Below header
Browsing Tag

new variant omicron

ଭାରତରେ ଓମିକ୍ରନ BA.4 ଭ୍ୟାରିଏଣ୍ଟର ଦ୍ୱିତୀୟ ମାମଲା! ହାଇଦ୍ରାବାଦ ପରେ ତାମିଲନାଡ଼ୁରେ ଚିହ୍ନଟ ହେଲେ ରୋଗୀ

ବିଶ୍ୱର ଅନେକ ଦେଶରେ ଦେଖାଦେଇ ସାରିଥିବା ଓମିକ୍ରନର BA.4 ସବ୍‌ ଭ୍ୟାରିଏଣ୍ଟ ଏବେ ଭାରତରେ ରୂପ ଦେଖାଇଛି। ହାଇଦ୍ରାବାଦ ପରେ ଭାରତରେ ଏହାର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି। ନୂଆ ମାମଲା ତାମିଲନାଡ଼ୁର ବୋଲି କୁହାଯାଉଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଏକ ବୟାନରେ…

ଭାରତରେ ପ୍ରଥମ ଥର ଦେଖାଦେଲା ଓମିକ୍ରନର ନୂଆ ଭ୍ୟାରିଏଣ୍ଟ BA.4; ପୁଣି ଏକ ଲହର ଆସିବା ନେଇ ଆଶଙ୍କା

କରୋନା ଏବେ ବି ତା’ର ନୂଆ ନୂଆ ରୂପ ଦେଖାଉଛି। ଦେଶରେ କିଛି ଦିନ ହେବ କରୋନା ମାମଲା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏହାରି ଭିତରେ ଆଉ ଏକ ନୂଆ ଭ୍ୟାରିଏଣ୍ଟ ଭାରତରେ ପାଦ ଥାପିଛି। ହାଇଦ୍ରାବାଦରେ BA.4 ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଭାରତୀୟ ରୋଗୀମାନଙ୍କଠାରେ…

ଓମିକ୍ରନକୁ ନେଇ ଡରି ଯାଆନ୍ତୁ ନାହିଁ ଡାଇବେଟିସ୍‌ ରୋଗୀ, ଏମିତି ଉପାୟରେ ରହି ପାରିବେ ସୁରକ୍ଷିତ; ଜାଣି ରଖନ୍ତୁ ଅତି…

କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏପରି ସ୍ଥିତିରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଜରୁରୀ କି, ସେମାନେ କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ଅନୁସରଣ କରନ୍ତୁ। ବିଶେଷଜ୍ଞଙ୍କ ମୁତାବକ, ଡାଇବେଟିସ୍‌ ରୋଗୀ ନିୟମିତ ରୂପେ ବ୍ୟାୟାମ…

ଓମିକ୍ରନ ଠାରୁ ପିଲାଙ୍କୁ କେମିତି ସୁରକ୍ଷିତ ରଖିବେ ପଢ଼ନ୍ତୁ ଟିପ୍ସ, ସଂକ୍ରମଣ ପାଖ ମାଡିବନି

ଓମିକ୍ରନର ଭୟ ଏବେ ସବୁ ଲୋକଙ୍କ ମନରେ। ଖାସ କରି ବାପା ମାଆଙ୍କର ନିଜ ପିଲାଙ୍କୁ ନେଇ ନିଦ ଉଡିଯାଇଛି। କାହିଁକିନା ବୟଷ୍କଙ୍କୁ ଟିକା ଦିଆଯାଇସାରିଛି। କିନ୍ତୁ ଏବେ ସୁଦ୍ଧା ପିଲାଙ୍କ ପାଇଁ ଭ୍ୟାକସିନ୍‌ ଆସିନାହିଁ। ଏମିତିରେ କରୋନାର ନୂଆ ଭାରିଆଣ୍ଟ ଠାରୁ ନିଜ ପିଲାମାନଙ୍କୁ ସୁରକ୍ଷା…

ଚିନ୍ତା ବଢ଼ାଇଲା ନୂଆ ଭାରିଆଣ୍ଟ, ବିଶ୍ୱର ପ୍ରଥମ ଓମିକ୍ରନ୍‌ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶ୍ୱର ବିଭନ୍ନ ଦେଶକୁ ଏବେ ଏହା ବ୍ୟାପି ଯାଇଥିବା ବେଳେ ବ୍ରିଟେନ୍ ମଧ୍ୟ ଏହାରି ଭିତରେ ସାମିଲ୍‌ ରହିଛି । କିନ୍ତୁ ଆଜି ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହୋଇଛି । ଏନେଇ ବ୍ରିଟେନ୍‌…

ସାମ୍ନାକୁ ଆସିଲା ଓମିକ୍ରନର ନୂଆ ଲକ୍ଷଣ, ଯାହା କେବଳ ରାତିରେ ହିଁ ଦେଖା ଦେଉଛି

ଥମିବାର ନାଁ ଧରୁନି କରୋନା ମହାମାରୀ। ନୂଆ ନୂଆ ରୂପରେ ବାରମ୍ବାର ସାମ୍ନାକୁ ଆସୁଛି କୋଭିଡ। ଡେଲ୍ଟା ଭ୍ୟାରିଏଣ୍ଟ ପରେ ଏବେ ଓମିକ୍ରନ ନୂଆ ବିପଦ ହୋଇ ସାମ୍ନାକୁ ଆସିଛି। ପୂର୍ବରୁ ଡେଲ୍ଟା ଯେଭଳି ବିପଦପୂର୍ଣ୍ଣ ଥିଲା ଓମିକ୍ରନ ତା ଠାରୁ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ମାଡ଼ି ଆସୁଛି ଓମିକ୍ରନ! ରକ୍ଷା କରିବ ସବୁଜ ପରିବା ଓ ଋତୁକାଳୀନ ଫଳ, ଦୈନିକ ୪୦ ମିନିଟ୍‌ ବସନ୍ତୁ ଖରାରେ; ଜାଣି ରଖନ୍ତୁ…

