ଟ୍ରେନ୍ ଟିକେଟ୍ ବାତିଲ ନିୟମରେ ବଡ଼ ପରିବର୍ତ୍ତନ, ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ନିୟମ
ଭାରତୀୟ ରେଳବାଇ କନଫର୍ମ ହୋଇଥିବା ଟିକେଟ୍ ବାତିଲ ନିୟମରେ ପରିବର୍ତ୍ତନ ଆଣିଛି । ନୂଆ ନିୟମ ଆସନ୍ତା ଏପ୍ରିଲ ୧ରୁ ୧୫ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଲାଗୁ ହେବ । ସଂଶୋଧିତ ଟିକେଟ୍ ବାତିଲ ନିୟମ ଅନୁସାରେ, ଟ୍ରେନ୍ ଛାଡ଼ିବା ସମୟର ୭୨ ଘଣ୍ଟା ପୂର୍ବରୁ ଯଦି ଟିକେଟ୍ ବାତିଲ କରୁଛନ୍ତି ତାହେଲେ…