Browsing Tag

nitish kumar

ନୀତିଶ ଆମର, ଏନଡିଏରେ ଯେବେ ଚାହିଁବେ ମିଶି ପାରିବେ : କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ଵାଲେ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆମର , ଆମ ସହ (ଏନଡିଏ) ଯେବେ ବି ଚାହିଁବେ ମିଶି ପାରିବେ । ତେଣୁ ଆଗାମୀ ଅଗଷ୍ଟରେ ମୁମ୍ବଇରେ ହେବାକୁ ଥିବା ବିରୋଧୀ ଦଳ ‘ଇଣ୍ଡିଆ’ ବୈଠକରେ ନୀତିଶ ଯୋଗ ଦେବେ ନାହିଁ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ଅଠଓ୍ଵାଲେ । ନୀତିଶ ଆମ ପାଖକୁ…

ନୀତିଶଙ୍କ ସୁରକ୍ଷାରେ ବଡ ତ୍ରୁଟି, ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ମାଡି ଆସିଲା ବାଇକ୍‌

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମର୍ଣ୍ଣିଂ ୱାକରେ ବାହାରି ଥିବା ସମୟରେ ଏକ ବାଇକ୍‌ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ନିବାସ ସ୍ଥିତ ମାର୍ଗ ଦେଇ ସକାଳେ ମର୍ଣ୍ଣି ୱାକ୍ କରିବାକୁ…

ନୀତିଶ କୁମାରଙ୍କୁ ବଡ ଝଟକା, ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଜିତନ ରାମ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ

ବିହାର ରାଜନୀତିରେ ବଡ ହଲଚଲ । ନୀତିଶ କୁମାର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ । ସେ ନୀତିଶଙ୍କ ସରକାରରେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଦାୟିତ୍ବ ତୁଲାଉଥିଲେ । ସେ ତାଙ୍କର ଇସ୍ତଫା ନେଇ ସଂସଦୀୟ…

ନବୀନ ନିବାସରେ ନୀତୀଶ କୁମାର: ଓଡିଶା-ବିହାର ରାଜନୀତି ନେଇ ଚାଲିଛି ଆଲୋଚନା !

ଭୁବନେଶ୍ୱର (କେନ୍ୟୁଜ): ନବୀନ-ନୀତୀଶ ଆଲୋଚନା । ନବୀନ ନିବାସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇଥିଲେ ନବୀନ ନିବାସ । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିତରକୁ ପାଛୋଟି ନେଇଥିଲେ । ଏହାପରେ…

ଆଜି ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ: ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତିଶ କୁମାର

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଆସିବେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦିନ ୧୧ଟାରେ ନିତୀଶ ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ନୀତୀଶ ମଧ୍ୟାହ୍ନ ଭୋଜନ କରିବେ…

ଓଡ଼ିଶା ଆସିବେ ନୀତୀଶ!, ୨୦୨୪ ବିରୋଧୀ ମେଣ୍ଟ ପାଇଁ ପଡ଼ିଲା ମୂଳଦୁଆ, କୋଲକାତାରେ ଭେଟିଲେ ମମତାଙ୍କୁ

ବିଜେପି ବିରୋଧୀଙ୍କ ମହାମେଣ୍ଟ ପାଇଁ ମହାଅଭିଯାନ। ବିରୋଧୀ ଶକ୍ତିଙ୍କୁ ଏକଜୁଟ୍‌ କରିବା ଲକ୍ଷ୍ୟରେ ନୀତୀଶ କୁମାର। ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଲେ ନୀତିଶ। ସାଥିରେ ଥିଲେ ତେଜସ୍ୱୀ ଯାଦବ। ଜୟପ୍ରକାଶଙ୍କ ଆନ୍ଦୋଳନ ବିହାରରୁ…

ଅତିକ୍‌-ଅଶରଫ୍‌ଙ୍କୁ ଏଭଳି ହତ୍ୟା କରାଯିବା ନେଇ ରାଗିଲେ ନୀତୀଶ କୁମାର; ତେଜସ୍ୱୀ କହିଲେ, ଏହା ସ୍କ୍ରିପ୍ଟେଡ୍‌

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପୂର୍ବତନ ସାଂସଦ ତଥା ମାଫିଆ ଅତିକ୍‌ ଅହମ୍ମଦ ଓ ଅଶରଫ୍‌ଙ୍କ ହତ୍ୟା ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ୟୁପି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଯଦି କେହି ଜେଲ୍‌…

ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲା; ବଢିଚାଲିଛି ମୃତକଙ୍କ ସଂଖ୍ୟା, ଗଲାଣି ୫୩ ଜଣଙ୍କ ଜୀବନ

ମଦ ବନ୍ଦଥିବା ରାଜ୍ୟ ବିହାରର ସାରଣ ଜିଲ୍ଲାର ଛପ୍ରାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୫୩ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଅନେକ ଲୋକ ହସପିଟାଲରେ ଜୀବନ ପାଇଁ ମରଣ ସହିତ ସଂଘର୍ଷ କରୁଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏକାସାଙ୍ଗରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ସାରଣ…

‘ଯିଏ ମଦ ପିଇବ ସିଏ ନିଶ୍ଚିତ ମରିବ’..! ବିହାରରେ ବିଷାକ୍ତ ମଦ ପିଇ ୩୮ ମୃତ୍ୟୁ ଘଟଣାରେ ଏମିତି ଜବାବ ରଖିଲେ…

ମଦ ଉପରେ କଡ଼ା ପ୍ରତିବନ୍ଧକ, ତା’ ସତ୍ତ୍ୱେ ବିହାରର ସାରଣରେ ବିଷାକ୍ତ ମଦ ପିଇ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି ଘଟଣାକୁ ନେଇ ଲଗାତାର ଭାବେ ବିଜେପି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘେରି ରହିଛି। ଏହାରି ଭିତରେ ନୀତୀଶ କୁମାର ବିଧାନସଭାରେ ବିରୋଧୀଙ୍କ ଅଭିଯୋଗର…

’ନୀତିଶ ୧୯୮୨ ରେ ବୁଲୁଥିବା ବେଳେ ମୁଁ ଆଇଏଏସ ଥିଲି,’ ଔକାତ କଥା ନେଇ ଏପରି କହିଲେ ସାଂସଦ ଆରସିପି ସିଂହ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଜୋର ଧରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଆରସିପି ସିଂହ କହିଲେ ଯେ ନୀତିଶ କୁମାର (ବିହାର ମୁଖ୍ୟମନ୍ତ୍ରୀ) ମୋର ଔକାତ କ’ଣ ମାପିବେ, ତାଙ୍କ ନିଜର ଔକାତ ନାହିଁ । ଏକ…

ଦିଲ୍ଲୀରେ ନୀତିଶଙ୍କ ରଣହୁଙ୍କାର,ଆମେ ମୁଖ୍ୟ ଫ୍ରଣ୍ଟ ହେବୁ

ନୂଆଦିଲ୍ଲୀ : ଦିଲ୍ଲୀରେ ନୀତିଶ ଦେଇଛନ୍ତି ରଣହୁଙ୍କାର । ତୃତୀୟ ସାମ୍ମୁଖ୍ୟ ଗଠନ ନୁହେଁ ଆମେ ମୁଖ୍ୟ ଫ୍ରଣ୍ଟ ହେବୁ ବୋଲି କହିଛନ୍ତି। ଏଥିପାଇଁ ବିରୋଧୀଙ୍କୁ ଏକଜୁଟ କରିବାରେ ସେ ଲାଗିଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏନେଇ ବିଦେଶରୁ ଫେରିବା ପରେ କଂଗ୍ରେସ ଅଧ୍ୟକ୍ଷା…

ଓଡ଼ିଶା ଆସିପାରନ୍ତି ନୀତିଶ କୁମାର : ନବୀନଙ୍କୁ ଭେଟି କରିବେ ଆଲୋଚନା

(କେନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଏବେ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ରାହୁଲ ଗାନ୍ଧି, ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…