Browsing Tag

parle g

Parle-G ବିସ୍କୁଟରେ ଭାତ ଷ୍ଟଫିଙ୍ଗର ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ, ଲୋକେ ଦେଉଛନ୍ତି ଏମିତି ପ୍ରତିକ୍ରିୟା

ଖାଦ୍ୟପେୟ ପ୍ରତି ଝୁଙ୍କ ରଖୁଥିବା ଲୋକେ ବେଳେ ବେଳେ ଏମିତି କିଛି ଏକ୍ସପେରିମେଣ୍ଟ କରି ବସନ୍ତି, ଯାହାକୁ କେହି ଅନୁମାନ ସୁଦ୍ଧା କରିପାରନ୍ତି ନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଫଟୋ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଦୁଇଟି ପାର୍ଲେ-ଜୀ ବିସ୍କୁଟ ଭିତରେ ଭାତ ରଖି…

ବଜାଜ୍‌ ପରେ Parle-G ବି କଲା ବଡ଼ ଘୋଷଣା, ଏବେ କୌଣସି ଟକ୍ସିକ୍‌ ନ୍ୟୁଜ୍‌ ଚ୍ୟାନେଲକୁ ଦେବନି ବିଜ୍ଞାପନ

ଟିଆରପି ଘୋଟାଲା ସାମ୍ନାକୁ ଆସିବା ପରେ କେତେକ ବଡ଼ କମ୍ପାନୀ ଏଭଳି ଚ୍ୟାନେଲରେ ବିଜ୍ଞାପନ ଦେବାକୁ ନେଇ ସତର୍କ ହୋଇଛନ୍ତି। ବଡ଼ ଆଡଭଟାଇଜର୍ସ ଓ ମିଡିଆ ଏଜେନ୍ସି ଏ ନେଇ ବିଜ୍ଞପ୍ତି ଜାରି କରି ଏଭଳି ଚ୍ୟାନେଲରେ ବିଜ୍ଞାପନ ଦେବାକୁ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେଉଁ ଚ୍ୟାନେଲ ଦେଶରେ…

୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାରଲେ-ଜି, ଲକ୍‌ଡାଉନ୍‌ରେ ୯୦ ପ୍ରତିଶତ ପ୍ରବାସୀଙ୍କର ମେଣ୍ଟାଇଛି ଭୋକ

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ପାରଲେ-ଜି ପାଇଁ କିନ୍ତୁ ଶୁଭ ସାବ୍ୟସ୍ତ ହୋଇଛି। ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡ ଭାଙ୍ଗିଛି ପାରଲେ-ଜି ବିସ୍କୁଟ୍‌। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ପାରଲେ-ଜି କିଣି ଘରେ ସଞ୍ଚିତ ରଖିଛନ୍ତି। ଖାସ୍‌ କରି ପ୍ରବାସୀ…