Below header
Browsing Tag

murder case

ବିଧବା ଭାଇବୋହୂକୁ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ଦେଢଶୁର, ଶେଷରେ ନଦୀରେ ଭସାଇ ଦେଲା

ଆନନ୍ଦପୁର(କେନ୍ଯୁଜ୍): ଦିନ କୁ ଦିନ ଘରୋଇ କଳହ ବଢିବାକୁ ଲାଗିଥିବା ବେଳେ ଉଗ୍ର ହେଉଛି ମଣିଷର ସ୍ବଭାବ। କ୍ଷଣିକ ରାଗ ନିମନ୍ତେ ଆଗ ପଛ ନବିଚାରି ନିର୍ମମ ହତ୍ୟା କରିବାକୁ ବି ପଛାଉ ନାହାନ୍ତି ଲୋକେ। ଏମିତି ଏକ ଘରୋଇ କଳହ କୁ କେନ୍ଦ୍ର କରି ଜଣେ ବିଧବା ମହିଳାଙ୍କୁ ଦୁଇ ଖଣ୍ଡ କରି କାଟି ନଦୀରେ…

କୋରାପୁଟ ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ

କୋରାପୁଟ(କେନ୍ଯୁଜ୍): ଦିନକୁ ଦିନ ବଢିଚାଲିଛି ଅପରାଧ। ଯେତେ କଠୋର ଦଣ୍ଡ ବିଧାନ ହେଲେ ସୁଦ୍ଧା ଅପରାଧୀ ଉପରେ ପଡୁନି ଫରକ୍। ପୁଣି ଗଡାଇଛନ୍ତି ଆଉ ଏକ ମୁଣ୍ଡ । କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ । ମୃତ ବ୍ୟବସାୟଙ୍କ ଘର ରାଜୀବ ନଗରର । ହତ୍ୟା କି…

ଭୁବନେଶ୍ୱର ମହାବୀର ବସ୍ତିର ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ରୁଚିକା ମାର୍କେଟ ନିକଟ ମହାବୀର ବସ୍ତିର ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ନୟାଗଡ଼ ବସଷ୍ଟାଣ୍ଡରୁ ଅଭିଯୁକ୍ତ ଶେଖ ଫରିଦକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଜଣକ କୋଲକାତା ଇଷ୍ଟ ମେଦିନାପୁର…

ଗଞ୍ଜାମ ଚିଙ୍ଗୁଡ଼ିଘାଇ ଗାଁରେ ହତ୍ୟାକାଣ୍ଡ, ମନ୍ଦିରରେ ଶୋଇଥିବାବେଳେ ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା 

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ଷ୍ଟୋନ ମ୍ୟାନ ଆତଙ୍କ। ପଥରରେ ଛେଚି ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗାଁରେ ହତ୍ୟାକାଣ୍ଡ । ମନ୍ଦିରରେ ଶୋଇଥିବାବେଳେ ବିନାୟକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି…

୧୦ ମାସ ପୁଅର ଗଳା ଚିପିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ତାପରେ କଲା ଆତ୍ମହତ୍ୟା

ବ୍ରହ୍ମପୁର (କେନ୍ଯୁଜ୍): ସ୍ତ୍ରୀ, ପୁଅକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ ମାସ ପୁଅର ଗଳା ଚିପିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ । ଉଭୟଙ୍କୁ ହତ୍ୟା ପରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ବିଚ୍‌ ରାସ୍ତାରେ ଲୁହା ରଡରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

 ଅନୁଗୋଳ (କେନ୍ଯୁଜ୍): ଯୁବକଙ୍କୁ ବିଚ୍‌ ରାସ୍ତାରେ ହତ୍ୟା । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଶୁଭାଶିଷ ମହାପାତ୍ର। ଅଭିଯୋଗ ଅନୁଯାୟୀ, ଶୁଭାଶିଷ ମହାପାତ୍ର ଓ ମନୋରଞ୍ଜନ ଦୋରାଙ୍କ ମଧ୍ୟରେ କୌଣସି କଥାରୁ…

କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲା: ୭ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

