ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି, ମେଟ୍ରୋ ୨୧୦ କୋଟି
କେନ୍ୟୁଜ୍(ବ୍ୟୁରୋ): ଆଜି ବିଧାନସଭାରେ ଆଗତ ହୋଇଛି ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ଏହି ଅତିରିକ୍ତ ବଜେଟରେ ସରକାର ଘୋଷଣା କରିଥିବା ଅନେକ ନୂଆ ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି…