ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୮୬୪ ପଜିଟିଭ୍ ଚିହ୍ନଟ, ୬୮ ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପ୍ଲାଟୋ ସ୍ଥିତିରେ ଅଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୮୬୪ ପଜିଟିଭ୍ ଚିହ୍ନଟ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍ ରହିଛି ୨.୪୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୪୫ ପ୍ରତିଶତ ।
୨୪ ଘଣ୍ଟାରେ ୭୪ ହଜାର…