Below header
Browsing Tag

monkey

ଏଠାରେ ମାଙ୍କଡ଼ ଆତଙ୍କ ଦେଖି ସରକାର ନେଲେ କଠୋର କାର୍ଯ୍ୟାନୁଷ୍ଠାନ, କାଟିଦେଲେ ୨୦୦ ମାଙ୍କଡଙ୍କ ପ୍ରାଇଭେଟ ପାର୍ଟ

ଥାଇଲାଣ୍ଡରେ ମାଙ୍କଡ଼ର ଆତଙ୍କ । ଏହି ମାଙ୍କଡ଼ମାନଙ୍କର ଆତଙ୍କ ଲୋକମାନଙ୍କୁ ଏତେ ବ୍ୟସ୍ତ କରିଛି ଯେ ବର୍ତ୍ତମାନ ସରକାରଙ୍କୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଛି । ସରକାରଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ବିଭାଗ ଶହ ଶହ ମାଙ୍କଡ଼ଙ୍କର ପ୍ରାଇଭେଟ ପାର୍ଟ କାଟି ଏହାକୁ…

ମଦ ପିଇ ମହିଳାଙ୍କୁ କମେଣ୍ଟ ମାରୁଥିଲା ମାଙ୍କଡ଼, ସିଧା ଜେଲକୁ ପଠାଇଦେଲେ ଚିଡ଼ିଆଖାନା କର୍ମଚାରୀ

କୌଣସି ସଙ୍ଗୀନ୍‌ ଅପରାଧ କରିଥିଲେ ଆଇନ୍‌ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ ମିଳିଥାଏ। ସାଧାରଣତଃ ମଣିଷଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ମାଙ୍କଡ଼କୁ ଜେଲ ହେବା ବୋଧେ କେହି କେବେ ଶୁଣିନଥିବେ। କିନ୍ତୁ ଘଟଣାଟି ସତ। କାନପୁରରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି।…

ପ୍ରଥମେ ବାଇକ ନେଇ ଗଳିରେ ପଶିଲା ମାଙ୍କଡ଼, ଆଉ ତାପରେ ଛୋଟ ଝିଅଟିକୁ ଘୋଷାଡ଼ି ଘୋଷାଡ଼ି ନେଇ.. ଦେଖନ୍ତୁ ଆଶ୍ଚର୍ଯ୍ୟକର…

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ମାଙ୍କଡ଼ ବାଇକ୍ ଚଳାଇ ଗଳି ଭିତରେ ପଶିବା ସହିତ ଏକ ଛୋଟ ଝିଅକୁ ଘୋଷାଡ଼ି ଘୋଷାଡ଼ି ନେବାକୁ ଚେଷ୍ଟା କରୁଛି। ତେବେ ଲୋକମାନେ ଏହି ଘଟଣାକୁ 'ଅପହରଣ ଉଦ୍ୟମ' ବୋଲି କହିଛନ୍ତି । ପ୍ରଥମେ ଝିଅଟି ଘର ବାହାରେ ବସିଥିଲା…

କରୋନା ଯୋଗୁ ଖାଇବାକୁ ପାଉନାହାନ୍ତି ମାଙ୍କଡ଼, ଗୋଟିଏ କଦଳୀ ପାଇଁ ହେଉଛନ୍ତି ମରାମରି; ଦେଖନ୍ତୁ ଭିଡିଓ

ମଣିଷଠାରୁ ଆରମ୍ଭ କରି ପଶୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବଞ୍ଚିବା ପାଇଁ ଖାଦ୍ୟ ଦରକାର। ପେଟରେ ଭୋକ ଥିବା ବେଳେ ସେ ମଣିଷ ହୁଅନ୍ତୁ କି ଜୀବଜନ୍ତୁ କିଛି ଦେଖନ୍ତି ନାହିଁ, ଯାହା ମିଳେ ତାହାକୁ ଆହାର ଭାବେ ସେବନ କରିଥାନ୍ତି। ଏବେ ଖାଦ୍ୟର ଶେଷ ଟୁକୁଡ଼ା ପାଇଁ ବିକଳ ହେଉଥିବା ମାଙ୍କଡ଼ଙ୍କ ଏକ…

ସିଂହ ଛୁଆକୁ ଧରି ଗଛକୁ ଚଢ଼ିଗଲା ମାଙ୍କଡ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ଫିଲ୍ମ ଦ ଲାୟନ କିଙ୍ଗ୍‌ ରେ ବେବି ସିମ୍ବାର ସେହି ସିନ୍‌ ଆପଣଙ୍କୁ ମନେ ଅଛି। ଯେତେବେଳେ ରଫିକି ନାମକ ମାଙ୍କଡ ସିମ୍ବାକୁ ନିଜ ମା କୋଳରୁ ଆଣି ଜଙ୍ଗଲରେ ସବୁ ପଶୁଙ୍କୁ ନିଜ ଶାବକର ପରିଚୟ ଦେଇଥିଲା ଠିକ୍‌ ସେମିତି ହିଁ ଏକ ଦ୍ରୁଷ୍ୟ ସାଉଥ ଆଫ୍ରିକିରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ…

ପରେଡ ଗ୍ରାଉଣ୍ଡରେ ପଶି ଆସିଲା ହନୁ ମାଙ୍କଡ, ଲାତ ମାରିଲା ଡ୍ରିଲ୍‌ ଇନ୍‌ଷ୍ଟ୍ରକଟର୍‌ଙ୍କୁ, ପରେ କଣ ଘଟିଲା ଦେଖନ୍ତୁ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଭିଡିଓଟି କେଉଁଠାର କିଛି ଜଣା ପଡିନାହିଁ । କିନ୍ତୁ ଦୃଶ୍ୟ ଦେଖିଲେ ଲାଗୁଛି ଏକ ପୋଲିସ ପରେଡରେ ଜଣେ ଡ୍ରିଲ୍‌ ଇନ୍‌ଷ୍ଟ୍ରକଟର୍‌ ଲାଇନ ବାହାରେ ଡ୍ରିଲ୍‌…

ବ୍ରହ୍ମପୁର: ମୋବାଇଲ ଟାଓ୍ଵାରରେ ଫସିଥିଲା ହନୁ, ଅଦମ୍ୟ ସାହାସ ଦେଖାଇ ଦୁଇଘଣ୍ଟାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବ୍ରହ୍ମପୁର(କେନ୍ୟୁଜ୍): ମୋବାଇଲ ଟାଓ୍ଵାର ଉପରେ ଫସିଥିଲା ହନୁମାଙ୍କଡ। ଦୁଇ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲା। ଗତକାଲିଠାରୁ ବ୍ରହ୍ମପୁର ଲୁଚାପଡ଼ା ଜୟମା ମଙ୍ଗଳା ନଗର ସାହିରେ ୮୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୋବାଇଲ ଟାଓ୍ଵାର ଉପରକୁ ଚଢି ଯାଇଥିଲା ହନୁମାଙ୍କଡ଼। କିନ୍ତୁ ଓହ୍ଲାଇ ପାରି ନଥିଲା।…

ଦୃଦୟ ଭାଙ୍ଗିଥିବା ପ୍ରେମିକ ଭଳି ଦେଖାଯାଉଛି ଏହି ମାଙ୍କଡ଼, ଖୁବ୍‌ ଭାଇରାଲ ହେଉଛି ଫଟୋ ଆଉ ଭିଡିଓ

ଚୀନର ଟିୟାଞ୍ଜିନ୍‌ ଜୁରେ ରହୁଥିବା ଏକ ମାଙ୍କଡ଼କୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। କାରଣ, ୧୯ ବର୍ଷର ଏହି ମାଙ୍କଡ଼ର ମୁହଁ ଉଦାସ ପ୍ରେମିକ ଭଳି ଦେଖାଯାଉଛି। ଏବେ ତା’ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଖୁବ୍‌ ରାଗି ଏହି ମାଙ୍କଡ଼ ଜୁ ଅଧିକାରୀଙ୍କ…

ମାଲକାନଗିରି: ବନ୍ଧରେ ତିଆରି ହୋଇଥିବା ବାଉଁଶ ପୋଲ ଦେଇ ଫେରିଲେ ଫସିରହିଥିବା ଶତାଧିକ ବାନର

ମାଲକାନଗିରି: ଫେରିଲେ ବାନର । କିଛି ଦିନ ହେଲା ଟାପୁରେ ଫସି ରହିଥିବା ମାଙ୍କଡମାନେ ଶେଷରେ ଫେରିଛନ୍ତି । ସେମାନଙ୍କ ପାଇଁ ବନ୍ଧରେ ତିଆରି ହୋଇଥିବା ବାଉଁଶ ପୋଲରେ ଫେରିଥିବା ଦେଖିବାକୁ ମିଳିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ଦୁଧ୍‌ବାରେ ଏକ ବନ୍ଧ ମଧ୍ୟରେ ମାଙ୍କଡ଼ ଫସି…

ବନ୍ଧରେ ଫସି ରହିଥିବା ଶତାଧିକ ମାଙ୍କଡ଼ଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା, ବାଉଁଶରେ ନିର୍ମାଣ କରାଗଲା ପୋଲ

ମାଙ୍କଡ଼ଙ୍କ ପାଇଁ ପୋଲ ନିର୍ମାଣ । ମାଙ୍କଡ଼ଙ୍କୁ ଖାଇବାକୁ ଦିଆଯାଉଛି ଫଳମୂଳ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ଦୁଧ୍‌ବାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ହେଲା ଦୁଧବା ବନ୍ଧ ନିକଟ ପାହାଡ଼ରେ ଫସି ରହିଛନ୍ତି ଶତାଧିକ…

ମାଙ୍କଡ କଲା ଅନଲାଇନରେ ଜିନିଷ ଅର୍ଡର, ମାଲିକ ଦେଖିଲେ ତ ଉଡିଗଲା ହୋସ୍‌

ଯଦି କୌଣସି ପଶୁ ମଣିଷର ଅବିକଳ ନକଲ କରିପାରେ ତାହେଲେ ସେ ହେଉଛି ମାଙ୍କଡ। ମାଙ୍କଡ ଅବିକଳ ମଣିଷର ନକଲ କରିଥାଏ। ମଣିଷ ଯେଉଁ କାମ କରିଥାଏ ମାଙ୍କଡ ତାହାର ଅବିକଳ ନକଲ କରିବାରେ ସକ୍ଷମ ହୋଇଥାଏ। ମାଙ୍କଡ ମଣିଷଙ୍କ ଭଳି କାମ କରୁଥିବା ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। କେଉଁଠି ମାଙ୍କଡ…

ଅଜଗର ମୁହଁରେ ମାଙ୍କଡ଼! ସାଥୀକୁ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି ମାଙ୍କଡ଼ ଦଳ, ଦେଖନ୍ତୁ ଭାଇରାଲ ଭିଡିଓ

ଥାଇଲାଣ୍ଡର ଥାଇ ନ୍ୟାଶନାଲ ପାର୍କରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଠାରେ ଏକ ବିରାଟ ଅଜଗର ଏକ ମାଙ୍କଡ଼କୁ ନିଜ ଅକ୍ତିଆରକୁ ନେଇଯାଇଛି। ଏହାପରେ ସେଠାରେ ଉପସ୍ଥିତ ୧୦ରୁ ଅଧିକ ମାଙ୍କଡ଼ ନିଜ ସାଥୀ ମାଙ୍କଡ଼କୁ ବଞ୍ଚେଇବା ପାଇଁ…