Browsing Tag

minor rape case

ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ

ପୁରୀ(କେନ୍ଯୁଜ୍): ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଗତକାଲି ଟାଉନ ଥାନା ଅଧିନ ସିଦ୍ଧବକୁଳ ଲେନ୍‌ରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।…

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ, ୧ ଲକ୍ଷ ଟଙ୍କାର ଜରିମାନା

ଯାଜପୁର ଟାଉନ(କେ ନ୍ୟୁଜ):  ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ପୋକସୋ ଅଦାଲତ ରାୟ ଦେଇଛନ୍ତି । ଯାଜପୁର ଜିଲ୍ଲା ବ୍ୟାସନଗର ଅଂଚଳରେ ଗତ ୨୦୧୬ ମସିହା ଫେବୃଆରୀ ମାସ ୨୨ ତାରିଖ ଦିନ ଜଣେ ନାବାଳିକା…

ଏମିତି ବି ଘଟୁଛି: ନାବାଳିକାକୁ ଦେଖି ନିଜକୁ ନିୟନ୍ତ୍ରଣ କରି ପାରିଲେନି ୭୪ ବର୍ଷୀୟ ବୃଦ୍ଧ, ଦୋକାନରେ ହିଁ କରି ଦେଲେ…

କେରଳରେ ମାନବିକତାର ସବୁ ସୀମା ପାର୍‌ କରିଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣା ଏମିତି ଯେ ଶେଷରେ ଜଣେ ବାପା ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି। ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ହୃଦୟବିଦାରକ ମଧ୍ୟ। କେରଳର କୋଟ୍ଟାୟମ୍‌ ଜିଲାରେ ଜଣେ ବୃଦ୍ଧ ନିଜ ନାତୁଣୀ ସମାନ…

ଯାଜପୁର ସୁକିନ୍ଦାରେ ଲଜ୍ଜା: ଦୁଇ ବର୍ଷ ୧୦ମାସର ଶିଶୁ କନ୍ୟାକୁ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ

ଯାଜପୁର ରୋଡ ( କେ ନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦାରେ ଲଜ୍ଜା । ସୁକିନ୍ଦା ଥାନା ଅଂଚଳ ରେ ଜଣେ ଦୁଇ ବର୍ଷ ୧୦ମାସ ର ଶିଶୁ କନ୍ୟାକୁ  ଦୁଷ୍କର୍ମ କରାଯାଇଥିବା ନେଇ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକ । ଖବର ମୁତାବକ ସୁକିନ୍ଦା ଥାନା ସଂସାଇଲ ପଂଚାୟତରେ…

ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ, ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପକସୋ ଅଦାଲତ

କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପକସୋ ଅଦାଲତ। ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଅଧିକ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି।…

ଯଦୁପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲା: ଅଭିଯୁକ୍ତର ବୟସକୁ ନେଇ ନୟାଗଡ଼ ପକ୍‌ସୋ କୋର୍ଟରେ ଶୁଣାଣି, ରାୟ ସଂରକ୍ଷିତ

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ଅଭିଯୁକ୍ତର ବୟସକୁ ନେଇ କୋର୍ଟରେ ଶୁଣାଣି ହୋଇଛି । ଜନ୍ମ ପ୍ରମାଣପତ୍ର ଓ ସ୍କୁଲ ସାର୍ଟିଫିକେଟକୁ ନେଇ ପକ୍‌ସୋ କୋର୍ଟରେ ଶୁଣାଣି କରାଯାଇଛି । କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ସେପଟେ ନୟାଗଡ଼ ପକ୍‌ସୋ…

କରଞ୍ଜିଆ ତିନିଟିଆ ଅଞ୍ଚଳରେ ଅଭାବନୀୟ ଘଟଣା: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତିନିଟିଆ ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା। ଗତକାଲି ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଘରର ଏକ ୨୫ ବର୍ଷିଆ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଜି କରଞ୍ଜିଆ ଉପଖଣ୍ଡ…

ସମ୍ବଲପୁର: ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ଦୁଷ୍କର୍ମ, କିସିଣ୍ଡା ଥାନାରେ ଦାୟର ହେଲା ଏତଲା

ସମ୍ବଲପୁର: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଦାୟର ହୋଇଛି । ସମ୍ବଲପୁରର କିସିଣ୍ଡା ଥାନା ଉପରମୁଣ୍ଡା ଗାଁରୁ ଆସିଛି ଏହି ଅଭିଯୋଗ। ଏନେଇ ପ୍ରତାରଣା ଦେଇଥିବା ଯୁବକଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଛି। ରେଢାଖୋଲ ଥାନା ସାମପୁର ଗାଁର ବସନ୍ତ ସାହୁ ନାମକ…

ବାରିପଦା: ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାରିପଦା(କେ ନ୍ୟୁଜ): ବାରିପଦା ଟାଉନ ଥାନାରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ ବାରିପଦା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ଶିବ ସିଂକୁ ଗିରଫ କରିଛି ।

ଇନଫୋସିଟି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଇନଫୋସିଟି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ମାମଲାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ । ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । କମିଶନରେଟ ପୋଲିସ ଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି । ମାମଲା ସମ୍ପର୍କୀତ ସମସ୍ତ କାଗଜପତ୍ର କମିଶନରେଟ ପୋଲିସ ଠାରୁ ନେଲା…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା: ବୈଦ୍ୟୁତିକ ଗଣମାଧ୍ୟମର ଏମଡି ଜାଗୀ ମଙ୍ଗତ ପଣ୍ଡାଙ୍କୁ ସମନ ପାଇଁ ନିର୍ଦ୍ଦେଶ…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରତିକ୍ରିୟା । ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମର ଏମଡି ଜାଗୀ ମଙ୍ଗତ ପଣ୍ଡାଙ୍କୁ ସମନ ପାଇଁ ନିର୍ଦ୍ଦେଶ ହୋଇଛି । ଏମଡିଙ୍କୁ ଅଭିଯୁକ୍ତ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ…

ପୁଣି ଖାକିରେ ଲାଗିଲା କଳଙ୍କ, ନାବାଳିକା ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଖାକିରେ ଲାଗିଲା କଳଙ୍କ । ନାବାଳିକା ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା । ସହିଦନଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ବିଜୟ ସେଠୀକୁ ଗିରଫ କଲା ପୋଲିସ । ବିଜୟ କ୍ୟାପିଟାଲ ଥାନରେ ହାବିଲଦାର ଭାବେ କାଯ୍ୟର୍ରତ । ପିଡିତାଙ୍କ ବାପାଙ୍କ ଅଭିଯୋଗ…