Browsing Tag

puri shreemandira

ନୂଆବର୍ଷରେ ରାତି ୨ଟାରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ (କେନ୍ୟୁଜ୍) : ନୂଆବର୍ଷ ପାଳନ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି । ଜାନୁଆରୀ ଏକ ତାରିଖ ୨୦୧୯ରେ ଭକ୍ତମାନେ ଶ୍ରୀଜିଉଙ୍କୁ ରାତି ୨ଟାରେ ଦର୍ଶନ କରିପାରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିରର କାର‌୍ୟ୍ୟାଳୟରେ ଛତିଶା…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ, ଓହରିଲେ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ଅଛି । ଏହା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ । ଓହରି ଯିବା ନେଇ ସେ କୋର୍ଟଙ୍କୁ ଜଣାଇ ଦେଇଥିବାରୁ ଆଉ କାହାକୁ ଆମିକସ୍…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ

ପୁରୀ (କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ଏହି ନୀତି ଅନୁଷ୍ଠିତ ହେବ। ତେଣୁ ପ୍ରାୟ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଗୁପ୍ତ ନୀତି ହୋଇଥିବାରୁ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ।…

ଶ୍ରୀମନ୍ଦିର ପରିଚାଳନା ସଂସ୍କାର ମାମଲା : ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲାରେ ଆଜି ସୁପ୍ରିମକୋର୍ଟରେ ରହିଛି ଶୁଣାଣି। ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଏସ୍.ଅବଦୁଲ ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ…

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା, ପିତୃପୁରୁଷଙ୍କୁ ପିଣ୍ଡଦାନ କଥା ଉଠାଇଲେ ଭକ୍ତ

ପୁରୀ (କେନ୍ୟୁଜ୍) : ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା। ତିନି ଜଣିଆ ବିଶେଷଜ୍ଞ କମିଟି, ଆମିକସ କ୍ୟୁରୀ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଅନ୍ୟ ତିନି…

ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଶ୍ରୀମନ୍ଦିର ପ୍ରଶାସନ ବୈଠକ, ଏଣିକି ସିଲ୍ ହେବ ସିଂହଦ୍ବାର ନିକଟ ଖଜା ଦୋକାନ

ପୁରୀ(କେନ୍ଯୁଜ୍) :ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ଏମାର ମଠ ତଳେ ଥିବା ଖଜାଦୋକାନ ସିଲ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବେଆଇନ ଭାବେ ନିର୍ମିତ ପ୍ରାୟ ୭ଟି ଖଜାଦୋକାନକୁ ସିଲ କରାଯାଇଛି । ୨୦୧୬ ଡିସେମ୍ବର ୨୩ ତାରିଖରେ ବେଆଇନ ଦର୍ଶାଇ ଏହାକୁ ସିଲ କରାଯାଇଥିଲା । ଦୀର୍ଘ ୨୦ମାସ ଧରି…

ଅବଢ଼ା ଆଉ ଅଧିକ ଟଙ୍କାରେ ହେବ ନାହିଁ ବିକ୍ରି, ଲାଗିବ ରେଟ୍ ଚାର୍ଟ

ପୁରୀ(କେନ୍ଯୁଜ୍) : ଏଣିକି ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅବଢ଼ାର ରେଟ ଚାର୍ଟ ଚିତ୍ର ସହ ମରାଯିବ । ଏଥିପାଇଁ ସୁଆର ମହାସୁଆର ନିଯୋଗ ଏକ ଦର ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେଇସାରିଛି । ସେହିପରି ଭକ୍ତଙ୍କ ସୁବିଧା ପାଇଁ ମହାପ୍ରସାଦ ଥାଳିର ମଧ୍ୟ ବ୍ୟବସ୍ଥା କରାଯିବ । ଭକ୍ତମାନେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାହୁରେଖା ଲାଗି

ପୁରୀ (କେନ୍ୟୁଜ୍) :ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାହୁରେଖା ଲାଗି କରାଯିବ । ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ଏହି ରାହୁରେଖାକୁ ସ୍ନାନ ପୂର୍ଣ୍ଣିମାଠାରୁ କାଢି ନିଆଯାଇଥିଲା । ଏହି ରାହୁ ରେଖାରେଖାକୁ ଆଜି ଭୋଗ ମଣ୍ଡପ ନୀତି ପରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ମସ୍ତକରେ…

ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ, ଭୋଗମଣ୍ଡପ ଓ ଜୟବିଜୟ ଦ୍ୱାରର ଚାଲିଛି ଯାଂଚ

ପୁରୀ (କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ, ଭୋଗମଣ୍ଡପ ଓ ଜୟବିଜୟ ଦ୍ୱାରର ଯାଂଚ ଚାଲିଛି । ବିଶେଷଜ୍ଞ ଟିମ୍ ଯାଞ୍ଚ କରୁଛନ୍ତି । ଆଜି ତୃତୀୟ ଦିନରେ ଯାଂଚ ପ୍ରକ୍ରିୟା ଚାଲୁ ରହିବ । ସବୁ ଦୁର୍ବଳ ଅଂଶ ଗୁଡ଼ିକର ମିଳିତ ଯାଂଚ ହେବ । ଏହି ଯାଞ୍ଚରେ ଏଏସ୍ଆଇ, କୋର କମିଟି ଓ ବିଶେଷଜ୍ଞମାନେ…