Browsing Tag

p.chidambaram

ପି. ଚିଦମ୍ବରମଙ୍କୁ ଗିରଫ କରିଥିବା DSPଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ଜୀବନରୁ ମାରି ଦେବାକୁ ଚେଷ୍ଟା କରାଯାଇଥିବା…

ସିବିଆଇର ଡେପୁଟି ଏସପି ରୁପେଶ କୁମାର ଶ୍ରୀବାସ୍ତବଙ୍କୁ ଟ୍ରକ ଚପାରେ ମାରି ଦେବାକୁ ଚେଷ୍ଟା କରାଯାଇଛି । ଶୁଣାଯାଉଛିକି ଶ୍ରୀ ଶ୍ରୀବାସ୍ତବ ଦିଲ୍ଲୀରୁ ଗୋରଖପୁର ଫେରୁଥିବା ସମୟରେ ମଝି ରାସ୍ତାରେ ତାଙ୍କ ସ୍କର୍ପିଓକୁ ଟ୍ରକ ଧକ୍କା ଦେଇଥିଲା । ଗୁଲରିହାର ବରଗଡ଼ି ନିକଟରେ ଟ୍ରକ ଧକ୍କା ଏତେ…

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦମ୍ବରମଙ୍କୁ ଜାମିନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦମ୍ବରମଙ୍କୁ ଜାମିନ। ୧୦୭ ଦିନ ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ମିଳିିଛି ଜାମିନ। ଆଇଏନଏକ୍ସ ମିଡିଆ ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ମିଳିଛି। ୨ଜଣ ଜାମିନଦାର ଓ ୨ଲକ୍ଷ…

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା, ଆଜି ଦିଲ୍ଲୀ ହାଇକୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ଜାମିନ…

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ଜାମିନ ଆବେଦନର ରାୟ ଆସିପାରେ । ଗତ ୮ ତାରିଖରେ ଜାମିନ କୋର୍ଟ ଜାମିନ ଆବେଦନର ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ । ଚିଦାମ୍ବରମଙ୍କ ଜାମିନକୁ…

ଚିଦମ୍ବରମ୍‌ଙ୍କୁ ଜାମିନ୍‌ ସିନା ମିଳିଲା ହେଲେ ମୁକୁଳି ପାରିବେ ନାହିଁ

ନୂଆଦିଲ୍ଲୀ: ଜାମିନ ପାଇଲେ, ହେଲେ ମୁକୁଳି ପାରିବେନି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି.ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି ଅନ୍ୟ କୌଣସି ମାମଲା ନଥିଲେ ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଦେଇ ସେ ମୁକୁଳି ପାରିବେ। ତେବେ ଇଡି ରିମାଣ୍ଡରେ ଅଛନ୍ତି ଚିଦାମ୍ବରମ।…

ଜାଣନ୍ତୁ ତିହାର ଜେଲ୍‌ରେ କେମିତି କଟିଲା ଚିଦାମ୍ବରମ୍‌ଙ୍କ ପ୍ରଥମ ରାତି

କେନ୍ୟୁଜ୍ : ତିହାର ଜେଲ୍‌ରେ କଟିଲା ଚିଦାମ୍ବରମ୍‌ଙ୍କ ପ୍ରଥମ ରାତି । ଏକ ସାମାନ୍ୟ କଏଦୀ ଭାବେ ପ୍ରଥମ ରାତି କଟିଛି । ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ଜେଲ୍‌ ନମ୍ବର ୭ରେ ରଖାଯାଇଛି । ତାଙ୍କୁ ଗୋଟିଏ ଅଲଗା ସେଲ୍‌ ମିଳିଛି । ଘଟଣାଚକ୍ରରେ ଏହି ଏକା ମାମଲାରେ ଗତବର୍ଷ ତାଙ୍କ ପୁଅ କାର୍ତି ମଧ୍ୟ…

ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ବଡ଼ ଝଟ୍‌କା, ଆଗୁଆ ଜାମିନ୍‌ ଆବେଦନ ଖାରଜ କରିଛନ୍ତି…

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ବଡ଼ ଝଟ୍‌କା । ଚିଦାମ୍ବରମ୍‌ଙ୍କୁ ଆଗୁଆ ଜାମିନ୍‌ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଚିଦାମ୍ବରମ୍‌ଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅର୍ଥାତ୍‌ ଏବେ ପି. ଚିଦାମ୍ବରମ୍‌ଙ୍କୁ ଗିରଫ କରିପାରିବ ଇଡି ।…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଝଟକା, ଆଗୁଆ ଜାମିନ୍ ଆବେଦନକୁ ଖାରଜ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍): ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ସିରିଜ୍‌ ଝଟ୍‌କା। ପ୍ରଥମେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଲିଷ୍ଟେଡ୍‌ ହେଲା ନାହିଁ। ଦ୍ୱିତୀୟ INX ମିଡିଆ ମାମଲାରେ ଆଗୁଆ ଜାମିନ ପାଇଁ…

ରିମାଣ୍ଡରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌, ଆଜିଠୁ ପଚରାଉଚରା କରିବ ସିବିଆଇ

ନୂଆଦିଲ୍ଲୀ(କେନ୍ୟୁଜ୍): ସିବିଆଇ ରିମାଣ୍ଡରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌ । ରିମାଣ୍ଡରେ ନେଇଥିବା ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରୁଛି ସିବିଆଇ । ଚିଦାମ୍ବରମ୍‌ଙ୍କୁ ତିନିଟି ପର୍ଯ୍ୟାୟରେ ପଚରାଉରା କରାଯିବ । ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ ବେଳେ…

ଚିଦାମ୍ବରମଙ୍କ ଗିରଫଦାରୀକୁ ନେଇ ତେଜୁଛି ରାଜନୀତି, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ

ନୂଆଦିଲ୍ଲୀ(କେନ୍ୟୁଜ୍) : ଚିଦାମ୍ବରମଙ୍କ ଗିରଫଦାରୀକୁ ନେଇ ରାଜନୀତି ବି ତେଜିଛି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳ ଅଭିଯୋଗ କରିଛି, କେବଳ ରାଜନୈତିକ ଆକ୍ରୋଶ ରଖି ଏଭଳି କରାଯାଇଛି। ଚିଦାମ୍ବରମଙ୍କ ବିରୋଧରେ କୌଣସି ତଥ୍ୟ ପ୍ରମାଣ ନାହିଁ। ଏଫଆଇଆର୍‌ରେ ବି ତାଙ୍କ ନାଁ…

INX ମିଡିଆ ମାମଲାରେ କେମିତି ଓ କାହିଁକି ସିବିଆଇ ପଞ୍ଝାକୁ ଆସିଲେ ପି. ଚିଦାମ୍ବରମ୍‌? ଜାଣନ୍ତୁ ଘଟଣା ପଛର କାରଣ

ନୂଆଦିଲ୍ଲୀ(କେନ୍ୟୁଜ୍): INX ମିଡିଆ ମାମଲାରେ କେମିତି ଓ କାହିଁକି ସିବିଆଇ ପଞ୍ଝାକୁ ଆସିଲେ ପି. ଚିଦାମ୍ବରମ୍‌? ତାଙ୍କ ବିରୋଧରେ କଣ ରହିଛି ମାମଲା? କେଉଁ ତଥ୍ୟ ଆଧାରରେ ସିବିଆଇ ତାଙ୍କୁ ଗିରଫ କଲା? ଏମିତି ଅନେକ ପ୍ରଶ୍ନ ଉଠୁଛି। କୁହାଯାଉଛି, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନ ଆଧାରରେ…

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା: ଗିରଫ ହେଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌, ସିବିଆଇ…

ନୂଆଦିଲ୍ଲୀ(କେନ୍ୟୁଜ୍): ଦୁଇ ଦିନର ଡ୍ରାମା ପରେ ଗିରଫ ହେଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଛି ସିବିଆଇ। ଆଜି ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ। ଗତକାଲି ରାତିରେ ଚିଦାମ୍ବରମ୍‌ଙ୍କ ଦିଲ୍ଲୀ ସ୍ଥିତ…

ଜାଣନ୍ତୁ କ’ଣ ଏହି ‘INX ମିଡିଆ ମାମଲା’, ଯେଉଁଥିପାଇଁ ଫେରାର ହୋଇଯାଇଛନ୍ତି ପି.ଚିଦାମ୍ବରମ, ଗିରଫ କରିବାକୁ…

INX ମିଡିଆ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ଅଡ଼ୁଆ ବଢ଼ିଯାଇଛି। ଏବେ ତାଙ୍କ ଉପରେ ଗିରଫର ଖଣ୍ଡା ଝୁଲିରହିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ବୁଧବାର ସେ…