କେବେ ଟ୍ରାଏ କରିଛନ୍ତି କି ପମ୍ପକିନ୍ ଫ୍ରାଏଜ୍, ଆଜି ଘରେ କରନ୍ତୁ ପ୍ରସ୍ତୁତ
କଖାରୁ ହେଉ ଅବା କଖାରୁ ମଞ୍ଜି କିମ୍ବା କଖାରୁ ଚୋପା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ ହୋଇଥାଏ। କଖାରୁ ସ୍ୱାସ୍ଥ୍ୟ ପାଇଁ ଲାଭ ଦେଇଥାଏ। ହୃଦୟକୁ ସୁସ୍ଥ ରଖିଥାଏ । ରକ୍ତ ସର୍କରା ସ୍ତରକୁ କମ୍ କରିଥାଏ। ତେଣୁ ଲୋକେ କଖାରୁରେ ତରକାରୀ, ପରଠା କରି ଖାଇବାକୁ ପସନ୍ଦ…