Browsing Tag

puri ratha yatra

ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି, ଶ୍ରୀଜିଉ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଖବର ଗଜପତିଙ୍କୁ ଦେବେ ଦଇତାପତି

ପୁରୀ: ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ସମ୍ପୁର୍ଣ୍ଣ ସୁସ୍ଥତାର ଖବର ଦଇତାପତି ମାନେ ଗଜପତିଙ୍କୁ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ । ସେଠାରେ…

ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା, ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ପୌରପ୍ରଶାସନର ନିର୍ଦ୍ଦେଶ

ପୁରୀ: ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା। ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ନିର୍ଦ୍ଦେଶ। ସମସ୍ତ ଅସ୍ଥାୟୀ ଦୋକାନ ଓ କ୍ୟାବିନ୍‌ ଉଠାଇବାକୁ ପୌରପ୍ରଶାସନ ପକ୍ଷରୁ ନୋଟିସ୍ ଜାରି‌ କରାଯାଇଛି । ଏହାସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସ୍ଥାୟୀ ଦୋକାନ ଖାଲି କରିବାକୁ କୁହାଯାଇଛି।…

ଆସନ୍ତା ୧୮ରେ ରଥଯାତ୍ରା ମାମଲାର ଶୁଣାଣି: ଏପଟେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପାଇଲେ ପୁରୋହିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୬ଦିନ ବାକି। ରଥଖଳାରେ ଜୋରସୋରରେ ରଥକାମ ଆଗେଇ ଚାଲିଥିବାବେଳେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପାଇଲେ ପୁରୋହିତ। ରଥଯାତ୍ରା ଦିନ ପୁରୋହିତମାନେ ରଥ ପ୍ରତିଷ୍ଠା କରିଥାନ୍ତି। ଏନେଇ ପ୍ରସ୍ତୁତ ରହିବାକୁ ଶ୍ରୀମନ୍ଦିର ପୁରୋହିତଙ୍କୁ ପତ୍ର ଲେଖିଛି…

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହେଲେ ମୁସଲିମ ଶ୍ରଦ୍ଧାଳୁ

ନୟାଗଡ଼ : ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହେଲେ ମୁସଲିମ ଶ୍ରଦ୍ଧାଳୁ। ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ଅଫତାପ ହୁସେନ ମାମଲାରେ ଏଣ୍ଟରଭେନିଂ ପିଟିସନ ଦାଖଲ କରି କହିଛନ୍ତି ଯେ ଜଗନ୍ନାଥ ହିନ୍ଦୁ ଧର୍ମର ଭଗବାନ ହେଲେ ମଧ୍ୟ ସବୁ ଧର୍ମର ଶ୍ରଦ୍ଧାଳୁ…

ପୁରୀ ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର : ହାଇକୋର୍ଟ

ପୁରୀ (କେନ୍ୟୁଜ): ପୁରୀ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କେନ୍ଦ୍ର ଗାଇଡଲାଇନ ମାନି ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ । କରୋନା ପାଇଁ ରଥଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ରଥଯାତ୍ରା ସ୍ଥଗିତ…

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ତିନି ରଥର ସମସ୍ତ ଚକ ଅଖ ଡେରା କାମ

ପୁରୀ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ସମସ୍ତ ଚକ ଅଖ ଡେରା କାମ ଆରମ୍ଭ ହୋଇଛି । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଡେରା ଆରମ୍ଭ ହୋଇଥିଲା । ଏହା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ସହ ଅଖ ସଂଯୋଗ କରିଥିଲେ ଭୋଇ ସେବକ ।…

ଆଜିଠୁ ପୁଣି ରଥଖଳାରେ ଆରମ୍ଭ ହୋଇଛି ରଥ କାମ

ପୁରୀ: ଆଜି ସକାଳୁ ଆରମ୍ଭ ହୋଇଛି ରଥ କାମ। ବାତ୍ୟା ଅମ୍ଫନ ଯୋଗୁ ଗତକାଲି ରଥ ନିର୍ମାଣ କାମ ବନ୍ଦ କରାଯାଇଥିଲା । ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା ପୁରୀରେ। ତେବେ ପ୍ରବଳ ବର୍ଷା ଫଳରେ ଜଳମଗ୍ନ ହୋଇ ଯାଇଥିଲା ରଥଖଳା । ଯାହାଫଳରେ ରଥ ନିର୍ମାଣ କାମ ବନ୍ଦ ରଖାଯାଇଥିଲା । ଅପରପଟେ…

ଆଜିଠୁ ରଥନିର୍ମାଣ ସେବକଙ୍କ ହେବ କୋଭିଡ୍‌ ଟେଷ୍ଟ, ସ୍ନାନ ଯାତ୍ରା ଥିବାରୁ ଦଇତାପତି ମାନଙ୍କର ମଧ୍ୟ କରାଯିବ ସ୍ୱାସ୍ଥ୍ୟ…

ପୁରୀ: ଆଜିଠୁ ରଥନିର୍ମାଣ ସେବକଙ୍କ କୋଭିଡ୍‌ ପରୀକ୍ଷା। ରଥ ନିର୍ମାଣରେ ନିୟୋଜିତ ୧୨୦ ମହାରଣା, ଭୋଇ, ରୂପକାର, କମାର ସେବକଙ୍କ ଆଜି କରୋନା ପରୀକ୍ଷା କରାଯିବ । ସେହିପରି ଆଗକୁ ସ୍ନାନ ଯାତ୍ରା ଥିବାରୁ ଦଇତାପତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ନାନଯାତ୍ରା ପୂର୍ବରୁ ସେମାନଙ୍କୁ…

କେବେ ଆରମ୍ଭ ହେବ ରଥ ନିର୍ମାଣ? ଏନେଇ ସରକାର ନେବେ ନିଷ୍ପତ୍ତି, ଠିକ ସମୟରେ କାର୍ଯ୍ୟ ସରିବା ନେଇ ଆଶଙ୍କା

ପୁରୀ: ରଥନିର୍ମାଣ ପାଇଁ ସରକାର ନେବେ ନିଷ୍ପତ୍ତି । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ । ଗତକାଲି ରଥଖଳାରେ ବିଶ୍ୱକର୍ମା ମହାରଣାମାନେ ପହଞ୍ଚିଥିଲେ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଳ, ମହାପ୍ରସାଦ ଓ ନାରିକେଳ ଯୋଗାଇ ଦିଆଯାଇ…

ଆଜିଠୁ ରଥଖଳାରେ ଆରମ୍ଭ ହୋଇପାରେ ରଥ ନିର୍ମାଣ କାମ, ପୁରୀରେ ସମସ୍ତ ପ୍ରସ୍ତୁତି ଶେଷ

ପୁରୀ: ଆଜିଠୁ ରଥଖଳାରେ ଆରମ୍ଭ ହୋଇପାରେ ରଥ ନିର୍ମାଣ କାମ। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ସରକାର। ରଥ ନିର୍ମାଣ କାମ ଧାର୍ମିକ ପର୍ବ ନୁହେଁ । ତେଣୁ ରଥ ନିର୍ମାଣ କାର୍ଯ୍ୟ ଶୀଘ୍ର କରାଯାଉ ।…

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଢିବା ପରେ ରଥନିର୍ମାଣ ଓ ରଥଯାତ୍ରା ହେବ କି ନାହିଁ? ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା…

ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଢିବା ପରେ ରଥନିର୍ମାଣ ଓ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ। ଅପରାହ୍ନ ୪ଟାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବୈଠକ ବସିବ।…

ରଥଯାତ୍ରା ଆୟୋଜନକୁ ନେଇ ସସପେନ୍ସ :ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳ, ଆଜି ବସୁଛି…

ପୁରୀ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ପଡିବ କି କରୋନା ଛାଇ। ଆୟୋଜନକୁ ନେଇ ଜାରି ରହିଛି ସସପେନ୍ସ । ଏନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଏବଂ ଜିଲ୍ଲାପାଳ । ଆଗକୁ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ଏବଂ ରଥଯାତ୍ରା ଆସୁଛି । ଆଉ ଗୋଟିଏ ଦିନ ପରେ ପଡୁଛି ଅକ୍ଷୟ…