Browsing Tag

obesity

ଅଧିକ ଷ୍ଟ୍ରେସ୍‌ କିମ୍ବା ବିଚଳିତ ରହୁଛନ୍ତି କି ? ତେବେ ଜାଣନ୍ତୁ ବଢିପାରେ ଓଜନ

ଓଜନ ବୃଦ୍ଧି ଏବଂ ମୋଟାପଣ ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଯଦି ସମୟରେ ଏହାକୁ ନିୟନ୍ତ୍ରଣ ନ କରିବେ ତାହେଲେ ବଲ୍ଡ ପ୍ରେସର ଓ ଡାଇବେଟିଜ୍‌ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆମେ ମୋଟା ହେବାର ମୁଖ୍ୟ କାରଣ ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଜଙ୍କ୍‌ ଫୁଡ୍‌ । ହେଲେ…

କମ୍‌ ବୟସରେ ମୃତ୍ୟୁର କାରଣ ସାଜୁଛି ମେଦବହୁଳତା, ରିସର୍ଚ୍ଚରୁ ହେଲା ବଡ ଖୁଲାସା

ଅଧିକ ଓଜନ ପାଲିଟିବ ମୃତ୍ୟୁର କାରଣ । ମୋଟାପଣ ବା ଅଧିକ ଓଜନ ନିଜ ସାଥିରେ ଅନେକ ରୋଗକୁ ନେଇ ଆସିଥାଏ । ଏମିତି ଅନେକ ରୋଗ ଅଛି, ଯାହା ମୋଟାପଣ ବା ମେଦବହୁଳତା ପ୍ରଭାବରେ ଆସି ଶରୀରରେ ସୃଷ୍ଟି ହୋଇଥାଏ । ଏବେ ପୂର୍ବ ଅପେକ୍ଷା ଅଧିକ ଘାତକ ହୋଇଗଲାଣି ମୋଟାପଣ। ଏକ ନୂଆ ଅଧ୍ୟୟନ ଅନୁଯାୟୀ…

ଶରୀରର ଅତିରିକ୍ତ ଓଜନ ବୋହୁଛନ୍ତି କି? ତା’ ହେଲେ ନିଶ୍ଚୟ କରନ୍ତୁ କଖାରୁ ମଞ୍ଜି ସେବନ; ଜାଣନ୍ତୁ କିପରି ଖାଇବେ ଏହାକୁ

ପ୍ରତିବର୍ଷ ୨୬ ଅକ୍ଟୋବରରେ ଜାତୀୟ କଖାରୁ ଦିବସ ପାଳନ କରାଯାଏ। କଖାରୁ ନା କେବଳ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ, ବରଂ ଏହା ସ୍ୱାଦରେ ମଧ୍ୟ ବହୁତ ଭଲ ହୋଇଥାଏ। ଯଦି ଆପଣ ମୋଟାପଣ ବା ଓଭର େଓ୍ଵଟ୍‌କୁ ନେଇ ଚିନ୍ତିତ ଅଛନ୍ତି ଏବଂ ନିଜ ଶରୀରର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତ ଏମିତିରେ କଖାରୁ…

ମେଦବହୁଳତା ବଢାଇବ ଚିନ୍ତା, ଛୋଟ ପିଲାଙ୍କଠାରେ ଅଧିକ ସମ୍ଭାବନା

ସମଗ୍ର ବିଶ୍ୱରେ ବୃଦ୍ଧିପାଉଛି ମେଦ ବହୁଳତା । ଏହା ଏପରି ଏକ ରୋଗ ଯାହା ଅନ୍ୟାନ୍ୟ ବଡ ରୋଗଗୁଡିକର ବାହକ ଅଟେ । ମେଦ ବହୁଳତା ଉପରେ ଏକ ଆଶ୍ଟର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି । ୱାର୍ଲ୍ଡ ଓବେସିଟି ଫେଡେରେସନ ଏହି ରିପୋର୍ଟ ପ୍ରକାଶ କରିଛି ଯାହା ବେଶ ଆଶ୍ଚର୍ଯ୍ୟଜନକ । ରିପୋର୍ଟରେ…

ମାରାତ୍ମକ ହୋଇପାରେ ଓଜନ ବୃଦ୍ଧି! ଏହି ସବୁ ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଏ; ବେଳ ହୁଁ ହୋଇ ଯାଆନ୍ତୁ ସତର୍କ

ମୋଟାପଣ କାରଣରୁ କୌଣସି ବି ରୋଗ ଗମ୍ଭୀର ହେବାର ଆଶଙ୍କା ବଢ଼ି ଯାଇଥାଏ। ଯଦି ଆପଣଙ୍କ ଓଜନ ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି, ତା’ ହେଲେ ଯଥାସମ୍ଭବ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ନଚେତ୍‌ ଡାଇବେଟିସ୍‌ରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ, ଗମ୍ଭୀର ରୋଗ ହେବାର ଆଶଙ୍କା ଅନେକ ଗୁଣା ବଢ଼ିଯିବ।…

କମ୍‌ କ୍ୟାଲୋରୀ ଏବଂ ଏକ୍ସରସାଇଜ୍‌ ସତ୍ତ୍ୱେ ହ୍ରାସ ପାଉନାହିଁ ଆପଣଙ୍କ ଓଜନ? ଜାଣନ୍ତୁ କ’ଣ ରହିଛି ଏହାର କାରଣ

ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହେଉଛି ମୋଟାପଣ। ଏହା ପଛରେ ରହିଛି ଅନେକ କାରଣ।  ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଭୁଲ୍‌ ଖାଦ୍ୟପେୟ, ରାତି ଅନିଦ୍ରା, ଚିନ୍ତା ଆଦି କେତେକ କାରଣ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ନିଜକୁ ଫିଟ୍‌ ରଖିବାକୁ ସମସ୍ତେ ଚାହୁଁଥିବା ବେଳେ କିଛି…

ପ୍ରତିଦିନ ଖାଲିପେଟରେ ପିଅନ୍ତୁ ଏହି ଚା’, ମୋଟାପଣରୁ ମିଳିବ ମୁକ୍ତି

ଅଧିକାଂଶ ଲୋକ ମୋଟାପଣ ଯୋଗୁଁ ଚିନ୍ତାରେ ରହିଥାନ୍ତି। ଏହି ମୋଟାପଣ ଯୋଗୁଁ ପେଟ ବଢିଥାଏ। ଯାହା ଯୋଗୁଁ ଶରୀରର ବହୁତ ଖରାପ ଦେଖାଯାଏ। ମୋଟାପଣ କମାଇବା ପାଇଁ ଆପଣ ସବୁପ୍ରକାର ଉପାୟ ଆପଣାଇ ସାରିଲେଣି କିନ୍ତୁ ପେଟ କମୁନି। ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି, ପେଟ କମ୍‌ କରିବାକୁ…

ପେଟ ବଡ଼ ଅଛି କି? ସାବଧାନ! ଏବେଠୁ କମାନ୍ତୁ, ନଚେତ୍‌ ହୋଇପାରେ କ୍ୟାନ୍‌ସର

କୁହାଯାଏ ମୋଟାପଣ ହିଁ ଏକ ରୋଗ, ଯିଏ ନିଜ ସହ ଅନ୍ୟ ରୋଗଙ୍କୁ ମଧ୍ୟ ବରଣ କରିଥାଏ। ଶରୀରରେ ଚର୍ବି ଅଂଶ ବଢ଼ିବା ଦ୍ୱାରା ଅନ୍ୟାନ୍ୟ ରୋଗ କ୍ରମଶଃ ମାଡ଼ି ବସେ। ଫଳରେ ବିଭିନ୍ନ ଦୂରାରୋଗ୍ୟ ହେବା ଆଶଙ୍କା ବଢ଼ିଯାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମୋଟା ବ୍ୟକ୍ତିଙ୍କ ଠାରେ କ୍ୟାନ୍‌ସରର…

ଶୋଇବା ପୂର୍ବରୁ ପିଅନ୍ତୁ ଏହି ଜୁସ୍‌, ମୋଟାପଣ ହୋଇଯିବ ଛୁମନ୍ତର

ମୋଟାପଣ ହ୍ରାସ କରିବା ପାଇଁ ଆପଣ ଅନେକ ଉପାୟ ଆପଣାଇ ଥାଆନ୍ତି। ଡାଇଟିଙ୍ଗ୍‌ରୁ ଆରମ୍ଭ କରି ବ୍ୟାୟାମ ପଯ୍ୟର୍ନ୍ତ ଏବଂ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ଯଦି ମୋଟାପଣ ହ୍ରାସ ହେଉନି, ତା’ହେଲେ ଏବେ ଆପଣାନ୍ତୁ ଏହି ସହଜ ଉପାୟ। ବାସ୍‌, ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଏହି ଜୁସ୍‌ ପିଇ ଆପଣ…

ମେଦ ବହୁଳତା ପାଇଁ ଚିନ୍ତିତ ଥିଲେ, ରାତିରେ ଏହି ପାନୀୟ ଗୁଡିକୁ ନିଶ୍ଚିତ ପିଅନ୍ତୁ

ଆଜିକା ସମୟର ପ୍ରାୟ ସବୁ ବର୍ଗର ଲୋକେ ମେଦବହୁଳତାର ଶିକାର ହେଉଛନ୍ତି । ଏହାଦ୍ୱାରା ରୋଗ ଗ୍ରସ୍ତ ହେବା ସହ ବ୍ୟକ୍ତିତ୍ୱ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଯଦି ଆପଣ ଅତି ଶୀଘ୍ର ନିଜ ମୋଟାପଣକୁ ଘଟାଇବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ନିଜ ଖାଦ୍ୟପେୟ ପ୍ରତି ପ୍ରଥମେ ସାବଧାନ ହୋଇଯାନ୍ତୁ…

ଜାଣନ୍ତିକି ଏକାଠି ଭୋଜନ କରିବା ଦ୍ୱାରା ବଢିଥାଏ ଓଜନ

ଆଜି କାଲି ଲୋକେ ନିଜ ବଢୁଥିବା ଓଜନକୁ ନେଇ ବେଶ ଚିନ୍ତିତ । ନିଜ ଓଜନକୁ କମ କରିବା ପାଇଁ ଲୋକେ ଦିନ ରାତି ଜିମରେ ବିତେଇବା ଠାରୁ ଆରମ୍ଭ କରି ସକାଳ ସନ୍ଧ୍ୟାରେ ୱାକ କରିବାକୁ ପଛାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଖାଦ୍ୟ ଅଭ୍ୟାସ ସହ ହିଁ ଆପଣଙ୍କର ମୋଟାପଣ ସମ୍ଭନ୍ଧ ସିଧାସଳକ ଅଛି…