ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂ ସମାରୋହ, ମୁକେଶ ଅମ୍ବାନୀଙ୍କୁ ନଚାଇଲେ ରିହାନା
ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବକୁ ନେଇ ଚାରିଆଡେ ଖୁବ୍ ଚର୍ଚ୍ଚା । ପ୍ରି ୱେଡିଂ ସମାରୋହ ଆରମ୍ଭ ହୋଇଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦୀପିକା-ରଣବୀର ଠାରୁ ଆରମ୍ଭ କରି ଶାହରୁଖ ଏବଂ ସୈଫଙ୍କ…