ଇମ୍ରାନଙ୍କୁ ଜେଲରେ ମିଳୁଛି ସି-କ୍ଲାସ୍ ଟ୍ରିଟମେଣ୍ଟ; ଇମ୍ରାନଙ୍କ ଜୀବନକୁ ବିପଦ, ଠିକ୍ ସମୟରେ ଦିଆଯାଉନି ଖାଇବା
ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୋଷଖାନା ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ଏହି ମାମଲାରେ ୩ ବର୍ଷ ଜେଲ ସହିତ ୫ ବର୍ଷ ଯାଏଁ ନିର୍ବାଚନ ଲଢିବା ଉପରେ ବ୍ୟାନ୍ ଲାଗିଛି । ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି…