Browsing Tag

pratap sarangi

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ୮ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର (କେନ୍ୟୁଜ୍) : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ୮ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତରେ ଆଫ୍ରିକାର ବେନିନ୍, ଗାମ୍ବିଆ ଗଣରାଜ୍ୟ ଓ ଗୁଇନିଆ ଗଣରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗ ସାଂସଦ ଦିଲୀପ ଘୋଷ ମଧ୍ୟ…

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ଝାଡ଼ୁ ଧରି ସଫା କଲେ କେନ୍ଦ୍ରମନ୍ତ୍ରୀ…

ବାଲେଶ୍ୱର (କେନ୍ୟୁଜ୍) : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱଚ୍ଛଭାରତ ଅଭିଯାନ । ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ୱଚ୍ଛ ଭାରତ ଅଭିଯାନରେ ସ୍ଥାନୀୟ ବସଷ୍ଟାଣ୍ଡକୁ ଝାଡ଼ୁ ଧରି ସଫା କରିଛନ୍ତି । ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ଏଠାରେ ଶହଶହ…

ମନ୍ତ୍ରୀ ପଦ ବି ବଦଳାଇ ପାରିଲାନି ଜୀବନଶୈଳୀ, ଭଙ୍ଗା ଘରେ ରାତି କାଟିବା ସହ ମନ୍ଦିର ସଫା କଲେ ପ୍ରତାପ ଷଡ଼ଙ୍ଗୀ

ସରଳ ଅମାଇକ ଜୀବନ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଗଣ ମାଧ୍ୟମର ଶିରୋନାମା ପାଲଟିଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହୋବାପରେ ପ୍ରଥମ ଥର ଗାଁକୁ ଆସିଛନ୍ତି । ଏହି ଅବସରରେ ତାଙ୍କୁ ତାଙ୍କ ଜନ୍ମମାଟିର ଲୋକମାନେ ଉଚ୍ଛେସିତ ସମ୍ବୋର୍ଦ୍ଧନା ଦେବା ସହ ତାଙ୍କର ଜୟଗାନ କରିଥିଲେ। କିନ୍ତୁ…

“ଗୋ ହତ୍ୟା ଓ ଗୋ ଚାଲଣକୁ ବନ୍ଦ କରିବା ପାଇଁ ହେବ ଆଇନ” କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଦେଶର ସାମଗ୍ରିକ ବିକାଶ ପ୍ରକ୍ରିୟାରେ ବାଧକ ସାଜିଥିବା ସଂସ୍ଥା ଗୁଡ଼ିକର କାର‌୍ୟ୍ୟର ସମୀକ୍ଷା କରି ପ୍ରଗତିର ରଥକୁ ଆଗକୁ ବଢାଇବା ଲାଗି ପିଏମ୍ ମୋଦି ନିଷ୍ପତ୍ତି ନେଇଛନ୍ତି । ଗୋ ସମ୍ପଦର ସୁରକ୍ଷା ପାଇଁ ସଚେତନତା ସହ ଗୋ ହତ୍ୟା ଓ ଗୋ ଚାଲଣକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଆଇନ୍ ହେବ ବୋଲି…

ଓଡ଼ିଶାରେ ହେବ ଷ୍ଟିଲ ଶିଳ୍ପର ହବ୍ ଏବଂ ଏମଏସଏମଇ ବିଭାଗର କାୟା ବୃଦ୍ଧି କରାଯିବା, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଓଡ଼ିଶାରେ ହେବ ଷ୍ଟିଲ ଶିଳ୍ପର ହବ୍ । ଓଡିଶା ବିନା ଷ୍ଟିଲ ଇଣ୍ଡଷ୍ଟ୍ରିର କଳ୍ପନା କରାଯାଇପାରିବ ନାହିଁ। ଭାରତବର୍ଷରେ ଷ୍ଟିଲ କ୍ଷେତ୍ରର ୬ରୁ ୮ ପ୍ରତିଶ୍ତ ଗ୍ରୋଥ୍ ରେଟ୍ ରହିଛି। ପେଟ୍ରୋଲିୟମ୍ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତ ବେଳେ ଏହି ସୂଚନା ଦେଇଛନ୍ତି।…

ମୋଦି ସରକାରରେ ମନ୍ତ୍ରୀ ପଦ ପାଇବା ପରେ ଭୁବନେଶ୍ୱର ପହଞ୍ଚିଲେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ

 ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ପହଞ୍ଚିଲେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ । ମୋଦି ସରକାରରେ ମନ୍ତ୍ରୀ ପଦ ପାଇବା ପରେ ଭୁବନେଶ୍ୱର ଆସିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ…

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସରଳ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଗ୍ରାହମ୍‌ଷ୍ଟେନ୍‌ସ ମାମଲରେ…

ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇ ସାଂସଦ ହେଲେ ପ୍ରତାପ ଷଡଙ୍ଗୀ । କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ମନ୍ତ୍ରୀ ହେବା ପୂର୍ବରୁ ଓ ପରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରତାପ ଷଡଙ୍ଗୀ । ବହୁ ଜାତୀୟ ଗଣମାଧ୍ୟମ ପ୍ରଥମେ ତାଙ୍କର ସରଳ ଜୀବନଯାପନକୁ…

ଶପଥ ନେବା ପରେ ଆଜି ଦିଲ୍ଲୀ ହଜ୍‌ ଖାସ୍‌ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ(କେନ୍ୟୁଜ୍): କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ମନ୍ଦିର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଦିଲ୍ଲୀ ହଜ୍‌ ଖାସ୍‌ ଜଗନ୍ନାଥ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ…

ନୀଳଗିରିରୁ ନୂଆଦିଲ୍ଲୀ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମଫସଲର ଏହି ଗରିବ ପୁଅ

କେନ୍ୟୁଜ୍ : ନୀଳଗିରିରୁ ନୂଆଦିଲ୍ଲୀ। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମଫସଲର ଗରିବ ପୁଅ । ପ୍ରଥମ ଥର ସାଂସଦରୁ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ଗର୍ବ ଓ ଗୌରବ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥର ବାଲେଶ୍ୱର ଲୋକସଭା ଆସନ ନିର୍ବାଚନରେ ଦୁଇ ଜଣ କୋଟିପତିଙ୍କୁ ମାତ୍‌ ଦେଇଥିଲେ ପ୍ରତାପ…

ମୋଦିଙ୍କ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଯାହାଙ୍କ ଶପଥ ସମୟରେ ବାଜିଥିଲା ସବୁଠାରୁ ଅଧିକ ତାଳି

ପୁଣି ଥରେ ଦେଶର ଶାସନ ଭାର ସମ୍ଭାଳିଲେ ମୋଦି । ପ୍ରାଧନମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ନେଲେ ଶପଥ । ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଥିବା ବେଳେ…

ଟିକେଟ ବଣ୍ଟନ ନେଇ ଭୋଗରାଇ ବିଜେପିରେ ବିଦ୍ରୋହ, ପ୍ରତାପ ଷଡ଼ଙ୍ଗୀଙ୍କୁ ତାଲା ପକାଇଲେ ଦଳୀୟ କର୍ମୀ

ବାଲେଶ୍ୱର : ଟିକେଟ ବଣ୍ଟନ ନେଇ ଭୋଗରାଇ ବିଜେପିରେ ବିଦ୍ରୋହ। ଭୋଗରାଇ ବିଧାନସଭା ଆସନ ପାଇଁ ବିଜେପିର ମାନସ ମହାନ୍ତିଙ୍କ ପ୍ରାର୍ଥିତ୍ୱକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ କର୍ମୀ। ଅସନ୍ତୁଷ୍ଟ ଦଳୀୟ କର୍ମୀମାନେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା କରିବା ସହ ତାଲା…

ବଦଳିବ କି ରାଜ୍ୟ ବିଜେପି ନେତୃତ୍ୱ : ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ : ହଠାତ୍‌ ଦିଲ୍ଲୀରେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ । ପ୍ରତାପ ଦିଲ୍ଲୀରେ ବହୁ ବରିଷ୍ଠ ନେତାଙ୍କ ଭେଟିଛନ୍ତି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରତାପଙ୍କୁ କିଛି ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ଦିଲ୍ଲୀରେ ତାଙ୍କ ସହ ଆଲୋଚନା…