Below header
Browsing Tag

mother

ଶିଶୁର ପେଟ କାଟୁଥିଲେ, ମା’ମାନେ ପିଅନ୍ତୁ ଏହି ଜିନିଷ

ସାଧାରଣତଃ ଆମେ ସମସ୍ତେ ଜାଣିଥାଉ ନବଜାତ ଶିଶୁ ବହୁତ କୋମଳ ହୋଇଥାଆନ୍ତି। ଏହି ସମୟରେ ସେମାନଙ୍କ ଅତିରିକ୍ତ ଯତ୍ନ ନେବାର ଆବଶ୍ୟକତା ଥାଏ। କେବଳ ଏତିକି ନୁହେଁ, ଯେତେବେଳେ ସେମାନଙ୍କୁ କୌଣସି ପ୍ରକାର ସମସ୍ୟା ହୋଇଥାଏ, ସେତେବେଳେ ସେମାନେ ନିଜେ କିଛି କହିପାରନ୍ତି ନାହିଁ। ତେଣୁ ଏଭଳି…

ମାତ୍ର ଲକ୍ଷେ ଟଙ୍କାରେ ଝିଅକୁ ବିକ୍ରି କଲା ମା

'ପେଟ ପାଇଁ ନାଟ' ଏହି ଉକ୍ତି ଟିକୁ ତ ଆମେ ସଭିଏଁ ଶୁଣିଛେ । କିନ୍ତୁ ପଇସା ଦିଟା ପାଇଁ ଯେ ମଣିଷ ଏତେ ତଳକୁ ଖସି ଯାଇପାରେ । ଏଥିପାଇଁ ମା ତାର ଜନ୍ମ କଲା ଝିଅକୁ ବିକ୍ରି କରିବାକୁ ମଧ୍ୟ ପଛାଇନଥାଏ । ହଁ ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ । ଦିଲ୍ଲୀର ବବନା ଜେଜେ କଲୋନୀରେ ଜଣେ ମା ତାର ୧୫…

ମା’କୁ ଆସିଲା ନିଦ, କ୍ଷୀର ଖାଉଥିବା ସମୟରେ ଚାପି ହୋଇ ତିନି ମାସର ଶିଶୁପୁତ୍ର ମୃତ

ଆଗ୍ରାର ଜନପଦ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ଥାନୀୟ ଗାଁ ମାଲୋନୀରେ ଜଣେ ମହିଳା ଶୋଇବା ବେଳେ କଡ ଲେଉଟାଇବା ଯୋଗୁଁ ୩ ମାସର ଶିଶୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ମାଲୋନୀ ଗାଁ ନିବାସୀ ଭାରତ ସିଂଙ୍କ ପତ୍ନୀ…

ନିଜ ଜନ୍ମକଲା ଝିଅକୁ ସଜାଇ ଦେଲା ଦେହଜୀବୀ, ଟଙ୍କା ରୋଜଗାର ପାଇଁ ମା ଭୁଲିଗଲା ରକ୍ତର ସମ୍ପର୍କ

ମା ଦେଲା ଝିଅକୁ କଳଙ୍କର ଛିଟା। ନିଜ ଜନ୍ମକଲା ଝିଅକୁ ସଜାଇ ଦେଲା ଦେହଜୀବୀ। ଏମିତି ସଂଘାତିକ କୁକର୍ମରେ ଲଗାଉଥିଲା ଯେ ଶୁଣିବା ଲୋକ ବି କାନରେ ହାତ ଦେବ। ମା’ତ ନୁହେଁ ସାକ୍ଷାତ ରକ୍ଷସୀ। ଟଙ୍କା ରୋଜଗାର ପାଇଁ ଭୁଲିଗଲା ରକ୍ତର ସମ୍ପର୍କ । କେବଳ ମା ନୁହେଁ ଭାଇ ମଧ୍ୟ ସାଜିଥିଲା ଏହି କୁକର୍ମର…

ବଲାଙ୍ଗିର: ସଇତାନ ପୁଅର ଉନ୍ମତ୍ତ କାଣ୍ଡ, ବାପାକୁ ମାଡ ମରିବା ସହ ମାଆକୁ ଜିଅନ୍ତା ପୋଡି ମାରିଲା

ରକ୍ତ ସମ୍ପର୍କରେ ଛିଟା । ବାପାକୁ ଠେଙ୍ଗାରେ ମାଡ ମାରିବା ସହ ନିଜ ଜନ୍ମକଲା ମାଆକୁ ଜୀଅନ୍ତା ଜାଳିଦେଲା ପୁଅ । ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ରାଡବାହାଲ ଗାଁରେ ଘଟିଛି ଏଭଳି ଅମାନୁଷିକ ଘଟଣା । ଆଜି ସକାଳେ କୌଣସି କାରଣରୁ ବାପା ଋଷି ଖର୍ସେଲଙ୍କ ସହ ପୁଅ ସନ୍ତୋଷ ଖର୍ସେଲର ବଚସା ହୋଇଥିଲା।…

ନିଜ ଥାଲେସେମିୟା ଆକ୍ରାନ୍ତ ପୁଅର ଜୀବନ ରକ୍ଷା ପାଇଁ ପୁନର୍ବାର ଗର୍ଭଧାରଣ କଲା ଏହି ‘ମା’, ଡାକ୍ତର କହିଲେ ଏମିତି କଥା

ମଧ୍ୟପ୍ରଦେଶ : ଶିବାପୁରର କୋଲାରସ ଅଞ୍ଚଳରେ ଜଣେ ମା ନିଜ ସାଢେ ତିନି ବର୍ଷର ଥାଲେସେମିୟା ଶିଶୁକୁ ବଞ୍ଚାଇବା ଲାଗି ତୃତୀୟ ଥର ପାଇଁ ଗର୍ଭ ଧାରଣ କରିଛନ୍ତି ।ସେ ଖୁବ୍ ଜଲଦି ଜାଆଁଳା ଛୁଆ ଜନ୍ମ କରିବାକୁ ଯାଉଛନ୍ତି । ବାସ୍ତବରେ ଥାଲେସେମିୟା ରୋଗରେ ଆକ୍ରାନ୍ତ ଥିବା ତାଙ୍କ ପୁଅ ପାଇଁ ପ୍ରତି…

କଳିଯୁଗ ମା’ର କଳା କାରନାମା ! ଛୁଆ କାନ୍ଦିବାରୁ ରାଗରେ ଚିପିଦେଲା ତଣ୍ଟି

ମା‘ର ମମତାରେ କଳଙ୍କ । ଛୁଆ ଚୁପ ନହେବାରୁ ରାଗରେ ତଣ୍ଟି ଚିପିଦେଲା ମା । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଶାମଗଢରେ । କାନ୍ଦିବା ବନ୍ଦ ନକିରିବାରୁ ମହିଳାଜଣକ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ତଣ୍ଟି ଚିପି ମାରିଦେଇଛନ୍ତି । ପୋଲିସର କହିବା ମୁତାବକ, ସଞ୍ଜୟ ସେନ ତାଙ୍କ ସ୍ତ୍ରୀ ସୋନୁ ସେନ ଓ…

ଦୁଇ ପୁଅ ସରକାରୀ କର୍ମଚାରୀ, ହେଲେ ୧୫ ବର୍ଷ ହେବ ପର ଘରେ କାମ କରି ପେଟ ପୋଷୁଛି ମା’

ଦୁଇ ପୁଅ ସରକାରୀ କର୍ମଚାରୀ । କିନ୍ତୁ ମା’ ପର ଘରେ କରୁଛନ୍ତି କାମ । ଦୀର୍ଘ ୧୫ ବର୍ଷ ହେବ ପର ଘରେ କାମ ଝାଡୁ ପୋଛା ଲଗାଇ ପେଟ ପୋଷୁଛନ୍ତି ଜଣେ ୬୧ ବର୍ଷୀୟା ମହିଳା ପ୍ରମିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ । ସୂଚନା ମୂତାବକ, ପ୍ରମିଳାଙ୍କ ଜଣେ ପୁଅ…

ଛଅ ମାସିଆ ମା : ଶେଷକୁ ବସିବାକୁ ପଡ଼ିଲା ଦାଣ୍ଡରେ

ରାୟଗଡ଼ା(କେନ୍ଯୁଜ୍) : ମାଆ ହେଉଛି ଦୁନିଆର ଏମିତି ଏକ ଶକ୍ତି ଯାହା ସନ୍ତାନର ସବୁ କଷ୍ଟକୁ ନିମିଷକ ମଧ୍ଯରେ ଦୂର କରିଦେଇଥାଏ । ନିଜ ଗର୍ଭରେ ୧୦ମାସ ରଖି ଶେଷରେ ଜନ୍ମ ଦେଇଥାଏ ଏକ ନୂଆ ଜୀବନ । କେବଳ ଇଚ୍ଛା ଥାଏ ଜୀବନର ଶେଷ ପାହଚରେ ମୋ ଛୁଆମାନେ ମୋ ପାଖରେ ଥାଆନ୍ତୁ । କିନ୍ତୁ ଆଜିର ସଭ୍ଯ…

୭ବର୍ଷର ନାବାଳକ ନିଜ ମାଙ୍କୁ କଲେ ବିବାହ, କାରଣ ଜାଣି ହେବେ ଆଶ୍ଚର୍ୟ୍ୟ

ଦୁନିଆର ସମସ୍ତ ପିତାମାତା ନିଜ ସନ୍ତାନର ସବୁ ସ୍ବପ୍ନ ପୂରଣ କରିବାକୁ ଚହାନ୍ତି। ଏପରିକି ସଂସାର ମହୋମାୟାରୁ ବହୁ ଦୂରରେ ରହୁଥିବା ଛୋଟପିଲା ପିତାମାତାଙ୍କ ଦ୍ବାରା ମନଗଢ଼ା କାହାଣୀକୁ ମଧ୍ୟ ବାସ୍ତବ ଭାବିଥାନ୍ତି। କିନ୍ତୁ ନିକଟରେ ଜଣେ ମା ତାଙ୍କ ସନ୍ତାନର ଏମିତି ଏକ ଇଛା ପୂରା କରିଛନ୍ତି ଯାହା…

ଝିଅର ଆତ୍ମହତ୍ୟା ପରେ ବେକରେ ଫାସି ଦେଇ ଝୁଲି ପଡିଲେ ମାଆ, ଅନାଥ ହୋଇଗଲା ୪ ବର୍ଷର ପୁଅ

କେନ୍ଦୁଝର: ଅପରାଧ ବଢ଼ିବା ସହ ବଳି ପଡ଼ୁଛି ସଂପର୍କ। କେନ୍ଦୁଝର ବଡବିଲ ବକଲହଟିଂ ଗାଁରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଆଉ ଝିଅର ଏପରି ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡି ୨୪ ଘଣ୍ଟା ନ ପୂରୁଣୁ ବେକରେ ଫାଶି ଦେଇ ଝୁଲି ପଡ଼ିଲା ମାଆ। ସେପଟେ ମାଆକୁ ହରାଇ ଅନାଥ ହୋଇଯାଇଛି ୪ ବର୍ଷର ପୁଅ। ଅଭିଯୋଗ…