ନ ଭୋଜନ ବେଳେ ପିଲାଙ୍କ ଆଗରେ ବିଇଓ ଖାଇଲେ ଚିକେନ୍‌ ତରକାରୀ ଓ ସାଲଡ, କିନ୍ତୁ ଛାତ୍ରଛତ୍ରୀ କେବଳ…

ସୁନ୍ଦରଗଡ଼(କେନ୍ୟୁଜ୍): ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ଛାତ୍ରଛାତ୍ରୀ ଖାଇଲେ ଭାତ-ଡାଲମା। କିନ୍ତୁ ବିଓଇ ଖାଇଲେ ସୁଆଦିଆ ଖାଦ୍ୟ। ବିଇଓଙ୍କୁ ଭାତ ସହ ପରଷାଗଲା ଡାଲି, ଚିକେନ୍‌, ତରକାରୀ ଓ ସାଲଡ। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଇଓ ଏଭଳି…

ଗଜପତି: ମୋହନା ବ୍ଳକ୍ ପାଣିଗଣ୍ଡା ସରକାରୀ ବିଦ୍ୟାଳୟରେ ଘୋଟାଲା, ଚୋରା ଚାଲାଣ ବେଳେ ଜବତ ହେଲା ମଧ୍ୟାହ୍ନ ଭୋଜନ ଚାଉଳ

ମୋହନା (କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଳକ ପାଣିଗଣ୍ଡା ସ୍ଥିିତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ଅଭିଯୋଗ । ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ବ୍ୟକ୍ତିଙ୍କ ଘରୁ ମଧ୍ୟାହ୍ନ ଭୋଜନ ଚାଉଳ ଜବତ କରିଛନ୍ତିି ଗାଁଲୋକ । ବିକ୍ରି ଉଦ୍ଦେଶ୍ୟରେ ସରକାରୀ ଚାଉଳ ରଖିଥିବା…

ମଧ୍ୟାହ୍ନ ଭୋଜନରେ ସାପ, ଭୋକିଲା ରହିଲେ ପିଲା

ମହାରାଷ୍ଟ୍ର : ମଧ୍ୟାହ୍ନ ଭୋଜନରେ ସାପ । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଖେଚୁଡିରେ ବାହାରିଲା ସାପ । ଘଟଣାଟି ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ସୂଚନା ଅନୁସାରେ ଆଜି ଗରଗମାନ ଜିଲ୍ଲା ପରିଷଦର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ତେବେ ଖାଦ୍ୟ ବଢା ପର୍ବୂରୁ…

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ : ସଭାପତି ହେଲେ ଗିରଫ

କଟକ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଭଟିମୁଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା। ବିଦ୍ୟାଳୟ କମିଟି ସଭାପତିଙ୍କ ଗିରଫ ଦାବିରେ ଆମରଣ ଅନଶନ। ବିଦ୍ୟାଳୟର କମିଟି ସଭାପତି ଚାଉଳ ଚୋରି କରି ନେଉଥିବା ଗ୍ରାମବାସୀ ବିଇଓ, ଡିଇଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ…