Below header
Browsing Tag

mother daughter

୨୯ ବର୍ଷ ବୟସ୍କା ମହିଳାଙ୍କ ୨୨ ବର୍ଷର ଝିଅ, ଦେଖା ଯାଆନ୍ତି ଦୁଇ ଭଉଣୀ ଭଳି

ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସେ ଯେ କିଛି ମା ଏବଂ ଝିଅଙ୍କ ବୟସରେ ଖୁବ କମ୍ ପାର୍ଥକ୍ୟ ଥାଏ । ଏହାର ଅନେକ କାରଣ ଥାଇପାରେ, କିନ୍ତୁ ଏବେ ଏକ ମା- ଝିଅ ଯୋଡି ସୋସିଆଲ ମିଡିଆରେ ଖୁବ ହଇଚଇ ସୃଷ୍ଟି କରିଛନ୍ତି, କାରଣ ସେମାନଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ମାତ୍ର ୭ ବର୍ଷ । ୨୯ ବର୍ଷ ବୟସ୍କା…

ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ମା’ ଓ ଝିଅ ଉଦ୍ଧାର ଘଟଣା, ପରିବାର ସହ ଫେରିଲେ ଛତିଶଗଡ଼

ସୁନ୍ଦରଗଡ଼ (କେନ୍ୟୁଜ): ଛତିଶଗଡ଼ ଫେରିଲେ ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମାଆ ଓ ଝିଅ । ପରିବାର ଲୋକଙ୍କ ସହ ସେମାନେ ନିଜ ଗାଁ ଛତିଶଗଡ଼ର ଖାରିବାହାଲ ଯାଇଛନ୍ତି । ଗତକାଲି ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଛତିଶଗଡ଼ରେ ମାଆ, ଝିଅ ଓ ପରିବାର ଲୋକଙ୍କର ବୟାନ…

ବ୍ରେନ୍‌ ଷ୍ଟ୍ରୋକ୍‌ରେ ଚାଲିଯାଇଥିଲା ବାପାଙ୍କ ଜୀବନ; ଏବେ ୫୦ ବର୍ଷ ବୟସରେ ମା’ର ଦ୍ୱିତୀୟ ବିବାହ କରାଇଲା ଝିଅ…ବହୁତ…

ସୋସିଆଲ ମିଡିଆରେ ଏକ ମା’-ଝିଅ ଯୋଡ଼ିକୁ ଖୁବ୍‌ ପ୍ରଶଂସା କରାଯାଉଛି। ବାସ୍ତବରେ, ଝିଅଟି ମା’ର ଦ୍ୱିତୀୟ ବିବାହ କରାଇଛି। ଝିଅର ବୟସ ଯେତେବେଳେ ୨ ବର୍ଷ ଥିଲା, ସେତେବେଳେ ତା’ର ବାପା ଆରପାରିକୁ ଚାଲି ଯାଇଥିଲେ। ଏହାପରେ ମା’ ଏକୁଟିଆ ହିଁ ଝିଅର ଲାଳନପାଳନ କରିଥିଲେ। କିନ୍ତୁ ସେ କୌଣସି…

ଶୈଳଶ୍ରୀବିହାର ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା, ଅଭିଯୁକ୍ତ ରୂପେଶ ଅଟକ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଅଟକ। ରୂପେଶଙ୍କୁ ଅଟକ ରଖି ପଚରାଉଚରା କରୁଛି କମିଶନରେଟ୍‌ ପୋଲିସ । ହସ୍‌ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖାଯାଇଛି। ଗତକାଲି ଦୁଇ ପରିବାର ସଦସ୍ୟଙ୍କ…

୩୫ ହଜାର ଟଙ୍କାର Gucci ବେଲ୍ଟ ଦେଖି ଝିଅକୁ ମା ହୋଇଗଲେ ଆଶ୍ଚର୍ଯ୍ଯ, କହିଲେ…

ଆମେ ସମସ୍ତେ ବ୍ରାଣ୍ଡେଡ୍ ଜିନିଷ ନେବାକୁ ପସନ୍ଦ କରୁ । କିନ୍ତୁ ବ୍ରାଣ୍ଡେଡ୍ ସାମଗ୍ରୀର ମୂଲ୍ୟ ଅଣ ବ୍ରାଣ୍ଡେଡ୍ ଜିନିଷ ଅପେକ୍ଷା ବହୁତ ଅଧିକ । ଏହି କାରଣରୁ ଆମେ ବେଳେବେଳେ ଆମ ବାପା ମାଙ୍କ ଦ୍ୱାରା ଗାଳି ମଧ୍ୟ ଖାଇଥାଉ । ସୋସିଆଲ ମିଡିଆରେ ଏହିପରି ଗୋଟିଏ ଭିଡିଓକୁ ଲୋକେ ବହୁତ ପସନ୍ଦ…

ଆଠମାସ ପରେ ଝିଅକୁ ଫେରି ପାଇଲା ମା, ଷଡଯନ୍ତ୍ର କରି ଚୋରି କରି ନେଇଯାଇଥିଲେ ଠକ ଦମ୍ପତି

ଜୟପୁର: ମା ଆଖିରେ ଲୁହ । କେତେ ଦିନ କେତେ ରାତି ଯେ ମା ତା ଛୁଆକୁ ଝୁରି ନଥିବ । ଭିକ ମାଗି ବଞ୍ଚୁଥିବା ଏହି ମା ଜଣଙ୍କୁ ରୋଜଗାରର ଆଶା ଦେଖେଇ ତାଙ୍କୁ ଡାକି ନେଇଥିଲେ ମାଲକାନଗିରିକୁ । କିନ୍ତୁ ରୋଜଗାରର ଖୁସିଠୁ ବଳିଗଲା ତାଙ୍କ ଦୁଃଖ । ଖାଇବାରେ ନିଶା ଦେଇ ମା କ୍ଷିର ଖାଉଥିବା ତାଙ୍କ କୁନି…