Below header
Browsing Tag

petrol pump blast

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଯାଇଥିବା ସିମାଞ୍ଚଳଙ୍କ ପରିବାରକୁ କିଏ ହେବ ସାହା, ଦୁଇ ପିଲାଙ୍କ ପାଠପଢ଼ା…

ଭଂଜନଗର: ଆସିଲା ରିପୋର୍ଟ  । ଅଘୋଷିତ ସନ୍ଦେହ ସତ ପ୍ରମାଣିତ ହେଲା । ଭୁବନେଶ୍ୱର ପେଟ୍ରୋଲ ପମ୍ପ ନିକଟ ବିସ୍ଫୋରଣ ଘଟଣାରେ, ସିମାଞ୍ଚଳ ପରିଡ଼ାଙ୍କର ପ୍ରାଣ ଯାଇଥିବା କଥା ସତ। କ୍ରିୟା-କର୍ମ ମଧ୍ୟ ଶେଷ ହୋଇଛି। କିନ୍ତୁ ଦୁଃଖର କଥା ଏବେ ପରିବାର ଲୋକେ ବଞ୍ଚିବେ କେମିତି? କଣ ହେବ ସିମାଞ୍ଚଳଙ୍କ…

କେବେ ଆସିବ ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ପରେ ନିଖୋଜ ଥିବା ସିମାଞ୍ଚଳଙ୍କ ବାପା ମା’ଙ୍କ DNA…

ଭଞ୍ଜନଗର: ସରିଯାଇଛି , ସୁଧିକ୍ରିୟା । ସମବେଦନା ଜଣାଇବାକୁ ଆସିଥିବା ସଂପର୍କୀୟ ଓ ବନ୍ଧୁ-ବାନ୍ଧବ , ଯେ- ଯା, ଘରକୁ ଚାଲିଗଲେଣି । କାନ୍ଦ-ବୋବାଳିରେ ଫାଟି ପଡୁଥିବା ଘର, ଆଜି ନିରବ । ସରକାରୀ ଘୋଷଣା ହୋଇନି , ତଥାପି ସବୁ କ୍ରିୟା-କର୍ମ ସାରିବାକୁ ପଡ଼ିଛି ପରିବାର ଲୋକଙ୍କୁ । ଏହେଉଛି ଗତ ୭…

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ କଲେ ସୀମାଞ୍ଚଳଙ୍କ ବାପା ମା’, ଗାଁରେ ପ୍ରତୀକ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ ସାରି ଘରକୁ ଫେରିଛନ୍ତି ସୀମାଞ୍ଚଳଙ୍କ ପରିବାରବର୍ଗ। କ୍ୟାପିଟାଲ ହସପିଟାଲରେ ଡିଏନଏ ଟେଷ୍ଟ ସାରି ଫେରିଲେ ତାଙ୍କ ବାପା ମା'। ବିସ୍ଫୋରଣକୁ ଦଶଦିନ ବିତିଯାଇଥିବା ବେଳେ, ଏ ପର୍ଯ୍ୟନ୍ତ ଗଞ୍ଜାମ…

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ୱର : ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପେଟ୍ରୋଲିୟମ୍‌ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆରସି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି ।…

ଭୁବନେଶ୍ୱର ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣା, ମୃତ ସତ୍ୟ ନାୟକଙ୍କ ପରିବାର ଲୋକେ ଆଣିଲେ ଗୁରୁତର ଅଭିଯୋଗ

ଭଞ୍ଜନଗର : ଏହା ଭିତରେ ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ୫ ଦିନ ବିତିଗଲାଣି । ଏହି ପେଟ୍ରୋଲ ପମ୍ପକୁ ସିଲ୍‌ କରାଯାଇଛି । ହେଲେ କିଭଳି ଏଲ୍‌ପିଜି ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ ସରକାରୀ ଭାବେ ଜଣେ ମୃତ ଏବଂ ଆଉ ଜଣେ ଗୁରୁତର ଆହତ ହୋଇଥିବା…

ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଠିକାସଂସ୍ଥାର ୪ କର୍ମଚାରୀଙ୍କ ମିଳିଲା ପରିଚୟ

ଭୁବନେଶ୍ୱର: ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଠିକାସଂସ୍ଥାର ୪ କର୍ମଚାରୀଙ୍କ ମିଳିଲା ପରିଚୟ। ଏମାନେ ହେଉଛନ୍ତି ସତ୍ୟ ନାୟକ, ହର୍ଷବର୍ଦ୍ଧନ ଶ୍ରୀବାସ୍ତବ, ଲେଖ ମଲ୍ଲିକ ଓ ସୀମାଞ୍ଚଳ ପରିଡ଼ା । ଏମାନେ ସମସ୍ତେ ଫରିଦାବାଦରେ ଥିବା ସୂର୍ଯ୍ୟ ଶକ୍ତି ଭେସେଲ ପ୍ରାଇଭେଟ ଲିମିଟେଡର…

ମାତ୍ର ଦଶ ଦିନ ତଳେ ପେଟ୍ରୋଲ ପମ୍ପରେ କାମ ଆରମ୍ଭ କରିଥିଲେ ସତ୍ୟ ନାୟକ, ବିସ୍ଫୋରଣ ନେଇଗଲା ଜୀବନ

ଭଞ୍ଜନଗର (କେ ନ୍ୟୁଜ୍‌) : ଭୁବନେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ଘଟଣାରେ ଜଣକର ମୃତ୍ୟୁ ହୋଇଛି । ସରକାରୀ ଭାବେ ଏକଥା ଘୋଷଣା କରାଯାଇଛି । ସେ ହେଉଛନ୍ତି ଗଂଜାମ ଜିଲ୍ଲା ଆସିକା ଅନ୍ତର୍ଗତ ରଘୁନାଥନଗରର ସତ୍ୟ ନାୟକ । ବୟସ ମାତ୍ର ୩୭ ବର୍ଷ । ମୃତ୍ୟୁ ଯେମିତି ତାଙ୍କୁ ହାତ ଠାରି ଡାକି…

ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ୮ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୪ ଲକ୍ଷ ଟଙ୍କା ସହାୟତା…

କେନ୍ୟୁଜ୍(ବ୍ୟୁରୋ): ପେଟ୍ରୋଲ୍‌ ପମ୍ପରେ  ବିସ୍ଫୋରଣ ଘଟଣାରେ ଅନୁକମ୍ପାମୂଳକ ସହୟତା ରାଶି ଘୋଷଣା କଲା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍। ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ମୃତକଙ୍କ ପରିବାର ଲୋକଙ୍କୁ ୮ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି କୁହାଯାଇଛି। ସେହିପରି…

ସାମ୍ନାକୁ ଆସିଲା ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବ୍ଳାଷ୍ଟର ସତ: LPG ରିଫିଲିଂ ବେଳେ ହୋଇଥିଲା ବିସ୍ଫୋରଣ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ସତ। ଫିଲିଂ ଷ୍ଟେସନରେ LPG ରିଫିଲିଂ ବେଳେ ହୋଇଥିଲା ବିସ୍ଫୋରଣ। ବିସ୍ଫୋରଣ ବେଳେ ସାଢେ ୪ଟନ୍‌ LPG ଥିଲା। ୧୦ହଜାର ଲିଟର ପାଣି ଥିଲା। ପ୍ରଥମେ ହାଇଡ୍ରୋଜେନ୍‌ ଗ୍ୟାସ ଭର୍ତ୍ତି ହୋଇଥିଲା। ତାପରେ ନାଇଟ୍ରୋଜେନ୍‌…

ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ

ଭୁବନେଶ୍ବର: ବିସ୍ଫୋରଣରେ ମୃତାହାତକୁ ନେଇ ରାଜଧାନୀରେ ଚର୍ଚ୍ଚା ଚାଲିଥିବାବେଳେ, ଏହାରି ଭିତରେ ଜଣଙ୍କର ମୃତ୍ଯୁ ହୋଇଥିବା ନେଇ ଖବର ଆସି ପହଞ୍ଚିଛି । ମୃତକଙ୍କ ଜଣଙ୍କ ଗଞ୍ଜାମ ଜତଲ୍ଲାର ସତ୍ଯ ନାୟକ। ମିଳିଥିବା ଖବର ମୁତାବକ ଗତକାଲି ଘଟଣାପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା…

ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ। ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। IOCL ସେଫ୍ଟି ଟିମ୍‌ ପେଟ୍ରୋଲ ଟାଙ୍କିରେ ଥିବା LPG ଟ୍ୟାଙ୍କରରୁ ଗ୍ୟାସ ବାହାର କରାଯାଇଛି। ଏହାସହିତ ଗ୍ୟାସ ଟ୍ୟାଙ୍କରକୁ ନେଇ ରହିଥିବା…

‘ପେଟ୍ରୋଲ ପମ୍ପ ପ୍ରଥମେ ଥରିବାକୁ ଲାଗିଲା, ତା’ପରେ ହେଲା ଭୟଙ୍କର ବିସ୍ଫୋରଣ’; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ସମ୍ପୂର୍ଣ୍ଣ…

ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟି ଆଖପାଖ ଅଞ୍ଚଳ ଦୋହଲି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଖବର ମିଳିଛି। ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଛିନ୍‌ଛତ୍ର ହୋଇଯାଇଛି। ହଠାତ୍‌ କ’ଣ ହେଲା ଲୋକମାନେ କିଛି…