Browsing Tag

nagpur

ନାଗପୁରରେ ବଡ଼ ଦୁର୍ଘଟଣା: ଦ୍ରୁତଗାମୀ କଣ୍ଟେନର ଧକ୍କାରେ ୧୨ ଗାଡ଼ି ଭାଙ୍ଗି ଚୁର୍‌ମାର, ୪ ଆହତ

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମନକାପୁର ଅଞ୍ଚଳରେ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କାରେ ଗୋଟିଏ ପରେ ଗୋଟିଏ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମୋଟ ୧୨ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ୯ଟି କାର୍‌…

ଗୁଳି ବାଜିବା ପରେ ବି ହାର ମାନିନଥିଲେ ଡ୍ରାଇଭର, ଦୀର୍ଘ ୩୦ କିଲୋମିଟର ବସ୍‌ ଚଳାଇ ବଞ୍ଚାଇଲେ ୩୫ ଜୀବନ

ବସ୍‌ ଡ୍ରାଇଭରଙ୍କ ବାହୁରେ ବାଜିଥିଲା ଗୁଳି କିନ୍ତୁ ମନରେ ଟିକେ ବି ଭୟ ଆସିନଥିଲା । ହାତରୁ ଧାର ଧାର ହୋଇ ରକ୍ତ ଝରି ପଡ଼ୁଥାଏ କିନ୍ତୁ ଲକ୍ଷ୍ୟ ଥିଲା କେମିତି ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବେ । ଆଉ ସେଇ ଗୁଳି ବାଜିଥିବା ହାତରେ ଦୀର୍ଘ ୩୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ…

ନାଗପୁର: ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ; ୭୦ ବର୍ଷୀୟ ସଫେଇ କର୍ମଚାରୀ ମୃତ, ୩ ଗୁରୁତର

ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏଠାରେ ଆମୋନିଆ ଟ୍ୟାଙ୍କରେ ହଠାତ୍‌ ବିସ୍ଫୋରଣ ଘଟି ୭୦ ବର୍ଷୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଉପଲଓ୍ଵାଡି ଅଞ୍ଚଳରେ ଘଟିଛି । ଶନିବାର ବିଳମ୍ବିତ…

ମହାରାଷ୍ଟ୍ର : ନାଗପୁରର ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ବିସ୍ଫୋରଣ : ୯ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ମହାରାଷ୍ଟ୍ର ନାଗପୁରର ବାଜାରଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ କମ୍ପାନୀର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଇଛି । ବିସ୍ଫୋରଣ କାଷ୍ଟ ବୁଷ୍ଟର ପ୍ଲାଣ୍ଟ ପ୍ୟାକିଂ ସମୟରେ ହୋଇଥିବା କୁହାଯାଉଛି । ପୋଲିସ କହିବା…

ଜଳଖିଆ ହୋଇନଥିବାରୁ ଖାଇବାକୁ ଦେଲାନି ମା’, ଘରୁ ରାଗିଯାଇ ସୁଇସାଇଡ କଲା ନାବାଳକ ପୁଅ

ଘରେ ଜଳଖିଆ ଖାଇବାକୁ ଦେଲେନି ବୋଲି ଘରୁ ରାଗିକି ପଳାଇଲା ପୁଅ । ଆଉ ନିକଟସ୍ଥ ଷ୍ଟେସନ ନିକଟରେ ଥିବା ଏକ ଗଛରେ ଝୁଲିପଡିଛନ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ଏଭଳି ଘଟଣା । ଖବର ମୁତାବକ, ମହାରାଷ୍ଟ୍ର ନାଗପୁରର କହ୍ନାନ ପିପରୀରେ ରହୁଥିବା ଜଣେ ୧୭ ବର୍ଷୀୟ ନାବାଳକ ମା’କୁ ଖାଇବା ପାଇଁ…

ଚା’ ନ ମିଳିବାରୁ ଅପରେସନ ମଝିରେ ରୋଗୀକୁ ଛାଡି ପଳାଇଲେ ଡାକ୍ତର

ଚା' ନ ମିଳିବାରୁ ରାଗିଗଲେ ଡାକ୍ତର। ଚା' କୁଆଡେ ତାଙ୍କୁ ବହୁତ ଭଲ ଲାଗେ । ଏମିତି ଭଲ ଲାଗେ ଯେ ଯଦି ଠିକ ଟାଇମ ରେ ତାଙ୍କୁ ଚା' ପିଇବାକୁ ନମିଳୁଛି ତାହେଲେ ସେ ରୋଗୀ କୁ ବି ଛାଡ଼ିଦେବେ । ଯେମିତି ଠିକ ସେ ଏହି ଘଟଣାରେ କରିଛନ୍ତି । ଅପରେସନ କରୁଥିବା ସମୟରେ ଚା' ନ ମିଳିବାରୁ ରାଗିଯାଇ ରୋଗୀ…