କଟକ(କେନ୍ଯୁଜ୍): ୭ବର୍ଷ ପରେ ଗିରଫ ହେଲା ହତ୍ୟା ଅଭିଯୁକ୍ତ ଶଙ୍କର ଓରଫ ଦୀପକ କୁମାର ନାୟକ। କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ। ୨୦୧୪ରେ ହତ୍ୟା ପରଠାରୁ ଫେରାର ଥିଲା ଶଙ୍କର। ଦାଦାବଟି ପାଇଁ ଘଟିଥିଲା ହତ୍ୟା। ତା ଠାରୁ ଗୋଟିଏ ପିସ୍ତଲ,…

ସୁବାସ କୁଅଁର ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍: ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ଯାଜପୁର ଟାଉନ: ମଙ୍ଗଳପୁର ଥାନା ଇସମାଇଲପୁର ସୁବାସ କୁଅଁର ଓରଫ ଅଟଳ ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ । ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ୍। ଗିରଫ ଯୁବକ ହେଲେ ମଂଗଳପୁର ଥାନା ଜାଫରପୁର ଅଞ୍ଚଳର ଅଜୟ ସାମଲ ଓ କୃଷ୍ଣ ସେଠୀ । ପୂର୍ବରୁ ଅଟଳଙ୍କ ପତ୍ନୀ ମମତା କୁଅଁର ଗିରଫ ହୋଇ ଜେଲରେ…

ରାଜଧାନୀରେ ଗଡିଲା ମୁଣ୍ଡ: ସାମାନ୍ୟ ବଚସାକୁ କେନ୍ଦ୍ର କରି ମୋବାଇଲ୍ ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଗଡିଲା ମୁଣ୍ଡ। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଖଣ୍ଡିଗିରି ଥାନା ରଘୁନାଥନଗର ମନ୍ଦିର ନିକଟରେ ହୋଇଛି ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଜଣେ ମୋବାଇଲ ଦୋକାନୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଉଛନ୍ତି ସନାତନ…

ଫ୍ରିଜରରୁ ନଗ୍ନ ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ଶରୀରର ୫୦ ଜାଗାରେ ରହିଛି ପେଚକସ୍‌ ଆଘାତ ଚିହ୍ନ!

ଭେନେଜୁଏଲାର ଅରାଗୁଆ ରାଜ୍ୟରେ ହତ୍ୟାର ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ଏଠାରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ମୃତଦେହ ଫ୍ରିଜରରୁ ମିଳିଛି। ତାଙ୍କ ଶରୀରର ୫୦ଟି ଜାଗାରେ ପେଚକସ୍‌ ଆଘାତ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଦୁଇ ହାତ ବନ୍ଧା ହୋଇ ରହିଥିଲା ଏବଂ ମୁଣ୍ଡ ଗୋଡ଼ ମଝିରେ ଥିଲା।…

ଶାଶୂଙ୍କୁ ମାରିବା ପାଇଁ ସୁପାରୀ କିଲର ଲଗାଇଥିଲା ଜ୍ୱାଇଁ, ୪ ଅଭିଯୁକ୍ତଙ୍କୁ ଗିରଫ କଲା ନୂଆପଡ଼ା ପୋଲିସ

ନୂଆପଡ଼ା(କେନ୍ୟୁଜ୍): ଶାଶୂଙ୍କୁ ମାରିବା ପାଇଁ ସୁପାରୀ ଦେଇଥିଲା ଜ୍ୱାଇଁ । ହତ୍ୟା ପାଇଁ ହୋଇଥିଲା ଡିଲ୍‌ । ନୂଆପଡା ଜିଲ୍ଲା ଢାବା ମାଲିକାଣୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ନୂଆପଡ଼ା ଥାନା ପୋଲିସ । ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଢାବା ମାଲିକାଣୀଙ୍କ ଜ୍ୱାଇଁ, ଜ୍ୱାଇଁର ବଡ଼ଭାଇ ଓ…

ନାବାଳକକୁ ଗୋଡାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା, ଅଭିଯୁକ୍ତ ଅଟକ

କଳାହାଣ୍ଡି(କେନ୍ଯୁଜ୍): ନାବାଳକକୁ ଗୋଡାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା ଅଭିଯୋଗ। କଳାହାଣ୍ଡି -ଥୁଆମାଳ ରାମପୁର ଥାନା ଭଟାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅନୀଲ ମାଝୀ। ଗୁରୁତର ବଡଭାଇ ଦେବା ନନ୍ଦ ମାଝୀଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି…