Browsing Tag

pana sankranti

ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି, ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ

ଘଟଗାଁ: କେନ୍ଦୁଝର ଗଡ଼ର ଗଡଦେବୀ ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି । ଭୋର ୩ ଟାରୁ ପୂଜକମାନେ ମାଆଙ୍କ ନୀତିକାନ୍ତି ସମାପନ କରିଛନ୍ତି । ରୀତିନୀତି ଅନୁଯାୟୀ ମାଆଙ୍କୁ ଚୁଆ, ଚନ୍ଦନ, କସ୍ତୁରୀ, ଘିଅ, ହଳଦୀ, ଅଁଳା, ଦହି ଏବଂ ଛେନାରେ ମାର୍ଜଣା କରାଯାଇଛି । ପରେ ଗଙ୍ଗାଜଳ,…

ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତିରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ।  ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଓଡ଼ିଆ ନବବର୍ଷ ଓ ପଣା…

ଆଜି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

ଭୁବନେଶ୍ୱର : ଆଜି ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ।  ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ନୂଆବର୍ଷ ।  ଏହି ଦିନକୁ ସମସ୍ତେ ପାଳନ କରିବାକୁ ବେଶ୍ ଉତ୍ସାହିତ ଅଛନ୍ତି ।  କାରଣ ଏହି ଦିନରେ ପବନପୁର୍ତ ହନୁମାନଙ୍କ ଜୟନ୍ତୀ । ଏଥିପାଇଁ ରାଜଧାନୀର…

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା, କମିଶନରେଟ ପୋଲିସ ପକ୍ଷରୁ ଜାରି ହେଲା ଗାଇଡଲାଇନ

କଟକ : ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା ।  ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସେହିଦିନ ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ । ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ ବୋଲି କମିଶନରେଟ ପୋଲିସ ପକ୍ଷରୁ…

ବାଲୁକା କଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ); ଆଜି ମହାବିଷୁବ ସଂକ୍ରାନ୍ତି ଏବେ ଉତ୍କଳୀୟ ନବବର୍ଷ ବା ଓଡିଆ ନବବର୍ଷ । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ମାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାକଳାରେ ମହାପ୍ରଭୁଙ୍କ…

ପଣା ସଂକ୍ରାନ୍ତି ଆସିଲେ ମନେପଡେ ଠେକି, ମାଟି ହାଣ୍ଡି କଥା: ହେଲେ ଆଗ ଭଳି ବିକ୍ରୀ ନଥିବାରୁ ଚିନ୍ତାରେ କୁମ୍ଭାର…

ବାସୁଦେବପୁର(କେନ୍ୟୁଜ): ପାଖେଇ ଆସିଲାଣି ପଣା ସଂକ୍ରାନ୍ତି । ଓଡିଆ ପରମ୍ପରା ଓ ସଂସ୍କୃତି ଅନୁସାରେ ସଂକ୍ରାନ୍ତି ଦିନ ଠାକୁରାଣୀଙ୍କ ପାଖରେ ଘୋଡା ଚଢାଗଲେ ସବୁ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଆଉ ଚଉରା ମୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବେଲରେ ପଣା ଲାଗି କରିବା ପାଇଁ ବଡାର…

ଆସନ୍ତା ୧୪ ଅପ୍ରେଲରେ ସୂର୍ଯ୍ୟଦେବ କରିବେ ନିଜ ସ୍ଥାନ ପରିବର୍ତ୍ତନ, ମିଳିବ ଏହି ସବୁ ରାଶିକୁ ଅନେକ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହରାଜ କୁହାଯାଏ। ୧୨ ଟି ରାଶିର ରାଜା ହେଉଛନ୍ତି ସୂର୍ଯ୍ୟଦେବ। ତେବେ ସବୁ ଗ୍ରହ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ଦେବ କଦାପି ବକ୍ରି ହୁଅନ୍ତି ନାହିଁ। ମାନେ ଏମାନେ କେବେବି ପଛୁଆ ଫେରିକି ରାଶି ପରିବର୍ତ୍ତନ କରନ୍ତି ନାହିଁ। ଏମାନେ ସର୍ବଦା ଗୋଚର ମାନେ…

ପଣା ସଂକ୍ରାନ୍ତି ଠାରୁ ହନୁମାନ ଜୟନ୍ତୀ ଯାଏଁ, ଏହି ସପ୍ତାହରେ ପଡ଼ୁଛି ଅନେକ ପର୍ବପର୍ବାଣୀ

ଆଜିଠୁ ଆରମ୍ଭ ହୋଇଛି ଏପ୍ରିଲ ମାସର ଦ୍ୱିତୀୟ ସପ୍ତାହ। ୧୧ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ସପ୍ତାହ ୧୭ ତାରିଖ ଯାଏଁ ଚାଲିବ। ପ୍ରଥମ ସପ୍ତାହ ଭଳି ଏ ସପ୍ତାହରେ ବି ଏକାଧିକ ବ୍ରତ, ପର୍ବପର୍ବାଣୀ ପଡ଼ୁଛି। ଯଥା: କାମଦା ଏକାଦଶୀ, ହନୁମାନ ଜୟନ୍ତୀ, ବୈଶାଖୀ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା କେଉଁ…

ଆଜିର ଦିନକୁ କାହିଁକି ପାଳନ କରାଯାଏ ଓଡିଆ ନବବର୍ଷ, ଜାଣନ୍ତୁ ଏହା ପଛର ଥିବା କାରଣ

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି। ଆଜିର ଦିନକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। କେହି କେହି ଏହାକୁ ଜଳ ସଂକ୍ରାନ୍ତି ଏବଂ ଠେକି ବସା ସଂକ୍ରାନ୍ତି ମଧ୍ୟ କୁହନ୍ତି। ଆଜି ଦିନର ସବୁଠାରୁ ଖାସ କଥା ହେଉଛି ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। କିନ୍ତୁ କଣ ଆପଣ କେବେ…

ଆଜି ପବିତ୍ର ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

ଭୁବନେଶ୍ୱର (କେ.ନ୍ୟୁଜ): ଆଜି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପରମ୍ପରାରେ ଆଜିଠାରୁ ଆରମ୍ଭ ହୋଇଛି ନୂଆବର୍ଷ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୁଏ । ଜ୍ୟୋତିଷ ଗଣନା ଅନୁସାରେ ଆଜି ମେଷ ସଂକ୍ରାନ୍ତି । ଓଡ଼ିଶାରେ…

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା। ମହାବିଷୁବ ପଣା ସଂକ୍ରାନ୍ତିରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି , ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ (କେ ନ୍ୟୁଜ୍‌) : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ। ଆଜି ବିଭିନ୍ନ ମନ୍ଦିର ଓ ଘରେ ପଣା ଭୋଗ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ବିଭିନ୍ନ ଯାଗା…