ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ ବାଲିସାହି ନିକଟ ବାପୁଜୀ କ୍ଲବ୍ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ ଜଣକ ହେଲେ ବଣ୍ଟି ନାୟକ। ବଣ୍ଟିଙ୍କ ମୁଣ୍ଡ ଓ ହାତକୁ ଧାରୁଆ ଅସ୍ତ୍ରରେ ହାଣିଛନ୍ତି ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ…