Browsing Tag

prabhas

‘ରାଧେ ଶ୍ୟାମ୍‌’ ଫିଲ୍ମକୁ ନେଇ ମିଳିଲାନି କିଛି ବି ଅପଡେଟ୍‌, ପ୍ରଭାସଙ୍କ ଫ୍ୟାନ୍‌ ଲେଖି ଦେଲେ ସୁଇସାଇଡ୍‌ ନୋଟ୍‌!…

ସାଉଥ୍‌ ସୁପରଷ୍ଟାର ପ୍ରଭାବଙ୍କର ଜଣେ ପ୍ରଶଂସକ ଅପକମିଙ୍ଗ୍‌ ଫିଲ୍ମ ‘ରାଧେ ଶ୍ୟାମ୍‌’ର ରିଲିଜ୍‌ ଉପରେ କୌଣସି ଅପଡେଟ୍‌ ନ ମିଳିବାରୁ ସୁଇସାଇଡ ନୋଟ୍‌ ଲେଖି ଦେଇଛନ୍ତି। ଆଉ ଯେଉଁଥିରେ ସେ ଫିଲ୍ମର ନିର୍ମାତାଙ୍କୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ଯଦିଓ ସୁଇସାଇଡ ନୋଟ୍‌ ଲେଖିବା ପରେ…

ଆଜି ପ୍ରଭାସଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ‘ରାଧେଶ୍ୟାମ୍‌’ର ଟିଜର, ଦେଖନ୍ତୁ ଫାଷ୍ଟ ଲୁକ୍‌

ପ୍ରଭାସଙ୍କ ଫ୍ୟାନ୍‌ମାନଙ୍କର ଆଜି ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ସାଉଥ୍‌ ଷ୍ଟାର ପ୍ରଭାସଙ୍କ ରୋମାଣ୍ଟିକ୍‌ ଫିଲ୍ମ ‘ରାଧେଶ୍ୟାମ’ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି। ଫିଲ୍ମର ଟିଜର ରିଲିଜ୍‌ ହେଉ ହେଉ ଫ୍ୟାନ୍‌ମାନେ ଏହାକୁ ଭାଇରାଲ କରିବା ଆରମ୍ଭ ଦେଇଛନ୍ତି। ଟିଜରରେ…

ଦକ୍ଷିଣ ଭାରତରେ ଆରମ୍ଭ ହେଲା ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନ ଉତ୍ସବ, ଥିଏଟରରେ ପୁଣି ପ୍ରଦର୍ଶିତ ହେବ ୮ ବର୍ଷ ପୁରୁଣା…

ପ୍ୟାନ୍‌ ଇଣ୍ଡିଆନ୍‌ ଷ୍ଟାର ପ୍ରଭାସ ଅକ୍ଟୋବର ୨୩ରେ ନିଜ ଜନ୍ମ ଦିନ ପାଳନ କରିବାକୁ ଯାଉଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଭାସଙ୍କ ଫ୍ୟାନ୍‌ମାନେ ତାଙ୍କ ବାର୍ଥ ଡେ’ ପୂର୍ବରୁ ବଡ଼ ଉତ୍ସବର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏ ଅବସରରେ ପ୍ରଭାସଙ୍କ ବ୍ଲକ୍‌ ବଷ୍ଟର…

ଅଲଗା ଅବତାରରେ ନଜର ଆସିଲେ ପ୍ରଭାସ, ଘୋଷଣା କଲେ ଫିଲ୍ମ ‘ରାଧେ ଶ୍ଯାମ୍’ର ରିଲିଜ ଡେଟ୍

ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’ଙ୍କୁ ପ୍ରଶଂସକମାନେ ଚାହିଁ ରହିଛନ୍ତି। ଫିଲ୍ମର ନିର୍ମାତା ପ୍ରଭାସଙ୍କ ନୂଆ ପୋଷ୍ଟର ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଅଭିନେତା ପ୍ରଭାସ ନିଜେ ମଧ୍ୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ପୋଷ୍ଟରରେ ପ୍ରଭାସ ଅଲଗା…

ଦୀର୍ଘଦିନର ସ୍ୱପ୍ନ ପୂରଣ କଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ, କିଣିଲେ ୬ କୋଟିର ଲାମ୍ବୋରଗିନି

ନିଜ ଡ୍ରିମ୍‌ କାର କିଣିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସଙ୍କର ଫ୍ୟାନ୍‌ ଫଲୋୟର୍ସ ସଂଖ୍ୟା ବହୁତ ଅଧିକ। ବାହୁବଳୀ ଫିଲ୍ମ ପରେ ତାଙ୍କ ଫ୍ୟାନ୍‌ ସଂଖ୍ୟା ଆହୁରି ବଢ଼ିଯାଇଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ହଜାର ହଜାର ଫ୍ୟାନ୍‌ ଅଛନ୍ତି।…

‘ରାଧେଶ୍ୟାମ’ର ପ୍ରି-ଟିଜର ସେୟାର କଲେ ପ୍ରଭାସ, ଭାଲେଣ୍ଟାଇନ୍‌ ଡେ’ରେ ଫ୍ୟାନ୍‌ଙ୍କୁ ଦେବେ ଉପହାର

ବାହୁବଳୀ ଫେମ୍‌ ପ୍ରଭାସଙ୍କ ଅପ୍‌କମିଂ ମୁଭି ‘ରାଧେଶ୍ୟାମ୍‌’କୁ ଫ୍ୟାନ୍‌ମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପ୍ରଭାସ ମଧ୍ୟ ନିଜ ଫ୍ୟାନ୍‌ଙ୍କୁ ନିରାଶ କରିନାହାନ୍ତି। ମଝିରେ ମଝିରେ ସେ ଆଗାମୀ ଫିଲ୍ମ ସହ ଜଡ଼ିତ ଅପଡେଟ୍‌ ସେୟାର କରିଥାନ୍ତି। ଏବେ ସେ ଫିଲ୍ମର ପ୍ରି-ଟିଜର ସେୟାର…

ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ଆରମ୍ଭ, ଟ୍ଵିଟ୍‌ କରି ସୂଚନା ଦେଲେ ନିର୍ଦ୍ଦେଶକ ଓମ୍‌ ରାଉତ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫ୍ୟାନ୍‌ମାନେ ଏହି ଫିଲ୍ମକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ‘ତାନାଜୀ ଦ ଅନ୍‌ସଙ୍ଗ ଓ୍ଵାରିୟର’ର ନିର୍ଦ୍ଦେଶକ ଓମ୍‌ ରାଉତ୍‌ ଏହି ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ସୁଟିଂ ଆଜି…

ପ୍ରଭାସଙ୍କ ସହ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ଥିବା ନେଇ ମୁହଁ ଖୋଲିଲେ ନମିତା, ଜାଣନ୍ତୁ ପ୍ରକୃତ ସତ

ସୁପରଷ୍ଟାର ପ୍ରଭାସଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନମିତା। ପ୍ରଭାସଙ୍କ ସହ ନମିତା ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ଥିବା ଖବର ବେଶ୍‌ ଚର୍ଚ୍ଚାରେ ଥିଲା। ଏବେ ସେହି ବିଷୟକୁ ନେଇ ମୁହଁ ଖୋଲିଛନ୍ତି ନମିତା। କେବଳ ପ୍ରଭାସଙ୍କ ସହ ନୁହେଁ, ବରିଷ୍ଠ…

‘ଆଦିପୁରୁଷ’ରେ ୮ ଫୁଟ୍‌ ଉଚ୍ଚା ଦିଶିବେ ସୈଫ୍‌ ଅଲ୍ଲୀ ଖାନ୍‌, ବଦଳାଇବେ ପୂରା ଲୁକ୍‌; ଟିମ୍‌ କଲା ଖୁଲାସା

ନିଜ ଆଗାମୀ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌। ଫିଲ୍ମ‘ଆଦିପୁରୁଷ’ ରାମାୟଣର କାହାଣୀ ଉପରେ ଆଧାରିତ। ଫିଲ୍ମରେ ରାମଙ୍କ ଭୂମିକାରେ ପ୍ରଭାସ ନଜର ଆସିବେ ଓ ସୈଫ୍‌ ଅଲ୍ଲୀ ଖାନ୍‌ ରାବଣ ହେବେ। ନିକଟରେ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌…

ଲଙ୍କେଶ ପାଇଁ ପ୍ରସ୍ତୁତ ରହିଛନ୍ତି ସୈଫ ଅଲ୍ଲୀ ଖାନ: କହିଲେ, ମଜା ଆସିଯିବ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବେ ଖଳନାୟକ ଚରିତ୍ରରେ ନିଜର ଅଭିନୟ ଦେଖାଉଛନ୍ତି। ତାନାଜୀରେ ଜବରଦସ୍ତ ନକାରାତ୍ମକ ଭୂମିକାରେ ଆସି ଲୋକଙ୍କ ମନ ଜିଣିନେଇଥିଲେ। ଏବେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’ କୁ ନେଇ ଫ୍ଯାନଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ବଲିଉଡର…

‘ଆଦିପୁରୁଷ’ରେ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ କୃତି ସାନନ୍‌, କରିବେ ସୀତାଙ୍କ ରୋଲ୍‌

ଅଭିନେତ୍ରୀ କୃତି ସାନନ୍‌ ସବୁବେଳେ ନିଜ ଫ୍ରଫେସନାଲ ଓ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥରକ ମଧ୍ୟ କୃତି ନିଜ ପ୍ରଫେସନାଲ ଲାଇଫ୍‌କୁ ନେଇ ଲାଇମ୍‌ଲାଇଟ୍‌ରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ…

‘ଆଦିପୁରୁଷ’ରେ ପ୍ରଭାସଙ୍କ ବପକ୍ଷରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ, ଏମିତି ଚାଲିଛି ଚର୍ଚ୍ଚା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପ୍ରଭାସଙ୍କ ସହିତ କିଏ ବା କାମ କରିବାକୁ ଚାହେଁ ନାହିଁ। ପ୍ରଭାସଙ୍କ ଫିଲ୍ମ ସାହୋ ବକ୍ସ ଅଫିସରେ ବେଶ୍ କିଛି କମାଲ କରିନ ପାରୁ ପଛେ କିନ୍ତୁ ପ୍ରଭାସଙ୍କ ଫାନ ଫଲୋୟର୍ସ କମ୍ ନାହାନ୍ତି। ଏବେ ପ୍ରଭାସ ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ବେଶ ଚର୍ଚ୍ଚାରେ…