Browsing Tag

python

କାର ଚକାରୁ ବାହାରିଲା ବିରାଟକାୟ ଅଜଗର, ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ବିଚିତ୍ର ଜିନିଷ ଦେଖିବାକୁ ପାଇଥିବେ । ତେବେ ଆମ ସମାଜରେ ଆମେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖିବାକୁ ପାଇଥାଉ । କିନ୍ତୁ ଲୋକମାନେ ସାପ ନାମ ଶୁଣିବା ମାତ୍ରେ ଅଧିକ ଭୟାଭୀତ ହୋଇଯାଆନ୍ତି । ତେବେ ସାପର ଅନେକ ପ୍ରକାରର ଭିଡିଓ ଆମ ସାମ୍ନାକୁ…

ଲୁଗା ଦୋକାନରେ ପଶିଲା ବିରାଟ ଅଜଗର, ଭୟରେ ଦୋକାନ ଛାଡ଼ି ପଳାଇଲେ ଦୋକାନୀ

ଅଜଗର ଏକ ବିରାଟ ସାପ ହୋଇଥିବା ବେଳେ ଏହାକୁ ଦେଖିଲେ ମନରେ ଛନକା ପଶେ । ଯଦି ହଠାତ ଏହା ଆପଣଙ୍କ ପାଖାପାଖି ଅଞ୍ଚଳରେ ଦେଖାଯାଏ ତେବେ ଆପଣ ବି ଏହାକୁ ଦେଖିଲେ ନିଶ୍ଚିତ ଭୟ କରିଯିବେ । ତେବେ ନିକଟରେ ଏକ ବିରାଟ ଅଜଗରର ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ ଆପଣ ବି ଭୟ କରିଯିବେ ।…

ଆଛନ୍ଦ ଗ୍ରାମର କୁକୁଡ଼ା ଫାର୍ମରୁ ୧୮ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଆଛନ୍ଦ ଗ୍ରାମର ନରି ବେହେରାଙ୍କ କୁକୁଡ଼ା ଫାର୍ମରୁ ଗତକାଲି ରାତିରେ ୧୮ ଫୁଟ୍ ର ଅଜଗର ସାପ ଉଦ୍ଧାର କରାଯାଇଛି । ସାପ ଉଦ୍ଧାରକାରୀ ଦଳର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା, ଶଙ୍କର ନାୟକ ଓ ଅନ୍ୟ ସାଥୀମାନଙ୍କ ଦ୍ଵାରା ସାପଟିକୁ ଉଦ୍ଧାର କରି କପିଳାସ…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜଳେଶ୍ବରପୁର ଗାଁର ଏକ ଚୂଆରୁ ସାପଟିକୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସାପଟି ଚୂଆ ଭିତରେ ପଶିଥିବା ଦେଖି ସାପକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ବର ବନବିଭାଗ ଘଟଣା ସ୍ଥଳରେ…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜଳେଶ୍ବରପୁର ଗାଁର ଏକ ଚୂଆରୁ ସାପଟିକୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସାପଟି ଚୂଆ ଭିତରେ ପଶିଥିବା ଦେଖି ସାପକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ବର ବନବିଭାଗ ଘଟଣା ସ୍ଥଳରେ…

ବିରାଟ ଆଁ କରି ଗୋଡ଼ାଇଲା ୧୫ ଫୁଟର ଅଜଗର ସାପ, ଉଦ୍ଧାର କଲା ଢେଙ୍କାନାଳ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳ

କେନ୍ୟୁଜ୍(ବ୍ୟୁରୋ): ଢେଙ୍କାନାଳରୁ ଉଦ୍ଧାର ହେଲା ବିରାଟକାୟ ଅଜଗର। ୧୫ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି ଢେଙ୍କାନାଳ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳ। ଢେଙ୍କାନାଳ ତରଭା ଗ୍ରାମ ଜହ୍ନିତଇଲା ମା ସନ୍ତୋଷି ଫାର୍ମ ହାଉସରୁ ଉଦ୍ଧାର ହୋଇଛି ଏହି ୧୫ ଫୁଟ୍ ଲମ୍ବର ଅଜଗର ସାପ।ଫାର୍ମ…

ଚାଷୀଙ୍କ ଆଖି ସାମ୍ନାରେ ଛେଳିକୁ ଗିଳିଲା ୧୦ ଫୁଟିଆ ଅଜଗର

ବାଲେଶ୍ଵର (କେନ୍ୟୁଜ): ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ ଯାଇଥିଲେ। ଏତିକିବେଳେ ହଠାତ୍ ଏକ ୧୦ ଫୁଟ୍ ଲମ୍ବର ଅଜଗର…

ଛେଳିକୁ ଜିଅନ୍ତା ଗିଳିଦେଲା ଅଜଗର

ସୁବର୍ଣ୍ଣପୁର : ଛେଳିକୁ ଜିଅନ୍ତା ଗିଳିଦେଲା ବିରାଟ ଅଜଗର ା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗାଁରେ ଘଟିଛି ଏଭଳି ଏକ ଘଟଣା ା ଗାଁର କଟାବନ୍ଧ ନିକଟ ନାଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ ା ଗାଁର ସଦାନନ୍ଦ କର୍ଣ୍ଣଙ୍କ ଏକ ଛେଳି ଏହି ନାଳ ନିକଟକୁ…

ରାସ୍ତାରେ ବିରାଟକାୟ ସାପକୁ ଟାଣି ନେଉଥିଲେ ଯୁବକ, ହଠାତ କୁକୁର ଆସି କଲା ଏପରି…

ସାପକୁ ଦେଖିଲେ ଲୋକମାନେ ଭୟଭୀତ ହୁଅନ୍ତି । ଅନେକ ଲୋକ ସାପ ସହିତ ଷ୍ଟଣ୍ଟ କରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏଭଳି ଷ୍ଟଣ୍ଟ କରୁଥିବା ସମୟରେ ଅନେକ ଥର ଅବହେଳା ହୋଇ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ସୋସିଆଲ ମିଡିଆରେ ଆପଣ ସାପ ଏବଂ ଅନେକ ଜୀବଙ୍କ ଲଢ଼େଇର ଭିଡିଓ ମଧ୍ୟ…

ଖାଇବା ପରେ ଟିଭି ଦେଖୁଥିଲେ ପରିବାର ଲୋକେ, ଛାତ ଭାଙ୍ଗି ଉପରେ ପଡିଲା ୧୦ ଫୁଟର ଅଜଗର

ରାତିରେ ପରିବାର ଲୋକେ ଟିଭି ଦେଖୁଥିବା ବେଳେ ଛାତ ଭାଙ୍ଗି ଘରକୁ ପଶିଲା ବିଶାଳକାୟ ଅଜଗର । ହୁଏତ ଆପଣ ଜାଣି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଏମିତି ଘଟଣା ମାଲେସିଆରେ ଘଟିଛି । ରାତି ୧୧ଟାରେ ପରିବାର ଲୋକେ ଖାଇସାରିବା ପରେ ମିଳିମିଶି ଟିଭି ଦେଖୁଥିଲେ। ଠିକ୍‌ ସେହି ସମୟରେ…

ବାଙ୍କୀ: ଅରାଚଣ୍ଡୀ ମନ୍ଦିରରୁ ଅଜଗର ସାପ ଉଦ୍ଧାର

ବାଙ୍କୀ(କେନ୍ୟୁଜ୍): ଚନ୍ଦକା-ଡ଼ମପଡା ଅଭୟାରଣ୍ୟର ଉତ୍ତର ପାର୍ଶ୍ଵରେ ବାଙ୍କୀ ଜାତମୁଣ୍ଡିଆ ନିକଟସ୍ଥ ମା ଅରାଚଣ୍ଡୀ ମନ୍ଦିର ବେଢ଼ା ଭିତରେ ଏକ ଅଜଗର ସାପ ବୁଲୁଥିବାର ଦେଖି ସ୍ଥାନୀୟ ଯୁବକମାନେ ବାଙ୍କୀ ସ୍ନେକ ହେଲ୍ପଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କୁ ଖବର ଦେଇଥିଲେ।ଖବରପାଇ ଶ୍ରୀ ପଣ୍ଡା…

ବରଗଡ଼: ବରଗାଁରୁ ଉଦ୍ଧାର ହେଲା ଆହତ ଅଜଗର ସାପ

ବରଗଡ଼(କେନ୍ୟୁଜ୍): ବରଗଡ଼ ସଦର ବ୍ଲକ ବରଗାଁ ଠାରେ ଉଦ୍ଧାର ହେଲା ଏକ ବିରାଟ ଅଜଗର ସାପ। ବରଗାଁର ଏକ ବିଲରେ ସାର ଦେଉଥିବା ସମୟରେ ଜଣେ ଚାଷୀ ସାପକୁ ମାଡ଼ିଦେବାରୁ ସାପଟି ଚାଷୀଙ୍କ ଗୋଡ଼ରେ ଗୋଡ଼େଇ ହୋଇଯାଇଥିଲା ।  ତେବେ ଚାଷୀ ଜଣକ ଭୟରେ ପାଟି କରିବାରୁ ଆଖପାଖ ଲୋକେ ଧାଇଁ ଆସିଥିଲେ ଓ ସାପର…