ମେଡିକାଲ କଲେଜରେ ନାଁ ଲେଖା ପରେ ହେଲେ ଅଯୋଗ୍ୟ, ବିଦାକଲା ଭୀମସାର ମେଡିକାଲ କଲେଜ
ସମ୍ବଲପୁର : ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ କଲେଜରେ ନାଁ ଲେଖା ସରିବା ପରେ ବଦଳିଲା ରାଙ୍କ । ଏବେ ମେଡିକାଲ କଲେଜରୁ ବାହାର କରିହେବା ପରେ ନ୍ୟାୟ ଅପେକ୍ଷାରେ ମେଡିକାଲ ଛାତ୍ର । ବୁର୍ଲା ଭୀମସାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ବିଜେପୁର ରଙ୍ଗମାଟିଆର…