Browsing Tag

monsoon forecast

ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ସ୍ଥିତି, ଜୁନ୍‌ ୧ରୁ ଆଜି ସୁଦ୍ଧା ୩୩୦.୩ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ବର୍ଷା । ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ଦିନ ଲଗାଣ ବର୍ଷା ହୋଇଛି । ଏଥିରେ ୧୨ ପ୍ରତିଶତ ନିଅଣ୍ଟିଆ ଭରଣା ହେବା ସହ ରାଜ୍ୟରେ ସ୍ୱାଭାବିକ ହୋଇଛି ମୌସୁମୀ ସ୍ଥିତି । ଚଳିତ ମୌସୁମୀ ଋତୁରେ…

୩ ଦିନରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ: ୧୯ରୁ ବଢିବ ବର୍ଷା ପରିମାଣ, ୨୦ ବେଳକୁ ଲଘୁଚାପ ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ): ଦେଓମାଳିରୁ ପହିଲି ପରଶ। ୩ ଦିନରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ। ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ସଂପୂର୍ଣ୍ଣ ଅଗ୍ରସର ହୋଇଥିବାବେଳେ ନୂଆପଡ଼ା , କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ…

ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ! ପ୍ରବେଶ ପାଇଁ ରାଜ୍ୟରେ ପାଗ ଅନୁକୂଳ

ଭୁବନେଶ୍ୱର(କେନ୍ୟୁଜ): ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ। ଓଡ଼ିଶା ମୁହାଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରବେଶ ପାଇଁ ରାଜ୍ୟରେ ପାଗ ଅନୁକୂଳ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ରହିଛି…

ନିର୍ଦ୍ଧାରିତ ସମୟ ପୂର୍ବରୁ ଏବର୍ଷ ଆସିପାରେ ମୌସୁମୀ, ଓଡ଼ିଶାରେ ହେବ ସ୍ୱାଭାବିକ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ଏବର୍ଷ ସଅଳ ଆସିପାରେ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ସମ୍ଭାବନା ରହିଛି । ମେ ୧୫ ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି…

ଚାଷୀଙ୍କ ପାଇଁ ଖୁସି ଖବର, ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା: IMD

କେନ୍ୟୁଜ:ଚାଷୀଙ୍କ ପାଇଁ ଖୁସି ଖବର । ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ IMD ପକ୍ଷରୁ ଆକଳନ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଲଙ୍ଗ ପରିୟଡ୍‌ ଆଭରେଜ (LPA)ର ବର୍ଷା ପରିମାଣ ୯୯% ଆକଳନ କରାଯାଇଛି।…

ମୌସୁମୀ ଦୁର୍ବଳ, ୩ରୁ ୪ ଦିନ ଭିତରେ ପୁଣି ହେବ ସକ୍ରିୟ

ଭୁବନେଶ୍ବର: ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଛୁଇଁଲା ମୌସୁମୀ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଜୁନରୁ ଏଯାଏ ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ଗଜପତି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ସେହିପରି…

ସ୍କାଏମେଟ୍‌ ଆକଳନ, ଏବର୍ଷ ଦେଶରେ ସ୍ୱାଭାବିକଠୁ କମ୍‌ ହେବ ମୌସୁମୀ ବର୍ଷା

କେନ୍ୟୁଜ୍: ମୌସୁମୀ ଋତୁରେ ଏବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ। ଏଲନିନୋ ପ୍ରଭାବରେ କମିବ ବର୍ଷା। ଜୁନ୍‌ରୁ ସେପ୍ଟେମ୍ବରରେ ଲଙ୍ଗ୍‌ ପିରିୟଡ୍‌ ଆଭରେଜ୍‌ରେ ୯୩ ପ୍ରତିଶତ ବର୍ଷା ହେବ। ଏହି ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌। ଦେଶର ୪ଟି ରିଜିଅନ୍‌ ପାଇଁ ପୂର୍ବାନୁମାନ…