Browsing Tag

minor rape case

ହକି ଖେଳାଳି ବରୁଣ କୁମାରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଖେଳାଳି ଫେରାର

ହକି ଖେଳାଳି ବରୁଣ କୁମାରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ବେଙ୍ଗାଲୁରୁର ଜଣେ ଯୁବତୀ । ଯୁବତୀ ଜଣକ ପୋଲିସରେ ଅଭିଯୋଗ କରିଛନ୍ତି କି, ବରୁଣ ତାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଛନ୍ତି । ଯୁବତୀଙ୍କ ସହିତ ୫ ବର୍ଷ କାଳ ବାରମ୍ବାର ଦୁଷ୍କର୍ମ କରିଛନ୍ତି ବରୁଣ ।…

ୟୁପି: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷ ଜେଲ୍‌, ୧୦ ଲକ୍ଷ ଜରିମାନା

ଉତ୍ତର ପ୍ରଦେଶର ସୋନଭଦ୍ରରୁ ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସୋନଭଦ୍ରା ଜିଲ୍ଲାର ସ୍ୱତନ୍ତ୍ର ବିଚାରପତି ଏହସାନୁଲ୍ଲାହ ଖାନଙ୍କ କୋର୍ଟ (ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ) ଡିସେମ୍ବର ୧୨ରେ ଶୁଣାଣି ସମୟରେ ଗୋଣ୍ଡଙ୍କୁ ଦୋଷୀ…

ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ନାବାଳିକାର ସୁରକ୍ଷା ଏବଂ କ୍ଷତିପୂରଣ ପ୍ରଦାନ…

ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ନାବାଳିକାର ସୁରକ୍ଷା ଏବଂ କ୍ଷତିପୂରଣ ପ୍ରଦାନ ସହ ପରିଚୟ ଯେମିତି ବାହାରକୁ ନ ଆସେ ସେ ଦିଗରେ ଧ୍ୟାନ ଦେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରି ଦିଲ୍ଲୀ…

ମୃତ ସାଙ୍ଗର ନାବାଳିକା ଝିଅକୁ ଘରେ ଆଶ୍ରୟ ଦେଇ କରୁଥିଲେ ଦୁଷ୍କର୍ମ, ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କୁ ସସ୍‌ପେଣ୍ଡ୍‌…

ଦିଲ୍ଲୀ ପୋଲିସ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଧିକାରୀ ଜଣକ ନିଜ ମୃତ ସାଙ୍ଗର ନାବାଳିକା ଝିଅକୁ ଘରେ ଆଶ୍ରୟ ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ ଅଭିଯୋଗ ରହିଛି। ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କଲେ ଅତିରିକ୍ତ ଜିଲ୍ଲା…

କନ୍ଧମାଳ (କେନ୍ୟୁଜ): ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀ ବାବୁଲି କୁଦେଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତକୁ ଦୋଷୀ ଶୁଣାଇବା ସହ…

ପାରାଦୀପରେ ଛାତିଥରା ଘଟଣା: ନାବାଳିକାକୁ ଅପହରଣ ପରେ ୪ଦିନ ଧରି ଦୁଷ୍କର୍ମ! ଡ୍ରାଇଭର ଗିରଫ

ପାରାଦୀପ(କେନ୍ୟୁଜ୍): ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ପାରାଦୀପରେ ଘଟିଛି ଏଭଳି ଛାତିଥରା ଘଟଣା। ଜଣେ ଡ୍ରାଇଭର ନାବାଳିକାକୁ ନିଜ ଗାଡ଼ିରେ ଅପହରଣ କରି ଏକ ଘର ଭିତରେ ୪ଦିନ ଧରି ଦୁଷ୍କର୍ମ କରିଥିବା ପାରାଦୀପ ଲକ ଥାନାରେ ଅଭିଯୋଗ ହୋଇଛି । ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ପୂଜାକୁ…

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀ ସାବ୍ୟସ୍ତ ପିଉସାଙ୍କୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଲେ…

କଟକ(କେ ନ୍ୟୁଜ): ଜନୈକା ନାବାଳିକାଙ୍କ ଧର୍ଷଣ ଅଭିଯୋଗରେ ଧର୍ଷଣକାରୀ ପିଉସାକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ। କଟକ ତିଗିରିଆ ଅଞ୍ଚଳରେ ନିଜ ଝିଆରୀ ସହ ଦୁଷ୍କର୍ମ କରିଥିଲା ଜଣେ ପିଉସା । ଏଭଳି କୁତ୍ସିତ କାର୍ଯ୍ୟ ପାଇଁ କଟକ ପୋକସୋ…

ଫୁଲବାଣୀ : ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ

ଫୁଲବାଣୀ (କେନ୍ୟୁଜ୍‌) : ନାବାଳିକା ଦୁଷ୍କର୍ମକାରୀକୁ ଦଶ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ । ମାମଲାର ଶୁଣାଣି କରି ଅଭିଯୁକ୍ତ ସିପୁ ଦିଗାଲକୁ ଏହି ଦଣ୍ଡ ଶୁଣାଇଛନ୍ତି ସ୍ଵତନ୍ତ୍ର ପୋକସୋ କୋର୍ଟର ବିଚାରପତି…

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ, ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ। ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ ଦୋଷୀ ସାବ୍ୟସ୍ତ ଫୁକନ ଓରଫ ଖୋକନ ମାଇତି। ଆଜୀବନ ସଜ୍ଜା ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ। ଏହା ସହ ପିଡ଼ିତାକୁ ୭ ଲକ୍ଷ…

କି ଯୁଗ ହେଲା: ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲା ୧୬ ବର୍ଷର ନାବାଳକ

କରଞ୍ଜିଆ(କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଲଜ୍ଜା। ଗତକାଲି କରଞ୍ଜିଆ ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୧୬ ବର୍ଷୀୟ ନାବାଳକ, ଏକ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏକ ଟଙ୍କା ଲୋଭ ଦେଖାଇ ଅନ୍ୟ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ…

ଭୂତ ଛଡ଼ାଇବା ନାଁରେ ଫଳ ବେପାରୀ ଝିଅକୁ କରୁଥିଲା ଦୁଷ୍କର୍ମ…ପରିବାର ଲୋକଙ୍କୁ ଘରେ ବନ୍ଦ କରି ୬ ମାସ ଧରି ଚଳାଇଥିଲା…

ଶରୀରରୁ ଭୂତ ଛଡ଼ାଇବା ନାଁରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସହ ୬ ମାସ ଧରି ଦୁଷ୍କର୍ମ ହୋଇଛି। ଘଟଣା ଘଟିଛି ମଧ୍ୟପ୍ରଦେଶ ଭୋପାଳର ହବିବଗଞ୍ଜ ଅଞ୍ଚଳରେ। ପୋଲିସ ସୂଚନା ମୁତାବକ, ଏଠାରେ ୩୦ ବର୍ଷୀୟ ଜଣେ ଫଳ ବେପାରୀ ନାବାଳିକାଙ୍କ ଶରୀରରୁ ଭୂତ ଛଡ଼ାଇବା ନାଁରେ ଏଭଳି କାଣ୍ଡ କାରନାମା କରି…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟ

ବ୍ରହ୍ମପୁର(କେନ୍ଯୁଜ୍): ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟ। ୨୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୨୦୧୯ରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ଦିଗପହଣ୍ଡି ଥାନା…