Browsing Tag

puri srimandir

ନୂଆବର୍ଷରୁ ନୂଆ ବ୍ୟବସ୍ଥା, ଭକ୍ତମାନେ ସ୍ୱତନ୍ତ୍ର ବାରିକେଡ ଏସି ସେଡ ଦେଇ ଶ୍ରୀମନ୍ଦିରକୁ ଯିବେ

ନୂଆବର୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନୂଆ ବ୍ୟବସ୍ଥା। ଭକ୍ତମାନେ ସ୍ୱତନ୍ତ୍ର ବାରିକେଡ ଦେଇ ଏସି ସେଡ ମଧ୍ୟରେ ପ୍ରବେଶ କରି ଶ୍ରୀ ମନ୍ଦିରକୁ ଯିବେ । ସ୍ୱତନ୍ତ୍ର ଏସି ବାରିକେଡ ମଧ୍ୟରେ ପାନୀୟ ଜଳ, ଶୌଚାଳୟ ସହ ଫ୍ୟାନ ଆଦିର ବ୍ୟବସ୍ଥା ରହିଛି l ସ୍ବଛ ପରିବେଶ ଭିତରେ ଶ୍ରଦ୍ଧାଳୁମାନେ ବସି…

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ, ଶାଳୀନ ପୋଷାକ ନ ପିନ୍ଧିଲେ ପ୍ରବେଶ ମନା

ଦିଅଁ ଦର୍ଶନର ନୂଆ ବ୍ୟବସ୍ଥା। ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏଣିକି ଶାଳୀନତା ପୋଷାକ ନ ପିନ୍ଧିଲେ ପ୍ରବେଶ ମନା । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ମାସ ପୂର୍ବରୁ ଭକ୍ତଙ୍କୁ ସଚେତନ କରାଯାଉଛି । ଆସନ୍ତା କାଲି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି। ଶ୍ରୀଲିଙ୍ଗରାଜଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ଅର୍ପଣ ପରେ ବରିଷ୍ଠ ସେବାୟତ ଓ ଅଧିକାରୀ ମାନେବିଭିନ୍ନ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରୁଛନ୍ତି। ରାଜ୍ୟ ବାହାରର…

ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ ସ୍ୱତନ୍ତ୍ର ବାଟାଲିୟନ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୁରୀ(କେନ୍ୟୁଜ):  ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିୟୋଜିତ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ସ୍ବତନ୍ତ୍ର ସୁରକ୍ଷା ବାହିନୀ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ। ସ୍ବତନ୍ତ୍ର ସୁରକ୍ଷା ବାହିନୀ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । 5T ଅଧ୍ୟକ୍ଷ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ…

ଜଗା ଦର୍ଶନ ହେଲା ଶେଷ ଦର୍ଶନ, ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ହୃଦଘାତ ହେବାରୁ ଶ୍ରୀମନ୍ଦିର ଭିତରେ ମୃତ୍ୟୁ ହୋଇଛି ଜଣେ ଭକ୍ତଙ୍କର । ଶ୍ରୀମନ୍ଦିରରେ ଥିବା ବିଶ୍ଵନାଥ ମନ୍ଦିର ଆଗରେ ଜଣେ ଭକ୍ତ ପ୍ରଣାମ କରିବା ବେଳେ ହଠାତ୍ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ପୁରୀ ସଦର…

ଶ୍ରୀମନ୍ଦିର ହେବ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ: ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ। ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନନେବାକୁ ଭକ୍ତ ଓ ସମସ୍ତ ନିଯୋଗକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ। କଟନ୍ ବ୍ୟାଗ୍,କାଠ ବା ବାଉଁଶରେ ନିର୍ମିତ ଚାଙ୍ଗୁଡିରେ ଫୁଲ ଓ ଭୋଗ…

ପହିଲି ଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ଡିସେମ୍ବର ୧୬ରୁ ରାତି ୨ରୁ ଖୋଲିବ ସିଂହଦ୍ୱାର

ପୁରୀ (କେନ୍ୟୁଜ): ପହିଲି ଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ଡିସେମ୍ବର ୧୬ରୁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିର ସବ୍ କମିଟି ବୈଠକରେ ପହିଲିଭୋଗ ନୀତି ନେଇ ଆଲୋଚନା କରାଯାଇଛି । ଏହି ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତିଦିନ ରାତି ୨ଟାରୁ…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଲାଗି ସ୍ଥାନ ଅନୁଧ୍ୟାନ କଲେ ଟିମ

ଭବ୍ୟ ହେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଯଜ୍ଞ ସ୍ଥଳ ଓ ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ଟିମ l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ଅନୁଧ୍ୟାନ କରିଛନ୍ତି l ଯଜ୍ଞ ସ୍ଥଳ ଏବଂ…

ଆଜି ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ବଡ଼ ଠାକୁର: ଲାଗି ହେବେ ମାମୁଁଘର ଆସିଥିବା ନୂଆ ପାଟବସ୍ତ୍ର

ପୁରୀ (କେନ୍ୟୁଜ): ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରର ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ହଳଦୀ ପତ୍ର ପିଠା ଭୋଗ ହେବା ସହ ବଡ଼ ସନ୍ତାନଙ୍କୁ ଦୂବ , ଚାଉଳ ଦେଇ ବନ୍ଦାପନା କରାଯାଇଥାଏ।…

ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ, ଦ୍ୱିତୀୟ ଦିନରେ ବାହାର ପାଶ୍ୱର୍ କାନ୍ଥର କରାଯାଉଛି…

ପୁରୀ (କେନ୍ୟୁଜ): ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ଦ୍ବିତୀୟ ଦିନରେ ବାହାର କାନ୍ଥର ଲେଜର ସ୍କାନିଂ କରାଯାଉଛି। ଅମୁହାଁ ମନ୍ଦିରର ଉପରି ଭାଗ ଓ ଉତ୍ତର ପାର୍ଶ୍ଵ କୁ ସ୍କାନ କରାଯିବ । ଏଥିସହ ବିଭିନ୍ନ ପାର୍ଶ୍ଵ ଦେବା ଦେବୀ ମନ୍ଦିରର ସ୍କାନିଂ ପ୍ରକ୍ରିୟା ଶେଷ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ, ତଦାରଖ କରିବ ୧୫ ଜଣିଆ ଟିମ୍‌

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ । ଏଥିପାଇଁ ପୁରୀରେ ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ASI ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଆସିଛି ଟିମ୍। ଟିମ୍ ରେ ସାମିଲ ଅଛନ୍ତି ଫଟୋଗ୍ରାଫିକ ସଦସ୍ୟ।। ଟିମ୍ ରେ ଅଛନ୍ତି ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ । ସମ୍ପୂର୍ଣ୍ଣ…

୨୮ରେ ରତ୍ନଭଣ୍ଡାର ଲେଜର ସ୍କାନିଂ, ନାଟମଣ୍ଡପ ବିମ ମରାମତି ବି କରାଯିବ

୨୮ରେ ରତ୍ନଭଣ୍ଡାର ଲେଜର ସ୍କାନିଂ। କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଅର୍ଥାତ ଆସନ୍ତା ୨୮ ତାରିଖରେ କରାଯିବ ରତ୍ନଭଣ୍ଡାରର ଲେଜର ସ୍କାନିଂ। ଏନେଇ ଆଲୋଚନା ପରେ ଏଏସଆଇକୁ ଦାୟିତ୍ଵ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟ ଦେଖି ଏଏସଆଇ ଏହି କାର୍ଯ୍ୟ କରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର…