Browsing Tag

pf account

ନିଜ ପୁରୁଣା ପିଏଫ ଆକାଉଣ୍ଟ ବାଲାନ୍ସକୁ ମାତ୍ର କେଇ ମିନିଟ୍‌ ରେ କରନ୍ତୁ ଟ୍ରାନ୍ସଫର, ଜାଣନ୍ତୁ ଅନଲାଇନ ପ୍ରୋସେସ

ଇପିଏଫଓକୁ ନେଇ ଆସିଲା ବଡ଼ ସୂଚନା। ଯଦି ଆପଣଙ୍କ ପୁରୁଣା କମ୍ପାନୀରେ ପିଏଫ ଆକାଉଣ୍ଟ ଅଛି ଓ ତାକୁ ନୂଆ ଆକାଉଣ୍ଟରେ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କିପରି କରିବେ.. ଯଦି ଆପଣ ଚାକିରି କରିଥିଲେ ଆଉ ନିକଟରେ ଏହି ଚାକିରି ଛାଡ଼ଦେଇଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ..…

ଅପ୍ରେଲ ୧ରୁ ପିଏଫ ଆକାଉଣ୍ଟରେ ଲାଗୁ ହେବ ନୂଆ ନିୟମ, ଏବେ ଦେବାକୁ ପଡ଼ିବ ଏତିକି ଟାକ୍ସ

ନୂଆବର୍ଷରେ ବଦଳୁଛି ପିଏଫର ପୁରୁଣା ନିୟମ। ୧ ଅପ୍ରେଲ ୨୦୨୨ରେ ଲାଗୁ ହେବ ପିଏଫର ନୂଆ ନିୟମ। ଏହି ନିୟମ ଅନୁଯାୟୀ ୧.୨୩ ଲକ୍ଷ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଟାକ୍ସ କାରବାରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ହାଇ ଇନକମ ଇଣ୍ଡିଭିଜୁଆଲ ମାନେ ଧନି ଶ୍ରେଣୀର ବ୍ୟକ୍ତିଙ୍କ ଉପରେ…

ବହୁତ ଦିନଧରି ଇନଆକ୍ଟିଭ ହୋଇ ରହିଲେ ବୁଡିଯିବ ପିଏଫ ଆକାଉଣ୍ଟରେ ଥିବା ଟଙ୍କା, ଜାଣନ୍ତୁ କଣ ରହିଛି ନିୟମ

ଯଦି ଆପଣ କେଉଁଠି ଚାକିରୀ କରିଛନ୍ତି ତାହେଲେ ଆପଣଙ୍କର PF ଆକାଉଣ୍ଟ ନିଶ୍ଚୟ ଥିବ। ପ୍ରତି ମାସରେ ଏଥିରେ PF ପଇସା ଜମା ବି ହେଉଥିବ। କିନ୍ତୁ ଥରେ ଭାବନ୍ତୁ କୌଣସି କାରଣରୁ ଏହି ଆକାଉଣ୍ଟ ଯଦି ବନ୍ଦ ହୋଇଯାଏ ତାହେଲେ ଖାତାଧାରକଙ୍କୁ ବହୁତ ସମସ୍ୟା ଉଠାଇବାକୁ ପଡିପାରେ। କର୍ମଚାରୀଙ୍କୁ ବହୁତ…

E-Nomination ବିନା ଦେଖିପାରିବେ ନାହିଁ PF ବାଲାନ୍ସ , ଜାଣନ୍ତୁ ଅନଲାଇନରେ ନାମାଙ୍କନପତ୍ର ପୂରଣ କରିବା ପ୍ରକ୍ରିୟା

ସମସ୍ତ ବେତନ ପ୍ରାପ୍ତ ଶ୍ରେଣୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏହାର ଗ୍ରାହକମାନଙ୍କ ପାଇଁ ଇ-ନାମାଙ୍କନ ବାଧ୍ୟତାମୂଳକ କରିଛି । ଯଦି ଆପଣ ଏହା ନକରନ୍ତି ତେବେ ଆପଣ ଆପଣଙ୍କର PF ବାଲାନ୍ସ ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ । ବର୍ତ୍ତମାନ…

ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ବି ଲାଗିବ ଟାକ୍ସ, କିଏ ଛାଡ ପାଇବା କାହାର କାଟିବା ଜାଣନ୍ତୁ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ହେଉ କି ସ୍ବେଚ୍ଛାକୃତ ଭବିଷ୍ୟନିଧି ପାଣ୍ଠି(ଭିପିଏଫ୍‌)ରେ ଏଣିକି କର୍ମଚାରୀଙ୍କ ବାର୍ଷିକ ଯୋଗଦାନ ୨.୫ ଲକ୍ଷରୁ ଅଧିକ ହେବ ସେ କ୍ଷେତ୍ରରେ ସଦସ୍ୟଙ୍କୁ ମିଳିଥିବା ସୁଧ ଉପରେ ଟିକସ ଦେବାକୁ ହେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ…

ଇପିଏଫ୍‌ଓ: ପିଏଫ୍‌ ଆକାଉଣ୍ଟ ସହ ଜଡ଼ିତ ଏହି କାମ ଆଜି ହିଁ କରି ନିଅନ୍ତୁ, ନଚେତ୍‌ କମ୍ପାନୀର ପଇସା ଆପଣଙ୍କ ଖାତାରେ ହେବ…

ଯଦି ଆପଣ ଚାକିରିଆ ଏବଂ ପିଏଫ୍‌ରେ ଯୋଗଦାନ କରୁଛନ୍ତି, ତ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଆସନ୍ତା ସେପ୍ଟେମ୍ବର ୧ ସୁଦ୍ଧା ଆପଣ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର(ୟୁଏଏନ୍‌)କୁ ଆଧାର ସହ ଲିଙ୍କ୍‌ କରାଇ ନିଅନ୍ତୁ, ନହେଲେ ଆପଣଙ୍କୁ ପଇସା ଉଠାଇବାରେ ସମସ୍ୟା ହେବ। କର୍ମଚାରୀ ଭବିଷ୍ୟ ନିଧି…

PF Account: ଇନଆକ୍ଟିଭ PF ଆକାଉଣ୍ଟରୁ ମଧ୍ୟ ଉଠାଯାଇପାରିବ ଟଙ୍କା, ଜାଣନ୍ତୁ କିପରି

ବେତନ ପ୍ରାପ୍ତ କର୍ମଚାରୀଙ୍କ ଆଜୀବନ ରୋଜଗାର ପିଏଫ ଆକାଉଣ୍ଟରେ ରହିଥାଏ । କିନ୍ତୁ ଅନେକ କାରଣରୁ ଏହି ଆକାଉଣ୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଥାଏ । ଯାହା ପରେ ଆକାଉଣ୍ଟଧାରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେତେବେଳେ PF ଆକାଉଣ୍ଟ…

PF Account ସହିତ ନୂଆ ବ୍ୟାଙ୍କ ଖାତା ଲିଙ୍କ୍‌ କରେଇବାର ଅଛି କି? ଏ ହେଉଛି ପ୍ରକ୍ରିୟା

ବେତନଭୋଗୀ କର୍ମଚାରୀ ବିଶେଷ ପରିସ୍ଥିତିରେ ଆବଶ୍ୟକ ପଡ଼ିଲେ କିଛି ସର୍ତ୍ତ ସହିତ ନିଜ ଇପିଏଫ୍‌ ଆକାଉଣ୍ଟରୁ ଉଠାଣ କରିପାରିବେ। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ଏଥିପାଇଁ ଅନୁମତି ଦେଉଛି। ଅନେକ ବାର କର୍ମଚାରୀମାନଙ୍କୁ ଆକାଉଣ୍ଟରୁ ଟଙ୍କା ଉଠାଣରେ ସମସ୍ୟା ହୋଇଥାଏ, ଯାହାର ମୁଖ୍ୟ କାରଣ…

ବହୁତ ସହଜରେ କରିପାରିବେ ନିଜର ଦୁଇଟି PF ଆକାଉଣ୍ଟକୁ ସମ୍ମିଶ୍ରଣ, ଏ ହେଉଛି ତରିକା

PF ଆକାଉଣ୍ଟକୁ ନେଇ ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଥାଏ, ତ ଆମେ ଏ ସବୁର ସମାଧାନ ବତାଇବୁ। ଆପଣଙ୍କ ପାଖରେ ଯଦି ଦୁଇଟି PF ଆକାଉଣ୍ଟ ଅଛି ଏବଂ ଆପଣ ତାହାକୁ ମର୍ଜ ବା ସମ୍ମିଶ୍ରଣ କରିବାକୁ ଚାହୁଁଛନ୍ତି, ତ ଏହା ବହୁତ ସହଜ। ଆଜି ଆମେ ଦୁଇଟି PF ଆକାଉଣ୍ଟକୁ ମର୍ଜ କରିବାର ତରିକା ବିଷୟରେ…

ଆସିଲା ଇପିଏଫଓ ହ୍ଵାଟସଆପ୍‌ ହେଲପଲାଇନ ନମ୍ବର, ଏବେ ମେସେଜ ଦ୍ୱାରା କରିପାରିବେ ସବୁ ସମସ୍ୟାର ସମାଧାନ

ଇପିଏଫଓ ଆକାଉଣ୍ଟ ସବସ୍କ୍ରାଇବ କରିବା ପାଇଁ ହ୍ଵାଟସଆପ୍‌ ହେଲପଲାଇନ ସର୍ଭିସ ଲଞ୍ଚ କରିଛି। ଏହି ସେବା ଲଞ୍ଚ ହେବା ଫଳରେ ଇପିଏଫଓ ସଦସ୍ୟ ନିଜର ଅଭିଯୋଗର ସମାଧାନ କରିପାରିବେ। ଏହି ସୁବିଧା ଇପିଏଫଓ ପୂର୍ବରୁ ବିଭିନ୍ନ ଅଭିଯୋଗ ନିବାରଣ ମାଧ୍ୟମ ଯେପରି EPFiGMS ପୋର୍ଟାଲ, CPGRAMS, ସୋସିଆଲ…

ଏହି ୪ଟି ଅବସ୍ଥାରେ ଆପଣଙ୍କ PF ଆକାଉଣ୍ଟ ଉପରେ ମିଳିବ ନାହିଁ ସୁଧ, ଜାଣନ୍ତି କି?

ଯେତେବେଳେ ବି PF କଥାମନକୁ ଆସେ ସେତେବେଳେ ଏହାର ସୁଧକୁ ନେଇ ଅନେକ ପ୍ରଶ୍ନ ମନକୁ ଆସିଥାଏ। ଏହି କାରଣରୁ ଅଧିକାଂଶ ଲୋକମାନେ ଏହି ଟଙ୍କାକୁ ବହୁତ ଜଲଦି ବାହାର ନକରିବା ପାଇଁ ପରାମର୍ଶ ଦେଇଥାନ୍ତି କାରଣ ଯାହାଦ୍ୱାରା ଆପଣ ସର୍ବାଧିକ ସୁଧ ପାଇପାରିବେ। ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ୮.୫…

ବଦଳିଲା ପିଏଫ୍ ଖାତାରୁ ଟଙ୍କା ଉଠାଣ ନିୟମ, ଏବେ କରିବାକୁ ହେବ ମାତ୍ର ଏହି ଗୋଟିଏ କାମ

କରୋନା ସ୍ଥିତିରେ ଲୋକଙ୍କୁ ଟଙ୍କା ଦରକାର ହେଲେ ସେମାନେ ନିଜ ପିଏଫ୍ ଆକାଉଣ୍ଟରୁ ମଧ୍ୟ ଟଙ୍କା ଉଠାଣ କରିପାରିବେ। ଏନେଇ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। କ୍ଲେମ ଭରିବାର ୭୨ ଘଣ୍ଟା ମଧ୍ୟରେ ଆପଣ ଏହି ଅର୍ଥ ପାଇପାରିବେ। EPFO କୁ ନେଇ ସରକାର କେତେକ ନିୟମରେ…