ଶେଷ ଓଭରରେ ହାରୁ ହାରୁ ଜିତିଗଲା ପାକିସ୍ତାନ, ହାରିଲା ନେଦରଲାଣ୍ଡସ୍
କଲମ୍ବୋ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚରେ ନେଦରଲାଣ୍ଡସକୁ ୩ ୱିକେଟରେ ହରାଇଲା ପାକିସ୍ତାନ । କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚକୁ ପାକିସ୍ତାନ ୩ ୱିକେଟରେ ଜିତିଛି । ନେଦରଲାଣ୍ଡସ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ କରି ଅଲଆଉଟ ହୋଇଥିଲା । ଜବାବରେ ପାକିସ୍ତାନ ଟିମ୍…