Browsing Tag

puri eviction

ପୁରୀ: ଦୋଳବେଦୀ ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଚାଲିଛି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ। ଦୋଳବେଦୀ ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଚାଲିଛି ଉଚ୍ଛେଦ। କଡା ସୁରକ୍ଷା ମଧ୍ୟରେ ପ୍ରସାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମାଜିଷ୍ଟ୍ରେଟ୍‌ ଓ ପୋଲିସ ଫୋର୍ସ ମୁତୟନ କରାଯାଇ…

ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ, ଆଜି ଭାଙ୍ଗାଯାଉଛି ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସର

ପୁରୀ(କେନ୍ୟୁଜ୍): ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ । ମୁନିସିପାଲିଟି ମାର୍କେଟ୍ ଭଙ୍ଗା ଯିବା ପରେ ଏବେ ପାଳି ପଡ଼ିଛି ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସର । ୧୯୬୮ରେ ପୌରସଂସ୍ଥା ଦ୍ୱାରା ନିର୍ମିତ ଏହି ମାର୍କେଟ୍ କମ୍ପ୍ଲେକ୍ସଟି ୨ ବର୍ଷ ତଳୁ ବିପଦ ସଙ୍କୁଳ ଘୋଷିତ ହୋଇଥିଲା । ଗତ…

ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ୍ ମଧ୍ୟରୁ ଜମି ଅଧିଗ୍ରହଣ, ୫ଟି ପରିବାର ଜମି ଦେଇ କ୍ଷତିପୂରଣ ରାଶି ଓ ବିସ୍ଥାପିତଙ୍କ…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ୍ ମଧ୍ୟରୁ ଜମି ଅଧିଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ୫ଟି ପରିବାର ଜମି ଦେଇ କ୍ଷତିପୂରଣ ରାଶି ଓ ବିସ୍ଥାପିତଙ୍କ ପାଇଁ ଘୋଷିତ ପ୍ୟାକେଜ୍ ଗ୍ରହଣ କରିଛନ୍ତି। ଏହି ୫ଟି ପରିବାରକୁ ୮କୋଟି ୪୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ହିସାବରେ ପ୍ରଦାନ…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଅଭିଯାନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଅଭିଯାନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ…

ପୁରୀରେ ପୁଣି ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ଯାଉଛି ବଡ଼ଦାଣ୍ଡ ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ

ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଛେଦ ପ୍ରକ୍ରିୟା । ଭଙ୍ଗା ଯାଉଛି ବଡ଼ଦାଣ୍ଡରେ ଥିବା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ । ମାର୍କେଟ୍‌ କମ୍ପ୍ଲେକ୍ସକୁ ପୂର୍ବରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଗତ ୧୪ ତାରିଖରେ ମଧ୍ୟ ସମସ୍ତ ଦୋକାନ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି…

ପୁରୀ: ଉଚ୍ଛେଦ ପ୍ରକ୍ରିୟାରେ ଏବେ ମଙ୍ଗୁ ମଠ ପାଳି, ମାପଚୁପ ଶେଷ କରିଛି ପୌରସଂସ୍ଥା ଓ ପୁର୍ତ୍ତ ବିଭାଗ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁପାର୍ଶ୍ୱ, ଏମାର, ଲଂଗୁଳି ଓ ବଡ ଆଖଡା ମଠ ଉଚ୍ଛେଦ ପରେ ଏବେ ଅନ୍ୟ ଅସୁରକ୍ଷିତ ମଠ ଉଚ୍ଛେଦ ନେଇ ପ୍ରକାଶ ପାଇଛି ତତ୍ପରତା । ଗତକାଲି ମଂଗୁ ମଠର ମାପଚୁପ ଶେଷ କରିଛି ପୌରସଂସ୍ଥା ଓ ପୁର୍ତ୍ତ ବିଭାଗ । ୭୫ ମିଟର ପରିସୀମା ମଧ୍ୟରେ ଏହି ପୁରାତନ ନାନକପନ୍ଥୀ ମଠ…

ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ଉଛେଦ ଅଭିଯାନ, ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନରେ ବସିବେ ମଠ ମନ୍ଦିର…

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ଉଛେଦ ଅଭିଯାନ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ବଡ ଆଖଡା ମଠର ଅସୁରକ୍ଷିତ କୋଠାକୁ ଭଙ୍ଗାଯାଉଛି । ଗତକାଲି ପ୍ରାୟ ୮୦ ପ୍ରତିଶତ ଉଛେଦ କାମ ଶେଷ ହୋଇଥିଲା । ଉଛେଦ ବେଳେ ମାଜିଷ୍ଟ୍ରେଟ୍‌ ଓ ବ୍ୟାପକ ପୋଲିସ ଉପସ୍ଥିତ ଅଛନ୍ତି । ତେବେ ଉଛେଦ…

୪ ଦିନ ପରେ ଆଜି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାମ

ପୁରୀ: ଅସନ୍ତୋଷ ସତ୍ତ୍ୱେ ୪ ଦିନ ପରେ ଆଜି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ଅସୁରକ୍ଷିତ ଥିବା ଏମାର ମଠର କିଛି ଦୋକାନ ଘର ଭଙ୍ଗା କାମ ଆରମ୍ଭ ହୋଇଛି । ବଣିଆପଟିରେ ଭଙ୍ଗା ଯାଇନଥିବା ଅବଶିଷ୍ଟ ଦୋକାନ ଘରକୁ ଉଚ୍ଛେଦ କରାଯାଉଛି । ୪ ଦିନ ତଳେ ବଣିଆପଟିର ୮୦ ପ୍ରତିଶତ ଦୋକାନଘରକୁ ଉଚ୍ଛେଦ…

ସାଧୁଙ୍କ ବିରୋଧ ଯୋଗୁଁ ପୁରୀରେ ସ୍ଥଗତି ରହିଲା ବଡଛତା ମଠ ଉଛେଦ ପ୍ରକ୍ରିୟା, ଏହି ପ୍ରସଙ୍ଗରେ ଆଜି ପୁରୀ…

ପୁରୀ(କେନ୍ୟୁଜ୍): ସାଧୁଙ୍କ ବିରୋଧ ଯୋଗୁଁ ପୁରୀରେ ସ୍ଥଗତି ରହିଲା ବଡଆଖଡା ମଠ ଉଛେଦ ପ୍ରକ୍ରିୟା। ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରୁଛନ୍ତି ୧୫ଜଣିଆ କମିଟି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଏହି ଟିମ୍‌ ଗଠନ କରାଯାଇଛି। ମଠ ଉଚ୍ଛେଦ ପୂର୍ବରୁ ମଠାଧିଶଙ୍କ…

ଦୁଇଦିନ ପରେ ଆଜି ପୁଣି ଆରମ୍ଭ ହେବ ପୁରୀରେ ଉଚ୍ଛେଦ କାମ

ପୁରୀ(କେନ୍ୟୁଜ୍): ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ପୁରୀରେ ଆରମ୍ଭ ହେବ ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଉଚ୍ଛେଦ କାମ । ପ୍ରଥମେ ବଡ ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ଏହା ପରେ ସାନ ଛତା ମଠର ମଧ୍ୟ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି । ତେବେ ଏହି ମଠରୁ ଉଚ୍ଛେଦ…

ମାଟିରେ ମିଶୁଛି ଐତିହ୍ୟ ସମ୍ପନ୍ନ ଏମାର ମଠ, ଆଜି ଦ୍ୱିତୀୟ ଦିନରେ ପଛପଟ ଖମାର ଓ ଭଣ୍ଡାର ଘର ଭଙ୍ଗା ଚାଲିଛି

ପୁରୀ(କେନ୍ୟୁଜ୍) : ମାଟିରେ ମିଶୁଛି ପୁରୀର ସର୍ବପୁରାତନ ଐତିହ୍ୟ ସମ୍ପନ୍ନ ଏମାର ମଠ । ଆଜି ଦ୍ୱିତୀୟ ଦିନରେ ମଠ ଭଙ୍ଗା କାର୍ଯ୍ୟ ଚାଲିଛି । ପଛପଟର ଖମାର ଘର ଓ ଭଣ୍ଡାର ଘର ଭଙ୍ଗା ଯାଉଛି । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । ପୁରା ମଠକୁ ନିଜ ହେପାଜତକୁ ନେଇଛି ପୋଲିସ…

ମାଟିରେ ମିଶୁଛି ପୁରୀର ଏମାର ମଠ, ଉଚ୍ଛେଦ ବେଳେ ଠାବ ହେଲା ଭୂତଳ ଘର

ପୁରୀ(କେନ୍ୟୁଜ୍): ମାଟିରେ ମିଶୁଛି ପୁରୀର ଐତିହ୍ୟ ସମ୍ପନ୍ନ ଏମାର ମଠ । ଉଚ୍ଛେଦ ବେଳେ ଠାବ ହେଲା ଭୂତଳ ଘର। ତେବେ ମହନ୍ତ ରାଜ ଗୋପାଳ ରାମାନୁଜ ଦାସ ମଠ ଛାଡୁନାହାନ୍ତି । ମହନ୍ତଙ୍କ ଯୁକ୍ତି ମଠ ସୁରକ୍ଷିତ ରହିଛି। ମଠ ଛାଡିବାକୁ ମହନ୍ତଙ୍କୁ ବୁଝାଇବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି…