ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ୍, ଚୋରି ଡକାୟତିକୁ ନେଇ ଭୟଭୀତ ବଡ଼ଗଡ଼ ବାସିନ୍ଦା
ଆଜି ହେଉଛି ଜାଗର । ଜାଗର ପାଇଁ ଚଳଚଞ୍ଚଳ ପ୍ରତ୍ୟେକ ଶୈବ ପୀଠ । କିନ୍ତୁ ଏହି ଶିବ ରାତ୍ରି ପୂର୍ବରୁ ହିଁ ଘଟିଛି ବଡ଼ ଅଘଟଣ । ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟି ନେଇଛନ୍ତି ସୁନା ଚେନ୍ ଓ ଫୋନ୍। ଶିବ ରାତ୍ରି ପୂର୍ବରୁ ଚୋରି କରିବା ପାଇଁ ପ୍ଲାନ୍ କଲେ । ଆଉ ବିଳମ୍ବିତ ରାତିରେ ଘଟଣା ଘଟାଇଲେ…