Browsing Tag

pathaan

ମ୍ୟାଚ ଜିତିବା ପରେ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲି, ଭିଡିଓ ଭାଇରଲ

ନାଗପୁରରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ଇନିଂସ ବିଜୟ ହୋଇଥିଲା । ଅଷ୍ଟ୍ରେଲିଆକୁ ଇନିଂସ ବିଜୟ ସହ ୧୨୩ ରନରେ ହରାଇଥିଲା ଭାରତ । ଆଉ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଜିତିବା ପରେ ବିରାଟ କୋହଲି ଡ୍ୟାନ୍ସ କରିଥିଲେ। ବିରାଟ ଶାହରୁଖଙ୍କ ଫିଲ୍ମ ‘ପଠାନ’ର ଗୀତରେ ଡ୍ୟାନ୍ସ…

ଶାହାରୁଖଙ୍କ ‘ପଠାନ୍’ ଫିଲ୍ମରେ ଆମିର ଖାନଙ୍କ ଭଉଣୀ ନିଖତ୍

ଅଭିନେତା ଶାହାରୁଖ ଖାନ୍‌ ଙ୍କ ଫିଲ୍ମ ‘ପଠାନ’ କୁ ନେଇ ପ୍ରଥମରୁ ବହୁ ବିବାଦ ଦେଖାଯାଇଛି । ଫିଲ୍ମର ମୁକ୍ତିଲାଭ କରିବାକୁ ନେଇ ମଧ୍ୟ ବିରୋଧ କରାଯାଉଥିଲା । ହେଲେ ଫିଲ୍ମ ରିଲିଜ ହେବା ପରଠାରୁ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ୍ ଖାନଙ୍କ ସିନେମା ପଠାନ୍…

ରେକର୍ଡ କଲା ଶାହରୁଖଙ୍କ ଫିଲ୍ମ ‘ପଠାନ’, ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ

ବଲିଉଡର କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ’ ରିଲିଜ ହୋଇଛି । ଅନେକ ବାଦ ବିବାଦ ପରେ ଫିଲ୍ମଟି ଶେଷରେ ରିଲିଜ ହୋଇଛି । ପ୍ରଥମ ଦିନରେ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି । ଏହି ଫିଲ୍ମ ‘କେଜିଏଫ୍-୨’ ଓ ‘ୱାର’ର ରେକର୍ଡ ଭାଙ୍ଗି ଦେଇଛି । ଦୀର୍ଘ ୪ ବର୍ଷ ପରେ କିଙ୍ଗ…

ବହୁଚର୍ଚ୍ଚିତ ଫିଲ୍ମ ‘ପଠାନ୍‌’ର ଟ୍ରେଲର ରିଲିଜ୍‌; ଦେଶ ପାଇଁ ଲଢ଼ୁଥିବାର ଦେଖାଗଲେ ଶାହରୁଖ ଖାନ, ଫ୍ୟାନ୍ସଙ୍କ ମନ…

ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ 'ପଠାନ'ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଫ୍ୟାନ୍‌ମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଫିଲ୍ମ ରିଲିଜ ତାରିଖର କିଛି ଦିନ ପୂର୍ବରୁ ହିଁ ଏହାର ଦମ୍‌ଦାର ଟ୍ରେଲରକୁ ରିଲିଜ କରାଯାଇଛି। ନିର୍ମାତାମାନେ ଫିଲ୍ମର ନୂଆ ପୋଷ୍ଟର ସହିତ ଏହି ଘୋଷଣା…

ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ, ରିଲିଜ ପୂର୍ବରୁ ଲିକ୍‌ ହେଲା ‘ପଠାନ’ର ଟ୍ରେଲର !

ଫିଲ୍ମ ‘ପଠାନ’କୁ ନେଇ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଶାହରୁଖ ଗତ ୫ ବର୍ଷ ହେଲାଣି ବଡ ପରଦାରୁ ଗାଏବ ଥିଲେ। ଆଉ ଏବେ ଶାହରୁଖଙ୍କ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ପ୍ରତୀକ୍ଷା କରିଛନ୍ତି । ‘ପଠାନ’ର ଟ୍ରେଲର ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ‘ପଠାନ’ର ଟ୍ରେଲର…

KRK ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ଶାହରୁଖ, ବେଶରମ ରଙ୍ଗ ଗୀତରେ ଦୀପିକାଙ୍କୁ କରିଛନ୍ତି କଟାକ୍ଷ

ବଲିଉଡରେ ଫିଲ୍ମ ରିଭ୍ୟୁ ଏବଂ ଫାଲତୁ କମେଣ୍ଟ ଦେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମାଲ ରାଶିଦ ଖାନ ଅର୍ଥାତ୍‌ କେଆରକେ । ଏବେ ପୁଣି ଫିଲ୍ମ ‘ପଠାନ’କୁ ନେଇ ବିବାଦରେ ଫସିଛନ୍ତି କେଆରକେ । ଫିଲ୍ମ ‘ପଠାନ’ର ହିରୋ ଶାହରୁଖ ଖାନ କେଆରକେଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ…

ବଦଳିବ କି ଦୀପିକାଙ୍କ ବିକିନୀର ରଙ୍ଗ! ସେନ୍ସର ବୋର୍ଡ ଦେଲା ଆଦେଶ; ରିଲିଜ୍‌ ପୂର୍ବରୁ ଜମା ହେବ ‘ପଠାନ୍‌’ର ସଂଶୋଧିତ…

ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’କୁ ନେଇ ବିବାଦ ଜାରି ରହିଛି। ଖାସ୍‌ କରି, ଏହାର ଗୀତ ‘ବେସରମ୍‌ ରଙ୍ଗ୍‌’କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏହି ଗୀତରେ ଦୀପିକାଙ୍କ ବିକିନୀର ରଙ୍ଗ ହିଁ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଗୀତରେ ଦୀପିକାଙ୍କ…

‘ବେଶରମ୍‌ ରଙ୍ଗ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ କିଲି ପଲଙ୍କ ଭଉଣୀ ନୀମା, ଫ୍ୟାନ୍ସ କହିଲେ ଆପଣ ଦୀପିକାଙ୍କ ଠାରୁ ଭଲ…

ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ ସବୁବେଳେ ବଲିଉଡ ଗୀତରେ ଡ୍ୟାନ୍ସ କରି ଚର୍ଚ୍ଚାରେ ରହିଥାନ୍ତି। ନିଜର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କ ମନ ଜିଣନ୍ତି । ବଲିଉଡର ନୂଆ ଗୀତକୁ ନେଇ ଡ୍ୟାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବା ଯୋଗୁଁ ଫ୍ୟାନ୍ସ ମଧ୍ୟ ଏହାକୁ ବେଶ୍‌…

ଫିଲ୍ମ ‘ପଠାନ’ର ବିକନୀ ବିବାଦରେ ମୁହଁ ଖୋଲିଲେ ଅଭିନେତ୍ରୀ ଆଶା ପାରେଖ, କହିଲେ ଆମ ଚିନ୍ତାଧାରା ହୀନ ହୋଇଗଲାଣି

ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଗୀତ ବେଶରମ ରଙ୍ଗକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ଏହି ଗୀତରେ ଦୀପିକା ପାଦୁକୋନଙ୍କ କେଶରୀ ରଙ୍ଗର ବିକନୀ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ କେତେକ ହିନ୍ଦୁ ସଂଗଠନ ଆପତ୍ତି କରିଛନ୍ତି। ଏହାକୁ…

ପୁଣି ଦୀପିକାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶାହରୁଖ, ରିଲିଜ ହେଲା ପଠାନର ନୂଆ ଗୀତ

ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି। ହେଲେ ଏହାକୁ ନେଇ ମେକର୍ସ ଜମାରୁ ଚିନ୍ତିତ ନୁହନ୍ତି । ଫିଲ୍ମକୁ ଅଧିକ ଲୋକପ୍ରିୟ କରିବା ପାଇଁ ମେକର୍ସ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହା ମଧ୍ୟରେ ରିଲିଜ ହୋଇଛି ଫିଲ୍ମର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’ । ଆଉ ଗୀତଟି ଦର୍ଶକଙ୍କୁ…

ଶାହରୁଖ ଖାନ ଅସୁସ୍ଥ; ସଂକ୍ରମଣ ଯୋଗୁ ବିଗିଡ଼ିଲା ସ୍ୱାସ୍ଥ୍ୟ! Ask Me Anything ସେସନ୍ସରେ କହିଲେ, ‘ମୁଁ କେବଳ ଭାତ,…

ଫିଲ୍ମ ‘ପଠାନ୍‌’କୁ ନେଇ ବର୍ତ୍ତମାନ ଶାହରୁଖ ଖାନ ଚର୍ଚ୍ଚାରେ ଅଛନ୍ତି। ଗତକାଲି ଅଭିନେତା ନିଜ ଫ୍ୟାନ୍‌ମାନଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ସେ ଫ୍ୟାନ୍‌ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। Ask Me Anything ସେସନ୍ସରେ କିଙ୍ଗ୍‌ ଖାନ ଖୁଲାସା କରିଥିଲେ କି, ତାଙ୍କୁ ଇନେ୍‌ଫେକ୍ସନ…

ବିକିନୀ ବିବାଦରେ ବଢ଼ିଲା ଦୀପିକା ପାଦୁକୋନଙ୍କ ସମସ୍ୟା; ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ଅଭିଯୋଗ

ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ନେଇ ବର୍ତ୍ତମାନ ବିବାଦ ଉଠିଛି। ଏହାରି ଭିତରେ ଖବର ଆସୁଛି କି, ଫିଲ୍ମର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଦୀପିକା ପାଦୁକୋନଙ୍କ ଗେରୁଆ ବିକିନୀକୁ ନେଇ ଏତଲା ଦିଆଯାଇଛି। ଫିଲ୍ମର ଗୀତ…