କରୋନାର ଭୟ, ଯାହା ଗତବର୍ଷ ମାର୍ଚ୍ଚ-ଏପ୍ରିଲରୁ ଆରମ୍ଭ ହୋଇଥିଲା, ତାହା କିଛି ମାସ ଧିମା ପଡ଼ି ଯାଇଥିଲା। କିନ୍ତୁ ଏବେ ଓମିକ୍ରନ ଭ୍ୟାରିଆଣ୍ଟ ଆସିବା ପରେ ଏହା ପୁଣିଥରେ ସକ୍ରିୟ ହୋଇ ଉଠିଛି। ଏମିତି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କ’ଣ ଓମିକ୍ରନ ଏତେ ବିପଜ୍ଜନକ ହେବ ଯେ ଏଥିରେ ଆମେ ଭୟଭୀତ…

କାନାଡାରେ ୧୫ ନୂଆ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ, ଭାରତରେ ବି ଆତଙ୍କ !

କେନ୍ଯୁଜ୍: ବିଶ୍ୱରେ ଓମିକ୍ରନ ଆତଙ୍କ। ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ୩୦ ଦେଶକୁ ବ୍ୟାପିଲାଣି ଓମିକ୍ରନ । ବ୍ରିଟେନରେ ତ୍ରୀବ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ୭୫ଜଣ ନୂଆ ସଂକ୍ରିମତ ହୋଇଛନ୍ତି। କାନାଡାରେ ୧୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ…

ଏବେ ଯାଏଁ ଓମିକ୍ରନ୍‌ ଯୋଗୁ ଯାଇନି ଗୋଟିଏ ବି ଜୀବନ, ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। କିନ୍ତୁ ଓମିକ୍ରନ୍‌ ଦ୍ୱାରା କାହାର ମୃତ୍ୟୁ ହୋଇଥିବା ନେଇ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଇତିମଧ୍ୟରେ ପାଖାପାଖି ୨୯ଟି ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ୍‌।…

କରୋନାର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’ର ଅର୍ଥ କ’ଣ? ଜାଣନ୍ତୁ, କାହିଁକି ଦିଆଯାଇଛି ଏମିତି ନାଁ

ରୂପ ବଦଳାଇ ପୁଣିଥରେ ସାମ୍ନାକୁ ଆସିଛି କରୋନା। ଏବେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଆତଙ୍କ ରଚୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ଭ୍ୟାରିଏଣ୍ଟକୁ ଅତ୍ୟଧିକ ବିପଦପୂର୍ଣ୍ଣ ବୋଲି କୁହାଯାଇଛି। ତେବେ ଏହି ଭ୍ୟାରିଏଣ୍ଟ ବିଷୟରେ ବିସ୍ତୃତ ସୂଚନା ଆସିବା ଏବେ ବି ବାକି ଅଛି।…

ଡେଲ୍‌ଟାଠାରୁ ଅଲଗା ‘ଓମିକ୍ରନ’ ସଂକ୍ରମିତଙ୍କ ଲକ୍ଷଣ! ଯାଉନି ସ୍ୱାଦ କି ଗନ୍ଧ, ଥକ୍କାପଣ ଓ ମୁଣ୍ଡବିନ୍ଧା ହିଁ ଶରୀରକୁ…

ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ଆଉ ଏକ କଥା ସାମ୍ନାକୁ ଆସିଛି। ଏଥିରେ ସଂକ୍ରମିତ ବ୍ୟକ୍ତି ସ୍ୱାଦ ଓ ଗନ୍ଧ ଯିବା ନେଇ କୌଣସି ବି ଅଭିଯୋଗ କରି ନାହାନ୍ତି। ଏପରି କି, ସେମାନଙ୍କ ନାକ ବନ୍ଦ ହେବା କିମ୍ବା ଶରୀରର ତାପମାତ୍ରା ବହୁତ ଅଧିକ…

ବହୁତ ଘାତକ ହୋଇପାରେ ନୂଆ ଭେରିୟଣ୍ଟ ‘ଓମିକ୍ରନ’, ରକ୍ଷା ପାଇବା ପାଇଁ ନିଶ୍ଚୟ କରନ୍ତୁ ଏହି ୫ ଅଭ୍ୟାସ

କରୋନା ଭାଇରସର ନୂଆ ଭେରିୟଣ୍ଟ ‘ଓମିକ୍ରନ’ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ଏହି ନୂଆ ଭେରିୟଣ୍ଟ ଭ୍ୟାକସିନକୁ ବି ଚକମା ଦେଇଦେଉଛି। ଓମିକ୍ରୋନକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି। ଯେମିତିକି ଏହାର ଲକ୍ଷଣ କଣ ଏବଂ ଏଥିରୁ କେମିତି ରକ୍ଷା ମିଳିବ ଇତ୍ୟାଦି। ତେବେ…