Browsing Tag

plastic

ପ୍ଲାଷ୍ଟିକ ବୋତଲର ପାଣି ସ୍ୱାସ୍ଥ୍ୟ ପକ୍ଷେ ଖୁବ ହାନିକାରକ, ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ବୋତଲରେ ପାଣି ପିଉଛନ୍ତି । ପୂର୍ବରୁ ଯେତେବେଳେ ଲୋକମାନେ ବାହାରକୁ ଯାଉଥିଲେ, ସେତେବେଳେ ସେମାନେ ବୋତଲରେ ପାଣି କିଣି ପିଉଥିଲେ । କିନ୍ତୁ ଏବେ ସହରରେ ରହୁଥିବା ଅଧିକାଂଶ ଲୋକ ବୋତଲ ପାଣି ଉପରେ ନିର୍ଭର କରୁଛନ୍ତି । ଏହା ସହ ବଡ କର୍ପୋରେଟ୍ ଅଫିସରେ ମଧ୍ୟ…

ପ୍ଲାଷ୍ଟିକରେ ଭରିଯାଉଛି ସମୁଦ୍ର, ଡେଡ ଜୋନରେ ୪୦୦ ସ୍ଥାନ

ସମ୍ପୂର୍ଣ୍ଣ ସମୁଦ୍ର ବର୍ତ୍ତମାନ ପ୍ଲାଷ୍ଟିକରେ ଭରି ପଡ଼ିଛି । ମଣିଷ ଯେଉଁଭଳି ସମୁଦ୍ର ପାଣିକୁ ନଷ୍ଟ କରୁଛି ତାହା ଆଗାମୀ ଭବିଷ୍ୟତରେ ଭୟଙ୍କର ହେବ । ମଣିଷ ବଞ୍ଚିବା ପାଇଁ ପ୍ରକୃତି ପାଣି, ଭୂମି, ଗଛ, ଖାଦ୍ୟ ସବୁକିଛି ଦେଇଛି । କିନ୍ତୁ ମଣିଷ ଏହି ସବୁ ସୁବିଧା ପରିବର୍ତ୍ତେ ପୃଥିବୀକୁ ଧ୍ୱଂସ…

ଖାଲି ସମୁଦ୍ରରେ ନୁହେଁ, ମଣିଷ ଶରୀରରେ ବି ପ୍ଲାଷ୍ଟିକ ଏବେ ଚିନ୍ତା ବଢାଇଲାଣି

ବର୍ତ୍ତମାନ ପ୍ଲାଷ୍ଟିକକୁ ନେଇ ଚିନ୍ତା ବଢିବାରେ ଲାଗିଲାଣି କାରଣ ଦୁନିଆରେ ମାଇକ୍ରୋ ପ୍ଲାଷ୍ଟିକ ପ୍ରଦୂଷଣ ବଢିବାରେ ଲାଗିଲାଣି । କିନ୍ତୁ ଏକ ସାଂଘାତିକ ତଥ୍ୟ ସାମନାକୁ ଆସିଛି ଯ।ହା ଆପଣଙ୍କ ଚିନ୍ତା ଆହୁରି ବଢାଇଦେବ ଯେବେ ଆପଣ ଣୁଣିବେ ଏ ପ୍ଲାଷ୍ଟିକ କେବଳ ସମୁଦ୍ର ଯାଏ ସିମୀତ ନାହିଁ ଏହା…

ଏହି ଦିନ ଠାରୁ ଦେଶରେ ବ୍ୟାନ୍‌ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌, ଜାଣନ୍ତୁ କି କି ଜିନିଷ ହେବ ବନ୍ଦ

୨୦୨୨ ମସିହା ବେଳକୁ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌ ସମ୍ପୂର୍ଣ୍ଣ ବ୍ୟାନ୍‌ ହୋଇଯିବ। ମୋଦି ସରକାର ଆସନ୍ତାବର୍ଷ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ କେନ୍ଦ୍ର ସରକାର ୨୦୨୨ ବେଳକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍‌ କବଳରୁ…

ଏଭଳି ଭାବେ ପ୍ଲାଷ୍ଟିକ୍‌କୁ କରନ୍ତୁ ପୁନଃ ବ୍ୟବହାର, ସୁରକ୍ଷିତ ରହିବ ପରିବେଶ

ଭାରତର ଅଧିକାଂଶ ଲୋକ ନିଜ ଘରର ଆବର୍ଜନାକୁ ଅଲଗା ରଖିନଥାନ୍ତି। ଆମେମାନେ ନିଜର ଅଳସୁଆପଣ ଯୋଗୁ ସବୁ ଅଳିଆ ଗୋଟିଏ ଡବାରେ ହିଁ ଏକାଠି ରଖିଥାଉ। ଯେଉଁ କାରଣରୁ ଏହିସବୁ ଅଳିଆ ମାଟିକୁ ଚାଲିଯାଏ । ଯାହା ପରିବେଶର କ୍ଷତି କରେ । ମିଶିକରି ରହୁଥିବାରୁ ଏହି ଅଳିଆରେ ପ୍ଲାଷ୍ଟକ ମଧ୍ୟ ଚାଲିଯାଇଥାଏ ।…

ପ୍ଲାଷ୍ଟିକ ବୋତଲର ବିକଳ୍ପ ହେଲା ବାଉଁଶ ନଳୀ, ଆସନ୍ତା ଅକ୍ଟୋବରରୁ ପ୍ରତି ଖଦୀ ଦୋକାନରେ ହେବ ଉପଲବ୍ଧ

ଦୀର୍ଘଦିନର ବ୍ୟବଧାନ ପରେ ପ୍ଲାଷ୍ଟିକ ବୋତଲର  ବିକଲ୍ପ କଢାଯାଇଛି। ଯେହେତୁ ଆସନ୍ତା ଅକ୍ଟୋବର ୨ରୁ ଭାରତରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିବାକୁ ଯାଉଛି,ତେଣୁ ଭାରତ ସରକାର ଏହାର ବିକଳ୍ପ କାଢିଛନ୍ତି। ଶୁଣି ଆଶ୍ଚର୍ଯ୍ୟ  ଲାଗୁଛି ପୁରାତନ ଯୁଗରେ ଯେଉଁ ବାଉଁଶ ନଳକୁ ବୋତଲ ରୂପେ…

ଏବେ ବର୍ଗର-ନୁଡଲ୍ସ ସହ କପ୍‌, ପ୍ଲେଟ୍‌, ଚାମଚ ମଧ୍ୟ ଖାଇପାରିବେ ଲୋକେ!

ଦୁନିଆ ସାମ୍ନାରେ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ନେଇ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍‌ ରହିଛି। ଖାଦ୍ୟ ପରସିିବାରେ ବ୍ୟବହୃତ ପ୍ଲାଷ୍ଟିକ୍‌ କେବଳ ଯେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ତା’ ନୁହେଁ, ବରଂ ଏହାଦ୍ୱାରା ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିଯାଇଥାଏ। ପ୍ଲାଷ୍ଟିକ୍‌କୁ ଯଦି ଜଳାଯାଏ, ତା’ହେଲେ…

ଅଲୋଡ଼ା ପ୍ଲାଷ୍ଟିକ୍‌ରୁ ପ୍ରଦୂଷଣ ମୁକ୍ତ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ଜଣେ ପ୍ରଫେସର

ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉଦ୍ଦେଶ୍ୟ ନିଶ୍ଚୟ ସଫଳ ହୋଇଥାଏ। ଏବେ ତାହା ପ୍ରମାଣିତ କରିଛନ୍ତି ହାଇଦ୍ରାବାଦର ଜଣେ ପ୍ରଫେସର। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ…

ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ…