କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍ମା ଥେରାପି, ସ୍ୱାସ୍ଥ୍ୟାବସ୍ଥାରେ ହେଉନି କୌଣସି ଉନ୍ନତି
ଭୁବନେଶ୍ୱର (କେନ୍ୟୁଜ) : କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍ମା ଥେରାପି । ଏ ନେଇ ଗାଇଡ୍ଲାଇନ୍ ଜାରି କରିଛି ଆଇସିଏମ୍ଆର । ଏମ୍ସ ଓ ଜାତୀୟ ଟାସ୍କଫୋର୍ସ କମିଟି ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଭିଡ କ୍ଲିନିକାଲ ମ୍ୟାନେଜମେଣ୍ଟ ଗାଇଡ୍ଲାଇନର ପ୍ଲାଜ୍ମା ଥେରାପିକୁ…