Browsing Tag

prayagraj

ସଙ୍ଗମସ୍ଥଳ ପ୍ରୟାଗରାଜରେ ଆସିଛି ଭୟଙ୍କର ବନ୍ୟା, ପାଣି ଘେରରେ ଫସିଛନ୍ତିି ଅନେକ ଲୋକ

ପ୍ରାକୃତିକ ବିପର୍ଯ୍ୟୟର ପୁଣି ଏକ କରାଳ ରୂପ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭୟଙ୍କର ବନ୍ୟା ସାରା ଅଞ୍ଚଳକୁ ସମସ୍ୟାରେ ପକାଇଛି। ଗଙ୍ଗା, ଯମୁନାର ସଙ୍ଗମସ୍ଥଳୀ ପ୍ରୟାଗରାଜରେ ଅଚାନକ ବନ୍ୟା ଆସିବା ଫଳରେ ଲୋକମାନଙ୍କ ଜୀବନ ଓ ଜୀବିକା ବାଧା ପ୍ରାପ୍ତ ହୋଇଛି। ଗଙ୍ଗାରେ…

ପ୍ରୟାଗରାଜ: ମାଘ ମେଳାରେ ରଖାଗଲା ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ମଡେଲ, ଝଲକ୍‌ ପାଇ ଭାବବିହ୍ଵଳ ହୋଇପଡ଼ୁଛନ୍ତି…

ଅଯୋଧ୍ୟାରେ ପ୍ରସ୍ତୁତ ହେଉଥିବା ଭଗବାନ ରାମଙ୍କ ଭବ୍ୟ ମନ୍ଦିରକୁ ନେଇ ରାମ ଭକ୍ତଙ୍କ ମଧ୍ୟରେ ଖାସ୍‌ ଉତ୍ସୁକତା ରହିଛି। ମନ୍ଦିର କେଉଁ ପ୍ରକାରର ହେବ, ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ କେମିତି ନଜର ଆସିବ, ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ ଉତ୍ତର ପ୍ରଦେଶର ସଙ୍ଗମ ନଗରୀ…

ବାପାଙ୍କ ଇଚ୍ଛା ପୂରଣ ପାଇଁ କାଠ କଣ୍ଢେଇକୁ ବାହା ହେଲା ପୁଅ, ପାଳନ ହେଲା ସମସ୍ତ ରୀତିନୀତି

ବର୍ତ୍ତମାନର ଯୁଗରେ ପିଲା ନିଜର ବାପାଙ୍କୁ ଘରୁ ବାହାର କରିଦେଉଥିବା ବେଳେ ଆଉ କିଏ ଗୋଇଠା ମାରୁଛି। ବାପାଙ୍କ ଇଚ୍ଛାକୁ କୌଣସି ସମ୍ମାନ ଦେଉନାହିଁ। କିନ୍ତୁ ଏଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ। ଜଣେ ପୁଅ ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ…

ପ୍ରୟାଗଠାରେ ଠାବ ହେଲା ମହାଭାରତ ଯୁଗର ସୁଡ଼ଙ୍ଗ, ଏହି ରାସ୍ତା ଦେଇ ଯାଇ ଜୀବନ ବଞ୍ଚାଇଥିଲେ କି ପାଣ୍ଡବ?

ମହାଭାରତ ଯୁଗର କାହାଣୀକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଉତ୍ସୁକତା। କାହାଣୀର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ବି ଐତିହାସିକମାନେ ଗବେଷଣା ଜାରି ରଖିଛନ୍ତି। ତୀର୍ଥ ନଗରୀ ପ୍ରୟାଗରାଜରେ ମହାଭାରତ ଯୁଗର ଜଉ ମହଲ ଥିବା ନେଇ ଚର୍ଚ୍ଚା ହେଉଛି। କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳର ଏକ ଖଣ୍ଡରରେ ପଥରର…

ପବିତ୍ର ତୀର୍ଥ ସ୍ଥଳୀ ପ୍ରୟାଗରାଜରେ ରକ୍ତର ଛିଟା, ୧୨ ଘଣ୍ଟାରେ ଗଡିଲା ୬ଟି ମୁଣ୍ଡ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ରବିବାର ଦିନ ତିନୋଟି ଅଲଗା ଅଲଗା ସ୍ଥାନରେ ଛଅ ଲୋକଙ୍କର ହତ୍ୟାରେ ପୁରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ପ୍ରଥମେ ଧୂମନଗଞ୍ଜ ଥାନା ଅଞ୍ଚଳରେ ଚୌଫଟକା ପୋଲ ତଳେ ତିନୋଟି ଲୋକଙ୍କୁ ଗୁଳି କରି ହତ୍ୟା କରିବାର ଖବର ଶୁଣିବାକୁ ମିଳିଥିଲା। ଏହାପରେ ଥରଭଇ ଥାନା…

କୁମ୍ଭମେଳାରେ ଆଜି ତୃତୀୟ ତଥା ଶେଷ ସାହି ସ୍ନାନ

କୁମ୍ଭମେଳାରେ ଆଜି ତୃତୀୟ ତଥା ଶେଷ ସାହି ସ୍ନାନ । ଲୋକାରଣ୍ୟ ହୋଇ ଉଠିଛି ଉତ୍ତରପ୍ରଦେଶର ପ୍ରୟାଗରାଜ । ତ୍ରିବେଣୀ ସଙ୍ଗମରେ ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହୋଇ ବୁଡ ପକାଇଛନ୍ତି । ସାହି ସ୍ନାନକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା…

ଏମାନେ କୁମ୍ଭମେଳାକୁ ଆସିଥିବା ବିଚିତ୍ର ବାବା, କିଏ ମାଗୁଛି ପେଟ୍ରୋଲ ତ କିଏ ନଉଛି ସେଲ୍ଫି

ପ୍ରୟାଗରାଜରେ ଏବେ ଆସ୍ଥାର ଜନସମାଗମ ଲାଗିଛି। ସାଧୁ-ସନ୍ଥଙ୍କୁ ନେଇ ଦେଶର କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ ପକା ଯାଉଛି। କୁମ୍ଭମେଳାକୁ ଆସିଥିବା କିଛି ଖାସ ବାବା ଏହି ସମୟରେ ବହୁତ ଚର୍ଚ୍ଚାରେ ରହୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ବାବାଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ…