Browsing Tag

nainital

ନୈନିତାଲ: ଭୀମତାଲରେ ଭୟଙ୍କର ଦୁର୍ଘଟଣା, ୧୫୦୦ ଫୁଟ୍ ଗଭୀର ଖାଇକୁ ଖସିଲା ବସ୍, ୪ ମୃତ

ଉତ୍ତରାଖଣ୍ଡର ନୈନିତାଲରେ ଏକ ଯାତ୍ରୀବାହୀ ବସ୍ ଗଭୀର ଖାଇକୁ ଖସି ପଡ଼ିଛି । ଏହି ବସ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଦୁର୍ଘଟଣାରେ ୧୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳକୁ ଅଗ୍ନିଶମ…

ଜୀବନ ହାରୁଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ନୌକା ଚାଳକ, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମେଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରଲ ହେଉଛି । କିନ୍ତୁ ଆଜି ଏମିତି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ତାଜୁବ ହେବେ । ସୂଚନା ଅନୁସାରେ ଜଣେ ମହିଳା ଉତ୍ତରପ୍ରଦେଶର ନୈନିତାଲର ହ୍ରଦରେ ବୁଡି ଯାଉଥିଲେ । ଏହି ସମୟରେ ହ୍ରଦରେ ଏକ…

ଲିଭୁନି ନୈନିତାଲ ଜଙ୍ଗଲର ନିଆଁ, ଲୋକଙ୍କଠାରୁ ସହାୟତା ଲୋଡ଼ିିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଜଳୁଛି ନୈନିତାଲ । ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନାହିଁ । ଲଗାତାର ଦ୍ୱିତୀୟ ଦିନ ଭାରତୀୟ ବାୟୁସେନା ନିଆଁ ଲିଭାଇବାରେ ସାହାଯ୍ୟ କରିଛି । ରବିବାର ଏଠାରେ ନିଆଁ ଲାଗିବାର ୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ବାୟୁସେନାର MI-17 V5 ହେଲିକପ୍ଟର ନିଆଁ ଲିଭାଇବାରେ…

ଅନ୍ୟମନସ୍କ ହୋଇ ରାସ୍ତାରେ ଚାଲୁଥିଲେ ବ୍ୟକ୍ତି, ହଠାତ୍‌ ସାମ୍ନାକୁ ଡେଇଁ ପଡିଲା ବାଘ: ତାପରେ ଦେଖନ୍ତୁ କ’ଣ ଘଟିଲା

ବାଘ ନାମ ଶୁଣିବା ମାତ୍ରେ ଆମେ ଭୟାଭୀତ ହୋଇଥାଉ । ତେବେ କେଉଁ ସ୍ଥାନରେ ବାଘ ସଂଖ୍ୟା କମୁଛି ତ ଆଉ କେଉଁ ସ୍ଥାନରେ ବଢୁଛି । ସେହିପରି ଉତ୍ତରଖଣ୍ଡରୁ ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏହି ସ୍ଥାନରେ ବାଘ ସଂଖ୍ୟା କ୍ରମାଜତ ଭାବେ ବଢିବା ପାଇଁ ଲାଗିଛି । ବାଘ ସଂଖ୍ୟା ବୃଦ୍ଧି ହେବା ପର୍ଯ୍ୟଟନ…

ନୈନିତାଲ ବୁଲିବା ଖୁସି ଅଧାରେ ରହିଲା, ଖାଇକୁ ଖସିଲା ଟେମ୍ପୋ, ୨ ଯୁବତୀ ମୃତ

ଉତ୍ତରାଖଣ୍ଡରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୋଏଡାରୁ ନୈନିତାଲ ବୁଲିବାକୁ ଆସିଥିବା ଏଚସିଏଲ କମ୍ପାନୀର କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏମାନେ ଯାଉଥିବା ଗାଡିଟି ନୈନିତାଲର କାଲାଡୁଙ୍ଗୀରୁ ଫେରୁଥିବା ବେଳେ…

ପାହାଡ ଖାଇରୁ ଖସିଲା କାର୍‌, ୫ ମୃତ

ଉତ୍ତରାଖଣ୍ଡର ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଟାବାଗ ଅଞ୍ଚଳରେ ଦେବିପୁରା-ସୌର ରାସ୍ତାରେ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୋଲିସ ମୃତକଙ୍କ ପରିଚୟ ଖୋଜୁଛି । ଖବର ମୁତାବକ, ଉତ୍ତରାଖଣ୍ଡ ନୈନିତାଲ କୋଟାବାଗ ବ୍ଲକ…

ନୈନିତାଲରେ ବଡ଼ ଦୁର୍ଘଟଣା, ଖାଇକୁ ଖସିଲା ଯାତ୍ରୀବାହୀ ଜିପ୍‌; ଚାଲିଗଲା ୭ ଜୀବନ

ନୈନିତାଲରେ ଶୁକ୍ରବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗାଁ ନିକଟରେ ଏକ ଜିପ୍‌ ୫୦୦ ମିଟର ଖାଇକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଜିପ୍‌ରେ କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଥିଲେ, ଯାହାଫଳରେ ଡ୍ରାଇଭର ଗାଡ଼ି…

ନୈନିତାଲରେ ଖାଇକୁ ଖସିଲା ବସ୍‌, ୭ ମୃତ

ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ପ୍ରାଣ ଚାଲିଯାଇଛି । ବସ୍‌ କାଲାଡୁଙ୍ଗି ରୋଡରେ ଘଟଗଡ ପାଖରେ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଏସଡିଆରଏଫ ଟିମ୍‌, ଦମକଳ ବିଭାଗ, ନୈନିତାଲ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି…

ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଗ୍ରାଜୁଏସନ କରିଥିଲେ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନୈନିତାଲ ବ୍ୟାଙ୍କରେ ଖାଲିପଡିଛି ୧୦୦ରୁ ଅଧିକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ nainitalbank.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୭ ଅଗଷ୍ଟ ରହିଛି । ପଦବୀ ବିବରଣୀ : ୧୧୦…

ଉତ୍ତରାଖଣ୍ଡ ନୈନିତାଲରେ ବର୍ଷାର ପ୍ରକୋପ, ନାଳରେ ଭାସିଗଲା ଯାତ୍ରୀବାହୀ ବସ୍‌: ଦେଖନ୍ତୁ ଭିଡିଓ

ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ବଡ ଦୁର୍ଘଟଣାରେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍‌ । ବର୍ଷାରେ ଏକ ଯାତ୍ରୀବାହୀ ବସ୍‌ ଭାସିଯାଇଥିବାର ଭିଡିଓ ଭାଇରଲ ହେଉଛି । ବସରେ ୩୫ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଜେସିବି ସହାୟତାରେ ଉଦ୍ଧାର କରାଯାଇଛି । ବସ ଡ୍ରାଇଭର ପ୍ରବଳ ବର୍ଷା ପାଣି ସୁଅରେ ବସଟିକୁ…

ଶ୍ରଦ୍ଧାଳୁ ଭର୍ତ୍ତି ଥିବା ବସରେ ପଶିଲା ବିଷାକ୍ତ ସାପ, ଜୀବନ ବଞ୍ଚାଇବାକୁ ଚିତ୍କାର କଲେ ଯାତ୍ରୀ

ଉତ୍ତରାଖଣ୍ଡ ନୈନିତାଲର କେଞ୍ଚିଧାମରେ ଶ୍ରଦ୍ଧାଳୁଙ୍କ ବସରେ ଏକ ବିଷାକ୍ତ ସାପ ପଶିବା ଫଳରେ ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ସାପଟିକୁ ବସ୍‌ରୁ ବାହାର କରିଛନ୍ତି। କେଞ୍ଚିଧାମ ନୈନିତାଲ ଠାରୁ ପ୍ରାୟ…

ଭାରତର ରହସ୍ୟମୟ ହ୍ରଦ! ଯାହା ସମୟ ସମୟରେ ପାଣିର ରଙ୍ଗ ପରିବର୍ତ୍ତନ କରେ

ଭାରତରେ ଏକରୁ ଅଧିକ ସୁନ୍ଦର ସ୍ଥାନ ଅଛି, ଯାହାର ପ୍ରକୃତିକ ସୌନ୍ଦର୍ଯ୍ୟ ଆକର୍ଷିତ କରିଥାଏ ।ଭାରତରେ ଅନେକ ରହସ୍ୟମୟ ସ୍ଥାନ ମଧ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଆମେ ଆପଣଙ୍କୁ ଏପରି ଏକ ହ୍ରଦ ବିଷୟରେ କହିବାକୁ ଯାଉଛୁ ଯାହା ଏହାର ରଙ୍ଗ ବଦଳାଇଥାଏ । ଉତ୍ତରାଖଣ୍ଡ ରେ ଅଛି…