Browsing Tag

new rule

EPFO: ଆପଣଙ୍କର ଇପିଏଫ୍‌ ଆକାଉଣ୍ଟ ଅଛି କି; ତେବେ ଆପଣବି ପାଇପାରିବେ ୭ ଲକ୍ଷ ଟଙ୍କାର ସୁବିଧା, ଜାଣନ୍ତୁ କିପରି

ଭବିଷ୍ୟ ନିଧିବା ଇପିଏଫ୍ର ଅେନକ ସୁବିଧା ରହିଛି । ଏଥିରେ ଆବଶ୍ୟକ ସମୟରେ କର୍ମଚାରୀମାନେ ଟଙ୍କା ଉଠାଇ ପାରନ୍ତି ଏହା ସହ ୧୫ ବର୍ଷ ପୂରଣ ହେବା ପରେ ଜଣେ ପେନସନ୍‌ ପାଇଁ ଯୋଗ୍ୟ ହୋଇଥାଏ । ବେସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏହା ବେଶ୍‌ ଲାଭ ଦାୟକ । ଏବେ ଇପିଏଫ୍‌ କଟୁଥିବା…

ଗୁଗଲ ପେ, ଫୋନ ପେ ଏବଂ ଅନ୍ଯ UPI ଆପର ବ୍ଯବହାରକୁ ସୀମିତ କରିବା ପାଇଁ ଆସିଲା ନୂଆ ନିୟମ, ୧ ଜାନୁଆରୀରୁ ହେବ ଲାଗୁ

ଗୁଗଲ୍ ପେ, ପେଟିଏମ୍ ଓ ଫୋନ୍ ପେ ସମେତ ଥାର୍ଡ଼ ପାର୍ଟି ପେମେଣ୍ଟ ଆପ୍ ମାଧ୍ୟମରେ ୟୁପିଆଇ (Unified Payment Interface) ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ ଖବର। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡର୍ସ ଉପରେ ୨୦୨୧ ଜାନୁଆରୀ ୧ ତାରିଖରୁ ୩୦…

ଲୋକାଲ ହେଲମେଟ ପିନ୍ଧିବା ଏବଂ ତିଆରି କରିବା ପଡିବ ମହଙ୍ଗା, ହେବ ଜରିମାନା ଏବଂ ଜେଲ୍‌

କେନ୍ଦ୍ର ସରକାର ଲଗାତାର ଟ୍ରାଫିକ ନିୟମ ଏବଂ ସଡକ ସୁରକ୍ଷାକୁ ନେଇ ବିଭିନ୍ନ ନିୟମ ପରିବର୍ତ୍ତନ କରୁଛନ୍ତି। ପୂର୍ବରୁ ମୋଟର ଯାନ ସଂଶୋଧନକୁ ନେଇ ଆଇନ ଲାଗୁ କରିଥିଲେ। ଯେଉଁଥିରେ ଯାତାୟତ ନିୟମ ଭାଙ୍ଗିଲେ ପୂର୍ବାପେକ୍ଷା ୧୦ ଗୁଣା ଅଧିକ ଜରିମାନା ଦେବାକୁ ହେବ। ଏବେ କେନ୍ଦ୍ର ସରକାର ପକ୍ଷରୁ…

ଆଜି ଠାରୁ ପରିବର୍ତ୍ତନ ହେଉଛି ଏହି ୫ ନିୟମ, ଯାହା ଜାଣିବା ଆପଣଙ୍କୁ ନିହାତି ଜରୁରୀ

ଜୁନ୍ ମାସ ଆମ ସମସ୍ତଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ମାସ । ଆଉ ଆଜି ଠାରୁ ଆପଣଙ୍କ ଜୀବନରେ ଅନେକ କିଛି ନିୟମ ମଧ୍ୟ ପରିବର୍ତ୍ତନ ହେଉଛି। କରୋନା ଭାଇରସ ସଂକ୍ରମଣ ଭିତରେ ଜାଣି ନିଅନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଆଜି ଠାରୁ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପ୍ରଭାବ ପକାଇପାରେ।…

ମାର୍ଚ୍ଚ ୧ରୁ ବଦଳୁଛି ଗ୍ୟାସ୍‌ ସିଲିଣ୍ଡର, ୨୦୦୦ ଟଙ୍କିଆ, ଜିଏସ୍‌ଟି ସମେତ ଏହି ୫ଟି ନିୟମ; ନିଶ୍ଚୟ ଜାଣନ୍ତୁ

୧ ମାର୍ଚ୍ଚ ଅର୍ଥାତ୍‌ ଆସନ୍ତାକାଲିଠାରୁ ଭାରତରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନର ପ୍ରଭାବ ସିଧାସଳଖ ଆପଣଙ୍କ ଜୀବନ ଉପରେ ପଡ଼ିବ। ଏହି ନିୟମ ଯୋଗୁ ଗୋଟେ ପଟେ ଆପଣଙ୍କୁ କିଛି ଲାଭ ହେଉଥିବା ବେଳେ ଆଉ କିଛି ନିୟମ ଯୋଗୁ କ୍ଷତି ହୋଇପାରେ। ତେବେ ଆସନ୍ତୁ ଜାଣିବା…

