Browsing Tag

national news

କଂଗ୍ରେସକୁ ବଡ଼ ଝଟକା, ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ଦଳ ଛାଡିଲେ ଅନୀଲ ଆଣ୍ଟୋନୀ

ଗୁଜରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ତଥା କଂଗ୍ରେସ ନେତା ଅନୀଲ ଆଣ୍ଟୋନୀ ଦଳରୁ ଇସ୍ତଫା ଦେଇଛନ୍ତି । ଅନୀଲ ବୁଧବାର ଦିନ ଟ୍ଵିଟ୍‌ କରି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଟ୍ଵିଟ୍‌ କରି…

ମକର ସଂକ୍ରାନ୍ତିରେ ଜ୍ୱାଇଁ ପାଇଁ ପରସା ଗଲା ୧୭୩ ପ୍ରକାରର ବ୍ୟଞ୍ଜନ, ଖାଦ୍ୟ ପ୍ରସ୍ତୁତି ପାଇଁ ଶାଶୁକୁ ଲାଗିଲା ୪ ଦିନ

ଭାରତୀୟ ପରିବାରରେ ଝିଅର ସ୍ୱାମୀ ଅର୍ଥାତ୍‌ ଜ୍ୱାଇଁର ଏକ ଖାସ୍‌ ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ, ଦେଶର ପ୍ରତ୍ୟେକ ଭାଗରେ ଶ୍ୱଶୁର ଘର ଲୋକେ ନିଜ କ୍ଷମତାଠୁ ବଳି ଜ୍ୱାଇଁର ଚର୍ଚ୍ଚା କରିବାକୁ ଚେଷ୍ଟା କରନ୍ତି। ଶ୍ୱଶୁର ଘରେ ଜ୍ୱାଇଁକୁ ସ୍ୱତନ୍ତ୍ର ସମ୍ମାନ…

କିଏ ଏହି ରବି କୁମାର, ଯାହାଙ୍କୁ ମିଳିବ ମୁକେଶ ଅମ୍ବାନୀଙ୍କ ଠାରୁ ୪ ଗୁଣା ଅଧିକ ଦରମା

ପ୍ରମୁଖ ଆଇଟି କମ୍ପାନୀ କଗନିଜାଣ୍ଟ ତାର ନୂଆ ସିଇଓର ନିଯୁକ୍ତି କରିସାରିଛି । ଇନଫୋସିସର ପୂର୍ବ ପ୍ରେସିଡେଣ୍ଟ ରବି କୁମାରଙ୍କୁ କଗ୍ନିଜାଣ୍ଟ ନିଜର ନୂଆ ସିଇଓ ଭାବେ ନିଯୁକ୍ତି କରିଛି । ରବିଙ୍କୁ କମ୍ପାନୀ ନୂୂଆ ସିଇଓ ଏବଂ ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି କରିଛି । ବ୍ରିୟାନ୍‌ ହମ୍ଫ୍ରିଜଙ୍କ…

ନିଜ ହମ୍‌ସକଲଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ‘ଛୋଟା ରାହୁଲ’ ନାମରେ ଜଣାଶୁଣା ମେରଠର ଫୈଜଲ୍‌ ଚୌଧୁରୀ

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମୟରେ ଲୁଧିଆନାରେ ଜଣେ ବ୍ୟକ୍ତି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏହି ବ୍ୟକ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି, ଯାହାଙ୍କ ସହିତ ଲୋକମାନେ ଭାରତ ଯୋଡ଼ୋ ଯାତ୍ରା ବେଳେ ଫଟୋ ଉଠାଉଥିବାର ନଜର ଆସିଥିଲେ। ଏବେ ବ୍ୟକ୍ତି ଜଣକ ରାହୁଲ…

ଛୁଟି ଦିନରେ କର୍ମଚାରୀଙ୍କୁ କେହି କରିପାରିବେ ନାହିଁ ‘Disturb’; ନହେଲେ ଦେବାକୁ ପଡ଼ିବ ୧ ଲକ୍ଷ ଟଙ୍କା…

ପ୍ରତ୍ୟେକ ଚାକିରିଆ ବ୍ୟକ୍ତି ଚାହାଁନ୍ତି ଯେ ଛୁଟିଦିନରେ କମ୍ପାନୀର କର୍ମଚାରୀ ତାଙ୍କୁ ଡିଷ୍ଟର୍ବ ନ କରନ୍ତୁ ଏବଂ ସେମାନେ ଏହି ସମୟକୁ ନିଜ ପରିବାର ସହିତ ହିଁ ବିତାନ୍ତୁ। କିନ୍ତୁ ସାଧାରଣତଃ ଏହା ଦେଖାଯାଏ, ଅନେକ ବାର ସାପ୍ତାହିକ ଛୁଟି ଦିନରେ ବି କର୍ମଚାରୀମାନଙ୍କୁ କଲ୍‌ କରି କୌଣସି ନା…

ବିହାରରେ ମାଟି ତଳୁ ବାହାରୁଛି ତେଲ! ବାଲ୍ଟି ବାଲ୍ଟି ବୋହି ନେଉଛନ୍ତି ଲୋକେ…ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ବିହାରର। ଏଥିରେ କୁହାଯାଉଛି କି, ମାଟି ତଳୁ ତେଲ ବାହାରୁଛି। ଆପଣ ଏହି ଭାଇରାଲ ଭିଡିଓରେ ଦେଖିପାରିବେ, ମାଟି ଭିତରୁ କଞ୍ଚା ତେଲ ବାହାରୁଛି। ତେଲ ଏତେ ଦ୍ରୁତି ଗତିରେ ବାହାରୁଛି ଯେ ତାହା…

ଇନ୍ଦୋର ନଗର ନିଗମ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ଦେଲା ଫୁଟ୍‌ପାଥ; ଭାଇରାଲ ଫଟୋକୁ ନେଇ ତାତିଲେ ସପା ଓ କଂଗ୍ରେସ ନେତା

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଇନ୍ଦୋରରେ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ଏହି କ୍ରମରେ ଇନ୍ଦୋର ନଗର ନିଗମ ଦେଶର ଜାତୀୟ ପତାକା ରଙ୍ଗରେ ଫୁଟପାଥକୁ ମଧ୍ୟ ରଙ୍ଗେଇ ଦେଇଥିଲା, ଯାହାକୁ ନେଇ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଢ଼ି ଏବଂ ସମାଜବାଦୀ ପାର୍ଟି ନେତା ରାଜୀବ ରାୟ ସୋସିଆଲ…

କାନପୁରରେ ଥଣ୍ଡାର ପ୍ରକୋପ; ୯ ଦିନରେ ହାର୍ଟ ଆଟାକ୍‌ରେ ୧୩୧ ଜଣଙ୍କ ମୃତ୍ୟୁ…ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲେ ଡାକ୍ତର

ଉତ୍ତର ପ୍ରଦେଶର କାନପୁରରେ ଥଣ୍ଡା କାରଣରୁ ହାର୍ଟ ଆଟାକ୍‌ରେ ହେଉଥିବା ମୃତ୍ୟୁ ଚିନ୍ତାର ବିଷୟ ହୋଇଛି। ୧ ଜାନୁୟାରୀରୁ ୯ ଜାନୁୟାରୀ ମଧ୍ୟରେ ୧୩୧ ଜଣଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଛି। LPS Heart Disease Centerର କାର୍ଡିଓଲୋଜି ଡିପାର୍ଟମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ବିନୟ କୃଷ୍ଣା…

ସୋନିଆ ଗାନ୍ଧୀ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି; ହସ୍ପିଟାଲ ପକ୍ଷରୁ ଜାରି ହେଲା ଏହି ବୟାନ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମରେ ଖବର ଆସିବା ପରେ କଂଗ୍ରେସର ସମସ୍ତ ନେତା ଏବଂ କର୍ମୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଶ୍ୱସନ ସମ୍ବନ୍ଧୀୟ ଭାଇରାଲ ସଂକ୍ରମଣ…

ଏଣିକି ଟ୍ରେନ୍‌ରେ ବସି ଯାତ୍ରା କରି ପାରିବ ଆପଣଙ୍କ ପୋଷା କୁକୁର! ରେଲୱେ ପ୍ରସ୍ତୁତ କଲା ନୂଆ ଯୋଜନା

ଯଦି ଆପଣଙ୍କ ପାଖରେ ଡଗି ଅଛି ଏବଂ ଆପଣ ତା’ ସହିତ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ ରହିଛି। ଆଜି ପର୍ଯ୍ୟନ୍ତ ଆପଣ ଯେଉଁଭଳି ଭାବେ ନିଜ ପୋଷା ପ୍ରାଣୀ ବା ପୋଷା କୁକୁରକୁ କୋଚ୍‌ରେ ଧରି ଯାତ୍ରା କରୁଥିଲେ, ତ ପାଖରେ ଥିବା ସହଯାତ୍ରୀମାନେ ଏ ନେଇ ନାନା…

ରେଲୱେ ଯାତ୍ରୀମାନଙ୍କୁ ଦେଇଥାଏ ମାଗଣା ଖାଦ୍ୟ; ଟ୍ରେନ୍‌ ବିଳମ୍ବ ହେଲେ IRCTCର ଏହି ସୁବିଧାରୁ ଉଠାନ୍ତୁ ଫାଇଦା

ଶୀତ ଋତୁ ଚାଲିଛି। ଦେଶର ଅଧିକାଂଶ ସ୍ଥାନରେ କୁହୁଡ଼ି ସମସ୍ୟା ଲାଗି ରହିଛି। ଏମିତିରେ ଟ୍ରେନ୍‌ଗୁଡ଼ିକ ବିଳମ୍ବ ହେଉଛି, ଯେଉଁ କାରଣରୁ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଅନେକ ବାର ଟ୍ରେନ୍‌ ବିଳମ୍ବ ହେତୁ ଲୋକମାନଙ୍କର ଫ୍ଲାଇଟ୍‌ ମଧ୍ୟ ମିସ୍‌ ହୋଇ ଯାଉଛି।…

ଓଭରସ୍ପୀଡିଙ୍ଗ୍‌ ଯୋଗୁ ଦୁଇ ଦୁଇଥର କଟିଛି ରିଷଭ୍‌ ପନ୍ତଙ୍କ ମର୍ସିଡିଜ୍‌ର ଚାଲାଣ; ୟୁପି ପୋଲିସ ପଠାଇଥିଲା ନୋଟିସ୍‌

ଭାରତୀୟ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କର ଶୁକ୍ରବାର ସକାଳେ ବଡ଼ ଧରଣର ଆକ୍ସିଡେଣ୍ଟ ହୋଇଛି, ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ତାଙ୍କ ମର୍ସିଡିଜ୍ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାସ୍ତା ଡିଭାଇଡର୍ ସହ ଗାଡ଼ି ପିଟି ହୋଇଯିବାରୁ ରିଷଭ…