ମହାରାଷ୍ଟ୍ର: ଫ୍ଲାଏ ଓଭର୍‌ ଉପରେ କାର୍‌ରେ ଲାଗିଲା ଭୀଷଣ ନିଆଁ, ଚାହୁଁ ଚାହୁଁ ଜଳି ପାଉଁଶ ହୋଇଗଲା ଗାଡ଼ି

ମହାରାଷ୍ଟ୍ର ନାଗପୁରର ସୀତାବାଡ଼ି ଫ୍ଲାଏ ଓଭରରେ ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି। ଜଳୁଥିବା ସମୟରେ କାରର ଏକ ଭିଡିଓ ସାମ୍ନାକୁ ଆସିଛି। ଆଦିବାସୀ ସହିଦ ଫ୍ଲାଏ ଓଭରରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି କାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ଯାତ୍ରୀମାନେ ଭୟଭୀତ ହୋଇ…

ନାଗପୁରରେ ପ୍ରବଳ ବର୍ଷା: ପାଣିରେ ଫସିଛନ୍ତି ଅନେକ ଲୋକ, NDRF ଟିମ୍‌ ନିୟୋଜିତ

ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍‌ ନାଗପୁର ସ୍ଥିତି ଉପରେ ଲଗାତାର ନଜର…

୧୨ ବର୍ଷର ପିଲାକୁ ଅକଥନୀୟ ନିର୍ଯାତନା ଦେଉଥିଲା ପରିବାର; ଗରମ ତାଓ୍ଵା, ଗରମ ଛୁରୀରେ ଚେଙ୍କ ଦେଇ ଘା ଲୁଚାଇବା ପାଇଁ…

ମହାରାଷ୍ଟ୍ର ନାଗପୁରରେ ନୃଶଂସ ଓ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୨ ବର୍ଷୀୟ ପିଲାଙ୍କୁ ସହିତ ଏଭଳି କାଣ୍ଡ ଘଟିଛି, ଯାହା ଶୁଣିବା ପରେ ଆପଣଙ୍କ ହୃଦୟ ଥରି ଉଠିବ । ଘରୋଇ କାମ ପାଇଁ ବେଙ୍ଗାଲୁରୁରୁ କିଣି ଆସିଥିବା ପିଲାକୁ ଅଭିଯୁକ୍ତ ପରିବାର ଏଭଳି ନିର୍ଯାତନା ଯାହା ସବୁ ସୀମା…

ଦେଶର ସବୁଠୁ ଛୋଟ ରେଳ ମାର୍ଗ, ୮ ମିନିଟ୍‌ରେ ଦେବାକୁ ପଡିଥାଏ ୮୦୦ ଟଙ୍କା

ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଭାରତୀୟ ରେଳବାଇକୁ ବାଛିଥାନ୍ତି । ଏହା ଦେଶର ଅଗ୍ରଗତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏଠାରେ ପ୍ରତ୍ୟେକ ଦିନ ଏକା ସାଙ୍ଗରେ ଅନେକ ଘଟଣା ଘଟିଥାଏ , ଯେମିତିକି ଅଧିକ ବେଗରେ ଚାଲୁଥିବା ଟ୍ରେନ୍, ବ୍ୟସ୍ତବହୁଳ ଯାତ୍ରୀ,…

ମହାରାଷ୍ଟ୍ରର କୋଇଲା ଖଣିରେ ବିସ୍ଫୋରଣ, ୧୧ ଶ୍ରମିକ ଗୁରୁତର

ମହାରାଷ୍ଟ୍ର ନାଗପୁରରେ କୋଇଲା ଖାଦାନରେ ବିସ୍ଫୋରଣ ଘଟି ୧୧ ଶ୍ରମିକ ଗୁରୁତର ରହିଛନ୍ତି । ନାଗପୁର ଜିଲ୍ଲାର ବେକୋଲିରେ ସିଲ୍ଲେଧ୍ୱାଡାରେ ଘଟିଛି । ୧୧ ଶ୍ରମିକଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଆହତ ଶ୍ରମିକଙ୍କୁ ନାଗପୁରର ଦୁଇଟି ହସପିଟାଲରେ ଭର୍ତ୍ତି କରାଯାଇଛି ।…

ଦିଲ୍ଲୀ ଏବଂ ନାଗପୁର ପିଚ୍‌ ଟେଷ୍ଟ ଖେଳ ପାଇଁ ପ୍ରଯୁଜ୍ୟ ଥିଲା, ଆଇସିସି ଦେଲା ରେଟିଂ

ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ପିଚ୍‌କୁ ନେଇ ଅନେକ ବିବାଦୀୟ ବୟାନ ସାମ୍ନାକୁ ଆସିଥିଲା । ଭାରତରେ ପିଚ୍‌ ପ୍ରସ୍ତୁତ କରିବାରେ ଭେଦଭାବ କରାଯାଉଛି ବୋଲି ଅଭିଯୋଗ କରିଥିଲା । ଚାରିଟି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚକୁ ହାରିସାରିଲାଣି । ଆଉ ଏହା…