Below header
Browsing Tag

pm modi

ଭାରତୀୟ ରେଳ ପାଇଁ ଐତିହାସିକ ଦିନ, ୪୧,୦୦୦ କୋଟିର ଦୁଇ ହଜାରରୁ ଅଧିକ ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ରେଳ ପାଇଁ ଆଜି ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪୧,୦୦୦ କୋଟି ଟଙ୍କା ମୂଲ୍ୟର ୨,୦୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ପିଏମ୍‌ ମୋଦି ରେଲୱେକୁ ୪୧,୦୦୦ କୋଟି ମୂଲ୍ୟର ୨,୦୦୦ରୁ ଅଧିକ ପ୍ରକଳ୍ପ ଭେଟି ଦେଇଛନ୍ତି । ମୋଦି ଏହାକୁ…

ସମୁଦ୍ରରେ ବୁଡ଼ି ଦ୍ୱାରକା ନଗରୀ ଗଲେ ପ୍ରଧାନମନ୍ତ୍ରୀ ମୋଦି, ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କଲେ ମୟୂର ପୁଚ୍ଛ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପରେ ଡିପ୍‌ ସି ଡାଇଭିଂ କରିବା ପରେ ଏବେ ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ର ପାଣି ଭିତରକୁ ଯାଇଛନ୍ତି । ପାଣି ଭିତରକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ଦ୍ୱାରକା ନଗରୀ ଥିବା ସ୍ଥାନରେ ପ୍ରାର୍ଥନା କରିଥିଲେ । ମୋଦି ଜଳମଗ୍ନ ନଗରୀକୁ ଶ୍ରଦ୍ଧାଞ୍ଜଳି…

‘ସୁଦର୍ଶନ ସେତୁ’ର ଲୋକାର୍ପଣ କଲେ ମୋଦି, ବ୍ରିଜର ଦୁଇ ପାର୍ଶ୍ବରେ ଲେଖା ହୋଇଛି ଭଗବଦ୍ ଗୀତାର ଶ୍ଲୋକ

ନୂଆଦିଲ୍ଲୀ : ଲୋକାର୍ପିତ ହେଲା ଭାରତର ଦୀର୍ଘତମ କେବୁଲ ବ୍ରିଜ । ସୁଦର୍ଶନ ସେତୁର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଗୁଜରାଟର ଓଖା ମେନଲ୍ୟାଣ୍ଡକୁ ବେଟ ଦ୍ବାରକା ଦ୍ବୀପ ସହିତ ସଂଯୋଗ କରିବ । ୪ ଲେନ ବିଶିଷ୍ଟ ଏହି ସିଗନେଚର ବ୍ରିଜର ଲମ୍ବ ୨.୩୩ କିଲୋମିଟର ହୋଇଥିବାବେଳେ…

ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଫେବୃଆରୀ ୨୦୨୪ ରେ ୫୫୪ ଟି ରେଳ ଷ୍ଟେସନ ଏବଂ ୧୫୦୦ ଆରଓବି / ଆରୟୁବି ପ୍ରକଳ୍ପର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ । ପୂର୍ବତଟ ରେଳପଥର…

IIT ଭିଲାଇର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୯୦ କୋଟି ଟଙ୍କାରେ ହୋଇଛି ନିର୍ମାଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଭିଲାଇର ଉଦ୍‌ଘାଟନ କରିଛନ୍ତି । ମୋଦି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଆଇଆଇଟି ଭିଲାଇ କ୍ୟାମ୍ପସ ୪୦୦ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ୧୦୯୦ କୋଟି ଖର୍ଚ୍ଚ ହୋଇଛି । ଆଇଆଇଟିର ଶିଳାନ୍ୟାସ ମୋଦି ୨୦୧୮ ଜୁନ୍‌ ୧୪ରେ କରିଥିଲେ ।…

ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ

ଜୈନ ଧର୍ମର ଦିଗମ୍ବର ମୁନି ପରମ୍ପରାର ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ନିଜ ଶରୀର ତ୍ୟାଗ କରିଛନ୍ତି । ଛତିଶଗଡର ଡୋଙ୍ଗରଗଡ ସ୍ଥିତ ଚନ୍ଦ୍ରଗିରି ତୀର୍ଥରେ ଗତକାଲି ବିଳମ୍ବିତ ରାତି ୨.୩୫ରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ସେ ଆଚାର୍ଯ୍ୟ ପଦ ତ୍ୟାଗ କରିବା ସହିତ ୩ ଦିନ ଉପାସ…

ଅଯୋଧ୍ୟା ପରେ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ଉତ୍ସାହିତ ଭାରତୀୟ

ସଂଯୁକ୍ତ ଆରବ ଏମିରେଟସ୍ (UAE) ର ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍‌ଘାଟନ ଅପେକ୍ଷାରେ । BAPS (ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା) ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିର ଦେଖିବାକୁ ଭବ୍ୟ ଏବଂ ବଡ ମଧ୍ୟ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ…

ରୋଜଗାର ମେଳା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ଲକ୍ଷରୁ ଅଧିକ ଯୁବକଙ୍କୁ ଦେଲେ ସରକାରୀ ଚାକିରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳା ମାଧ୍ୟମରେ ୧ ଲକ୍ଷରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଯୁବକମାନଙ୍କୁ ସରକାରୀ ବିଭାଗ ଏବଂ ସଂଗଠନରେ ନିଯୁକ୍ତି ଦିଆଯିବ । କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଯୁବକଙ୍କୁ ଭର୍ଚୁଆଲ…

‘ଆଜି ମୁଁ ଆପଣଙ୍କୁ ଦଣ୍ଡ ଦେବି’, ଏହା କହି ସାଂସଦମାନଙ୍କୁ କ୍ୟାଣ୍ଟିନ୍‌ ନେଇଗଲେ ପ୍ରଧାନମନ୍ତ୍ରୀ ମୋଦି; ଏକାଠି କଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆ ସଂସଦ ଭବନର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ ପିଏମ୍‌ଓ ତରଫରୁ ଏହି ୮ ଜଣ ସାଂସଦଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଥିଲା । ଫୋନ୍‌ରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ…

ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ର ଓଡ଼ିଶାର ଭାବମୂର୍ତ୍ତିକୁ ବିଶ୍ୱ ଦରବାରରେ ବୃଦ୍ଧି କରିଥିଲା : ମୋଦି

ଓଡ଼ିଶା ପାଇଁ ବିଜେପି କଣ କରିଛି, ତାର ରିପୋର୍ଟ କାର୍ଡ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସମ୍ବଲପୁର ରେମେଡ୍ ସଭାରେ ବକ୍ତବ୍ୟ ବେଳେ ମୋଦି ୫ ଟି ବଡ ରାଜନୈତିକ ବାର୍ତ୍ତା ଦେଇଛନ୍ତି। କେନ୍ଦ୍ରରେ ବିଜେପି ସରକାର ଅମଳରେ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ମିଳିଥିବା ଯୋଜନା ବିଷୟରେ ଲୋକଙ୍କୁ…

ସ୍ବାଭିମାନ ଦେଶ ପ୍ରେମୀଙ୍କ ରାଜ୍ୟ ହେଉଛି ଓଡ଼ିଶା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁରରେ ବିଜେପିର ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ ଓ ମା’ ସମଲେଶ୍ବରୀ କହି ଭାଷଣ ଆରମ୍ଭ କଲେ । ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପଦ୍ମଶ୍ରୀ ପାଇଥିବା ୪ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ…

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ, ପ୍ରଧାନମନ୍ତ୍ରୀ ମୋଦି ଦେଲେ ସୂଚନା

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଭାରତ ରତ୍ନରେ ସମ୍ମାନିତ ହେବେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ଘୋଷଣା କରିଛନ୍ତି । ଭାରତ ପ୍ରଗତିରେ ତାଙ୍କ ଯୋଗଦାନ ଅବିସ୍ମରଣୀୟ । ସେ ତୃଣମୂଳ ସ୍ତରରୁ କାମ କରି ଆମ ଉପପ୍ରଧାନମନ୍ତ୍ରୀ ହେବା…