Below header
Browsing Tag

odia university

ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ

ପୁରୀ (କେନ୍ୟୁଜ): ସତ ହେବାକୁ ଯାଉଛି ଦୀର୍ଘବର୍ଷର ସ୍ବପ୍ନ । ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ । ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସତ୍ୟବାଦୀ ପଞ୍ଚସଖା ଖେଳପଡ଼ିଆରେ…

ସେପ୍ଟେମ୍ବର ୫ ତାରିଖ ପୂର୍ବରୁ ଓଡିଆ ବିଶ୍ଵ ବିଦ୍ୟାଳୟର ପ୍ରଥମ କୁଳପତି ଦାୟିତ୍ବ ନେବେ ପ୍ରଫେସର ସବିତା ପ୍ରଧାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସତ୍ୟବାଦୀ ସ୍ଥିତ ଓଡିଆ ବିଶ୍ଵ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସବିତା ପ୍ରଧାନ। ସେପ୍ଟେମ୍ବର ପାଞ୍ଚ ତାରିଖ ପୂର୍ବରୁ ସେ କୁଳପତି ଦାୟିତ୍ଵ ଗ୍ରହଣ କରିବେ ବୋଲି ଜଣାପଡିଛି। ଏବେ ସେ ଶାନ୍ତିନିକେତନ ବିଶ୍ଵଭାରତୀ ବିଶ୍ବବିଦ୍ୟାଳୟର…

ପୁରୀ: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କେନ୍ୟୁଜ୍(ବ୍ୟୁରୋ): ସତ୍ୟବାଦୀରେ ହେବାକୁ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ପୂର୍ତ୍ତ ବିଭାଗ ତରଫରୁ ଡିଜାଇନକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ବନ ବିଦ୍ୟାଳୟରେ ଏହି ବିଶ୍ୱବିଦ୍ୟାଳୟ…

ପୁରୀ ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ରାଜ୍ୟ କ୍ୟାବିନେଟରେ ବାଜିଛି ମୋହର

ପୁରୀ : ପୁରୀ ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ରାଜ୍ୟ କ୍ୟାବିନେଟରେ ବାଜିଛି ମୋହର । ଗତବର୍ଷ ପବିତ୍ର ଗୋପବନ୍ଧୁ ଜୟନ୍ତୀରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚଶଖାଙ୍କୁ ଏହା ଥିଲା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପ୍ରଥମ ପର୍ଯ୍ୟାୟରେ…

ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସତ୍ୟବାଦୀ(କେନ୍ଯୁଜ୍) : ପୁରୀ ଜିଲ୍ଲା ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ଟି ଜିଲ୍ଲାରୁ ମାଟି ଅଣାଯାଇ ବକୁଳବନରେ ପକାଯାଇଛି। ପଞ୍ଚସଖା ପୀଠରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରଦ୍ଧାଞ୍ଜଳି…

ପୁରୀ ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ(କେନ୍ଯୁଜ୍) : ପୁରୀ ଜିଲ୍ଲା ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପଞ୍ଚସଖାଙ୍କୁ ବକୁଳ ବନରେ ଦେବେ ଶ୍ରଦ୍ଧାଞ୍ଜଳି…

ସତ୍ଯବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ଯାଳୟ, ବକୁଳ ବନରୁ ଗୋଟିଏ ବି ଗଛ କଟାଯିବ ନାହିଁ

ଭୁବନେଶ୍ବର (କେନ୍ଯୁଜ୍) : ସତ୍ୟବାଦୀ ବକୁଳ ବନରେ ହେବାକୁ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଖୁବ୍‌ ଶୀଘ୍ର ଜଣେ ଓଏସଡିଙ୍କୁ ନିଯୁକ୍ତି ଦିଆଯିବ। ଏହାର ଅସ୍ଥାୟୀ କାଯ୍ୟାର୍ଳୟ ସତ୍ୟବାଦୀ ପାନ୍ଥନିବାସରେ ରହିବ । ଚଳିତ ବର୍ଷ ବଜେଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଦଶ କୋଟି ଟଙ୍କା ବ୍ୟୟବରାଦ…