Browsing Tag

odisha Weather

ଖରା ତାତିରେ ଜଳୁଛି ସାରା ରାଜ୍ୟ, ସକାଳ ୧୦ଟାରୁ ରାସ୍ତାଘାଟ ଶୁନଶାନ

ଭୁବନେଶ୍ବର(କେନ୍ୟୁଜ୍) : ଅସହ୍ୟ ଗ୍ରୀଷ୍ଣଲହରୀରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ରାଜ୍ୟ। ଆକାଶରୁ ନିଆଁ ବର୍ଷୁଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ଗତ ୪ଦିନ ଦିନ ଧରି ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।…

ବାତ୍ୟାର ରୂପ ନେଲା ଫାନୀ, ସେପଟେ ରାଜ୍ୟର ୧୪ଟି ସହରର ତାପମାତ୍ରା ରହିଛି ୪୦ଡିଗ୍ରୀ ଉପରେ

ଭୁବନେଶ୍ବର(କେନ୍ୟୁଜ୍) : ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଫାନୀ। ପ୍ରବାବରେ ୨୯ ଓ ୩୦ ତାରିଖରେ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। କିନ୍ତୁ ଓଡ଼ିଶା ଉପକୂଳ ପ୍ରତି କୌଣସି ବିପଦ ସୂଚନା ନାହିଁ । ସେପଟେ ଅସହ୍ୟ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା, ରାଜ୍ୟର ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ ପାଣିପାଗ ବିଭାଗ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଏନେଇ ୯ଟି ଜିଲ୍ଲାକୁ ବଜ୍ରପାତ ଏବଂ ବର୍ଷାର ଆଗୁଆ ସତର୍କ ସୂଚନା ଜାରି କରାଯାଇଛି। ରାତି ୮ଟା ମଧ୍ୟରେ ରାଜ୍ୟର…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ଯର ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଶେଷକରି ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ,…

ଖରାର ପ୍ରକୋପ ପରେ କାଳବୈଶାଖୀ ଆଶଙ୍କା, ଏହି ଜିଲ୍ଲାରେ ଦେଖାଦେବ ପ୍ରଭାବ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଆଶଙ୍କା । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର ଜିଲ୍ଲାରେ କାଳବୌଶାଖିର ପ୍ରଭାବ ଦେଖିବାକୁ ମିଳିପାରେ । ସେହିପରି ୩ ଦିନ ମଧ୍ୟରେ ତାପମାତ୍ରାରେ…

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, କିଛି ଜିଲ୍ଲାରେ କାଳବୈଶାଖୀ ସତର୍କତା, ଯାଜପୁରରେ କୁଆପଥର ବର୍ଷା

ଭୁବନେଶ୍ବର (କେନ୍ୟୁଜ୍): ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନା ଅନୁଯାୟୀ, ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ…

ମାହାଙ୍ଗା : କୁଆ ପଥର ସାଙ୍ଗକୁ ବର୍ଷା ଏବଂ ପବନର ତଣ୍ଡବଲୀଳା

କଟକ (କେନ୍ୟୁଜ୍) :କଟକ ଜିଲ୍ଲା ମାହାଙ୍ଗା ନିଶ୍ଚିନ୍ତକୋଇଲି, ସାଲେପୁର ଓ କିଶନ ନଗର ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ। ଏହି ତାଣ୍ଡବଲୀଳା ପରେ ବର୍ଷା ସହିତ କୁଆ ପଥର ସାଙ୍ଗକୁ ୭୦ ବେଗରେ ପବନ ବୋହିଥିଲା। ଏହି କାଳବୈଶାଖୀରେ ଅନେକ ଛୋଟବଡ଼ ଗଛ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା ।…

ପୁଣି ରାଜ୍ୟରେ କାଳବୈଶାଖୀ, ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ରହିବ ପ୍ରକୋପ

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ରାଜ୍ୟରେ କାଳବୈଶାଖି ଆଶଙ୍କା। ଆଜିଠାରୁ ଚାରିଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳ ଗୁଡିକରେ ଆଜି ଏବଂ କାଲି ସନ୍ଧ୍ୟା ପରଠାରୁ ପବନ…

ଆଜିଠୁ ବଢ଼ିବ ତାପମାତ୍ରା, କିଛି ରାଜ୍ୟରେ କାଳବୈଶାଖୀ ଆଶଙ୍କା

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିର ବିଭିନ୍ନ ଅଞ୍ଚଳରେ ପାରଦ ୪୦ଡିଗ୍ରି ଛୁଇଁବ। ଏହାସହ ଅଧିକାଂଶ ସ୍ଥାନରେ ପାରଦ ୩୫ଡିଗ୍ରି ଉପରେ ରହିଥିବାବେଳେ ଆସନ୍ତା ସପ୍ତାହକ ମଧ୍ୟରେ ପାରଦ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ…

ଏମିତି ବଦଳିଗଲା ପାଣିପାଗ; ରାତିରେ ଝଡ଼ ବର୍ଷା, ଆଗକୁ ଆହୁରି କାଳବୈଶାଖୀ ସମ୍ଭାବନା, ୧୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର(କେନ୍ୟୁଜ୍) : ପାଣିପାଗରେ ହଠାତ୍‌ ପରିବର୍ତ୍ତନ । ୧୬ ଜିଲ୍ଲାକୁ ଝଡବର୍ଷା ସତର୍କତା। ଆଉ ୧୨ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୨୫ରୁ ୩୫ କିଲୋମିଟର…

ଫେରିଗଲା ମୌସୁମୀ,  ଏବର୍ଷ ଦେଶରେ ସ୍ୱାଭାବିକଠୁ ୯% କମ ବର୍ଷା

ଭୁବନେଶ୍ବର (କେନ୍ଯୁଜ୍) : ମୌସୁମୀ ବାୟୁ ଫେରିଯାଇଥିବା ବେଳେ ଏଥର ଦେଶରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ ବର୍ଷା ହୋଇଛି ।  ଓଡ଼ିଶାରେ ହାରାହାରି ୧୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୧ଟି ଜିଲ୍ଲାରେ ଅତିବୃଷ୍ଟି ଓ ୧୯ ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ସୁନ୍ଦରଗଡ଼ ଓ…

ସାବଧାନ !! ଆସୁଛି ଝଡ଼ବାତ୍ୟା ‘ଡାଏ’, ବାତ୍ୟାର ରୂପ ନେଉଛି ଲଘୁଚାପ

ଭୁବନେଶ୍ବର(କେନ୍ଯୁଜ୍) : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଏହାର ନାଁ ରଖାଯାଇଛି ‘ଡାଏ’। ଆଜି ସକାଳ ସୁଦ୍ଧା ଏହା ଡିପ୍‌ ଡିପ୍ରେସନରେ ପରିଣତ ହୋଇଥିଲା । ତେବେ ଆସନ୍ତୁ ଜାଣିବା କଣ ରହିଛି ଡ଼ାଏର ଅବସ୍ଥା। - ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…