ଆଜି ବି ପୁଣି ବଢିଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ କେତେ ଅଛି ରେଟ୍
କେନ୍ୟୁଜ୍(ବ୍ୟୁରୋ): ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଗତକାଲି ୧୦୫ଟଙ୍କା ୨୨ ପଇସା ରହିଥିବାବେଳେ ଆଜି ରହିଛି ୧୦୫ଟଙ୍କା ୯୭ ପଇସା। ସେହିପରି ଡିଜେଲ ଦାମ୍ ଗତକାଲି ପ୍ରତି ଲିଟର ପିଛା ୯୫ ଟଙ୍କା ୦୬ ପଇସା…