ଏସ୍‌ବିଆଇ ଖାତାଧାରୀ କାଲି ଭିତରେ କରିନିଅନ୍ତୁ ଏସବୁ କାମ, ନଚେତ୍‌ ବନ୍ଦ ହୋଇଯିବ ଆକାଉଣ୍ଟ

ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅଛି ତେବେ ସାବଧାନ ହୋଇଯାଆନ୍ତୁ। ୧ ମାର୍ଚ୍ଚରୁ ଏସ୍‌ବିଆଇ ନିୟମରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିୟମାନୁସାରେ ଆପଣଙ୍କ ବ୍ୟାଙ୍କିଙ୍ଗ କାମରେ କେତେକ ପରିବର୍ତ୍ତନ ହେବ। ଏସବୁ ଜିନିଷକୁ ଗୁରୁତ୍ୱ ନ ଦେଲେ ଆପଣଙ୍କ…

ଉତ୍ତର ପ୍ରଦେଶରେ ଜାରି ହେଲା ନୂଆ ନିୟମ, କରବା ଚୋୖଥ ସେଲ୍ଫି ଉଠାଇ ପଠାଇଲେ ଘରେ ତିଆରି ହେବ ପାଇଖାନା

ସାଧାରଣତଃ ଗୋଟେ ଝିଅ ନିଜ ଜୀବନ ସାଥି ଠାରେ କେଉଁ କେଉଁ ଗୁଣ ଖୋଜିଥାଏ । ତା ସ୍ୱାମୀ ବହୁତ ସୁନ୍ଦର ହୋଇଥିବ, ବୁଝିବା ଶକ୍ତି ଥିବା ଓ ପରିସ୍ଥିତିକୁ ସମ୍ଭାଳି କାମ କରିପାରୁଥିବ, ଅଥବା ଭଲ ଚାକିରୀ କରୁଥିବ । କିନ୍ତୁ କେହି ମଧ୍ୟ ପ୍ରତିଦିନର ସୁବିଧା ସୁଯୋଗ ଉପରେ ସେତେଟା ଗୁରୁତ୍ୱ…

ଆଉ ଚଳିବନି କାମ ଚଳା ହେଲମେଟ, ସତର୍କ ରୁହନ୍ତୁ ନହେଲେ ଗଣିବେ ଜରିମାନା

ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଅଧିନିୟମରେ ବିନା ହେଲମେଟ ଚାଳକଙ୍କ ଉପରେ ମୋଟା ଅଙ୍କର ଚାଲାଣ କଟା ଚାଳିଛି। କିନ୍ତୁ ଏବେ ଏହି ନିୟମରେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଆଉ ସେହିଟି  ହେଉଛି ଖରାପ ଗୁଣବତ୍ତାର  ହେଲମେଟ ପିନ୍ଧିଲେ ମଧ୍ୟ ଲାଗିବ ଫାଇନ। ଉତ୍ତମ ଗୁଣବତ୍ତା ଓ…

ସରକାରୀ କର୍ମଚାରୀଙ୍କୁ ଜଳଖିଆରେ ଆଉ ମିଳିବନି ଚା’-ବିସ୍କୁଟ, ପ୍ଳାଷ୍ଟିକ ବୋତଲରେ ପାଣି ପିଇବା ମଧ୍ୟ ହେବ ବନ୍ଦ

ସରକାରୀ ଅଧିକାରୀ ଏବେ ବୈଠକ ସମୟରେ ଆଉ ଉଠାଇ ପାରିବେ ନାହିଁ ଚା ସହ ବିସ୍କୁଟର ମଜା। ଅଧିକାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି ଏବେ ସରକାର ଉଠାଇଛନ୍ତି ନୂଆ ପଦକ୍ଷେପ। ଏଣୁ ଏବେ ଚା ଏବଂ ବିସ୍କୁଟ ସ୍ଥାନରେ ଦେଶରେ ସରକାରୀ କର୍ମଚାରୀଙ୍କୁ ଜଳଖିଆରେ ଭିଜା ଏବଂ ସିଝା ଚଣା/ବୁଟ…

ଅନଲାଇନ୍ ସପିଂ ସାଇଟକୁ ଝଟକା ! ନୂଆ ବର୍ଷରେ ସରକାର ଲାଗୁ କଲେ ନୂଆ ନିୟମ

ନୂଆଦିଲ୍ଲୀ : ଆମାଜନ୍ ଓ ଫ୍ଲିପ୍କାର୍ଟ ଭଳି ଇ-କମର୍ସ ସଂସ୍ଥାଗୁଡ଼ିକ ପାଇଁ ବଢ଼ିଛି ଅସୁବିଧା। ଏନେକ ନିୟମକୁ କଡ଼ାକଡ଼ି କରିଛନ୍ତି ସରକାର। ଏବେ ଆଉ ଅନଲାଇନ ସାଇଟ ଗୁଡ଼ିକର ଚାଲିବନି ମନମାନି। ସରକାରଙ୍କର ସମସ୍ତ ନିୟମକୁ ପାଳନ କରି କରିବାକୁ ପଡ଼ିବ କାରବାର। ଆସନ୍ତୁ ଜାଣିବା କଣ ରହିଛି ନିୟମ ଏବଂ…