Below header
Browsing Tag

pickup van accident

କୀର୍ତ୍ତନ ଦଳକୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ କୀର୍ତ୍ତନିଆ ମୃତ, ୧୫ରୁ ୨୦ ଜଣ ଆହତ

ବଲାଙ୍ଗିର(କେନ୍ୟୁଜ୍):  କୀର୍ତ୍ତନ ଦଳକୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଗାଡ଼ି ଓଲଟି ଜଣେ କୀର୍ତ୍ତନିଆ ମୃତ, ୧୫ରୁ ୨୦ ଜଣ ଆହତ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଭଇଁଷା ଛକ ନିକଟରେ ଦୁର୍ଘଟଣା। ରଥଯାତ୍ରାରେ କୀର୍ତ୍ତନ ପରିବେଷଣ କରିବାକୁ ରାମପୁରରୁ ମହିଳା କୀର୍ତ୍ତନ ଦଳ ବାନ୍ଧନବାଡ଼ି…

ଓଲଟିଲା ପିକ୍‌ ଅପ୍‌ ଭ୍ୟାନ,୨୦ ଜଣ କୀର୍ତ୍ତନିଆ ଆହତ

ବରଗଡ଼(କେନ୍ୟୁଜ୍): ବରଗଡ଼ ଜିଲ୍ଲା ଭଟଲିରେ ଓଲଟିଲା ପିକ୍‌ ଅପ୍‌ ଭ୍ୟାନ। ଗାଡ଼ି ଓଲଟି ୨୦ ଜଣ ଆହତ ହୋଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭେଡେନ ଥାନା ଅରେଇଗୁଡ଼ି ଗାଁର ଏକ କୀର୍ତ୍ତନ ଗ୍ରୁପ ପିକଅପ ଭ୍ୟାନରେ ଛତିଶଗଡ ଯାଉଥିବା ବେଳେ ଭଟଲି ଥାନା ପିପଲମୁଣ୍ଡା ଛକରେ ଭାରସାମ୍ୟ ହରାଇ…

ଭାରସାମ୍ୟ ହାରାଇ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ, ୯ ଗୁରୁତର

ଧର୍ମଗଡ଼ (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହାରାଇ ଓଲଟିଲା ପିକଅପ ଭ୍ୟାନ । ଦୁଇ ମୃତ, ୯ଗୁରୁତର । ଦୁଇ ମୃତକଙ୍କ ପରିଚୟ ମିଳିନି । ଗୁରୁତର ୯ ଜଣଙ୍କୁ କଲମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପିଡିଏସ୍‌ ଚାଉଳ…

ଓଲଟିଲା ପିକ୍‌ଅପ୍‌ ଭ୍ୟାନ: ଘଟଣା ସ୍ଥଳରେ ୯ ଶ୍ରଦ୍ଧାଳୁ ମୃତ, ୧୦ ଗୁରୁତର

ରାଜସ୍ଥାନ : ରାଜସ୍ଥାନର ଝୁନଝୁନ୍‌ ଜିଲ୍ଲାରେ ମଙ୍ଗଳବାରରେ ଅମଙ୍ଗଳ ହୋଇଯାଇଛି। ଏଠାରେ ଗୁଢାଗୋଡଜୀ ଥାନା ଅଞ୍ଚଳରେ ଥିବା ଶ୍ରଦ୍ଧାଳୁ ଭର୍ତ୍ତି ଥିବା ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିବା ଯୋଗୁଁ ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୦ରୁ ଊଦ୍ଧ୍‌ର୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।…

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ୍

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ହଳଦିବଟା ନିକଟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଚାଳକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ…

ଗଞ୍ଜାମ ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍, ୨୦ଆହତ

ବ୍ରହ୍ମପୁର: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍‌। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ପିକଅପ୍‌ ଭ୍ୟାନ୍‌ ଓଲଟି ୨୦ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାଆଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣା…

ନୂଆପଡ଼ା: ପିକଅପ୍ ଭ୍ଯାନ ଗାଡି ଓଲଟି ଦୁଇ ମୃତ, ୧୫ରୁ ଅଧିକ ଯାତ୍ରୀ ଗୁରୁତର

ନୂଆପଡ଼ା(କେନ୍ୟୁଜ୍):  ନୂଆପଡ଼ା ଜିଲ୍ଲା କୋମନା ଥାନ ଅନ୍ତର୍ଗତ କ୍ରିଷ୍ଣା ଛକଠାରେ ପିକଅପ୍ ଭ୍ଯାନ ଗାଡି ଓଲଟି  ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ କୋମନା ଥାନା ଅନ୍ତର୍ଗତ ବିଲେଇଅଞ୍ଜର ଗାଁରୁ ପିକ୍‌ ଅପ୍ ଗାଡ଼ି ଯୋଗେ ତରବୋଡ…

ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ, ବ୍ୟବସାୟୀ ମୃତ

ଟିଟିଲାଗଡ଼: ପରିବା ମାର୍କେଟ ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ। ଫଳରେ ଘଟଣାସ୍ଥଳରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ବ୍ୟବସାୟୀ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ଆଦିବାସୀପଡା ବୋଲି ଜଣାପଡିଛି।…

ଭାଇଦୂଜରେ ଘଟିଗଲା ବଡ ଦୁର୍ଘଟଣା: ଅନ୍ଧକାର ରାତିରେ ଚାରିଆଡେ ବିଛେଇ ହୋଇ ପଡିଥିଲା ଶବ, ଚାଲିଗଲା ୭ ଜୀବନ

ଭାଇଦୂଜ ଅବସରରେ ହିମାଚଳ ପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯାହା ଆପଣଙ୍କ ଛାତି ଥରାଇଦେବ। ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ନିକଟରେ ଥିବା ମାଣ୍ଡି ନଦୀରେ ଏକ ପିକଅପ୍ ଭ୍ଯାନ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପିକଅପ୍ ଡ୍ରାଇଭର ଆହତ ହୋଇଛନ୍ତି।…